ଏହି ଭାରତୀୟ ବିକେଟ କିପରଙ୍କର ଟି-୨୦ ଓ ୱାନଡେ କ୍ୟାରିଅର ହେଲା ଶେଷ? ବିରାଟ କୋହଲି ନିଜ ବୟାନରେ ଇସାରା ଦେଲେ

ଭାରତୀୟ କ୍ରିକେଟ ଟିମ ର ଅନୁଭବୀ ଟେଷ୍ଟ ଵିକେଟ କିପର ଓ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ଙ୍କୁ ଋଷବ ଙ୍କ ସ୍ଥାନ ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ଶିରିଜ ର ଶେଷ ଏକାଦଶ ରେ ସ୍ଥାନ ମିଳିବ i ଏହା ତାଙ୍କ କ୍ୟାରିୟର ପାଁଇ ମଧ୍ୟ ବେଶ ଭଲ ହେବ I

ସାହା ଙ୍କ ର ଟେଷ୍ଟ ଟିମ କୁ ଫେରିବା ପରେ ୱାନଡେ ରେ ମଧ୍ୟ ଫେରିବା ର ଆଶା ରହିଛି I କିନ୍ତୁ ଗୁରୁବାର ଦିନ କ୍ୟାପଟେନ ବିରାଟ କୋହଲି ଦେଇଥିବା ବୟାନ ଅନୁସାରେ ସେ ସ୍ପଷ୍ଟ କରିଦେଇଛନ୍ତି ସୀମିତ ଓଭର ର ଫାର୍ମଟି ରେ ସେ ଯୋଗ ଦେଇପାରିବେ ନାହିଁ I

ଟିମ ଇଣ୍ଡିଆ ର କ୍ୟାପଟେନ ବିରାଟ କୋହଲି ଶୁକ୍ରବାର କୁ ବାଂଲାଦେଶ ବିପକ୍ଷ ରେ ଖେଳିବା ସମୟ ରେ ପ୍ରଥମ ଡେ ନାଇଟ ଟେଷ୍ଟ ମ୍ୟାଚ ରେ ପ୍ରଥମେ ମିଡ଼ିଆ ରେ ପ୍ରଶ୍ନ କରିଥିଲେ I କୋହଲି କଲିକତା ଡେ ନାଇଟ ଟେଷ୍ଟ ମ୍ୟାଚ କୁ ଚାଲେଞ୍ଜ ଦେଇଛନ୍ତି I ଏବଂ ସେ ଏହା କହିଛନ୍ତି ସେ ଏହି ମ୍ୟାଚ ରେ ଯୋଗ ଦେଇ ନିଜ କୁ ଧନ୍ୟ ମନେ କରୁଛନ୍ତି I

ବିରାଟ ଙ୍କ ଠାରୁ ସାହ ଙ୍କ ର ଲିମିଟେଡ଼ ଓଭର ର ଟିମ ରେ ଯୋଗ ଦେବାକୁ ନେଇ ପ୍ରଶ୍ନ କରାଯାଇଥିଲା I ଏବଂ ଏହା ର ଉତ୍ତର ରେ ବିରାଟ କୋହଲି ସ୍ପଷ୍ଟ କରିଥିଲେ କି ବର୍ତମାନ ଟିମ ଯେପରି ରହିଛି ଏହି ଵିକେଟ କିପର କୁ ନେଇ ଜିତିବା ସହଜ ନୁହେଁ I

ବିରାଟ କୋହଲି ଏହା ମଧ୍ୟ କହିଛନ୍ତି , ଏହା ବହୁତ କଷ୍ଟକର ପ୍ରଶ୍ନ ଅଟେ I କାରଣ ସେ ବିଶ୍ୱ ସ୍ତର ର ଵିକେଟ କିପର ଅଟନ୍ତି ଏହା ସବୁ ଲୋକେ ଜାଣିଛନ୍ତି I ଏବଂ ଆମ କୁ ଖେଳାଳି ଙ୍କ ର ଖେଳ ର ପ୍ରତିଭା କୁ ନେଇ ଭଲ ଟିମ କରିବା କୁ ହେବ I ଏବଂ IPL ରେ 8 ଗୋଟି ଟିମ ରହିଛି I ତେଣୁ ଆମ କୁ ଚିନ୍ତା କରିକି ହିଁ ଖେଳାଳି ଙ୍କୁ ଟିମ ରେ ସାମିଲ କରିବା କୁ ହେବ I