ଏହି ୫ଜଣ ଭାରତୀୟ କ୍ରିକେଟର କରୁଛନ୍ତି ଦେଶ ପାଁଇ ଚାକିରୀ !

ତେବେ ଆଜି ଆସନ୍ତୁ ଜାଣିବା କେଉଁ ସବୁ କ୍ରିକେଟ ଖେଳାଳି ମାନେ ଭାରତ ପାଁଇ ବେଶ ଗୌରବ ଆଣିବାରେ ସହାୟକ ହେଇଥିଲେ I

1.ମହେନ୍ଦ୍ର ସିଂ ଧୋନି
ଧୋନି ଙ୍କ ବିଷୟରେ ଚଳଚିତ୍ର ମାଧ୍ୟମରେ ଆପଣ ମାନେ ବେଶ ଭଲଭାବରେ ଜାଣିଥିବେ I ଏବଂ ସେ କ୍ରିକେଟ ରେ ପ୍ରବେଶ କରିବା ପୂର୍ବରୁ ଭାରତୀୟ ରେଳ ବିଭାଗ ରେ ଚାକିରିକରିଥିଲେ କିନ୍ତୁ ତାଙ୍କ ର ପିଲାବେଳୁ ଇଚ୍ଛା ଥିଲା କି ସେ ବଡ଼ ହେଇ ଆର୍ମି ଅଫିସର ହେଇ ଦେଶ ର ସେବା କରିବେ I ବର୍ତମାନ ସମୟରେ ସେ ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ପଦ ରୁ ବିରତି ନେଇସାରିଛନ୍ତି I

2.ସଚିନ ତେନ୍ଦୁଲକର
ସଚିନ ଙ୍କ ର ବିଶ୍ୱ କ୍ରିକେଟ ରେ ବେଶ ଲୋକ ପ୍ରିୟତା ରହିଛି ଏବଂ ସେ ବର୍ତମାନ କ୍ରିକେଟ ରୁ ଅବସର ନେଇ ନିଜ ର ଅଧିକାଂଶ ସମୟ ଏୟାରଫୋର୍ସ କର୍ମୀ ଙ୍କ ସହ ବିତାଉଛନ୍ତି I

3.ହର୍ବଜନ ସିଂ
ଭଜି ନାମ ରେ ଲୋକ ପ୍ରିୟ ଭାରତୀୟ କ୍ରିକେଟ ଦଳ ର ହର୍ବଜନ ସିଂ ଭାରତ ର ଦ୍ୱିତୀୟ ସବୁଠାରୁ ବଡ଼ ସଫଳ ସ୍ପିନର ବୋଲର I ଏକ ସମୟ ଏପରି ଥିଲା ଯେ ଦୁନିଆ ର ସମସ୍ତ ଖେଳାଳି ତାଙ୍କ ବୋଲିଂ ଦେଖି ଡରୁଥିଲେ I କିନ୍ତୁ ବର୍ତମାନ ସେ ଆଉ ଭାରତୀୟ କ୍ରିକେଟ ଦଳ ରେ ନାହାନ୍ତି I

4.କପିଲ ଦେବ
ଭାରତ କୁ ପ୍ରଥମ ଥର ପାଁଇ ବିଶ୍ୱକପ ରେ ଜିତିଥିବା ବ୍ୟକ୍ତି ଜଣଙ୍କ ହେଲେ କପିଲ ଦେବ ଯିଏ କି ତାଙ୍କ ସମୟରେ ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ଥିଲେ I ସେ 1983 ରେ ଭାରତ କୁ ବିଶ୍ୱକପ ରେ ଜିଟାଇଥିଲେ I

5.ଉମେଶ ଯାଦବ
ଭାରତୀୟ କ୍ରିକେଟ ଦଳ ର ସବୁଠାରୁ ଦ୍ରୁତଗାମୀ ଖେଳାଳି ଭାବରେ ସେ ବେଶ ପରିଚିତ I କିନ୍ତୁ ତାଙ୍କ ର ପିଲାବେଳୁ ଇଚ୍ଛା ଥିଲା କି ସେ ପୋଲିସ କିମ୍ବା କୌଣସି ଫୌଜ ରେ ଜୈନ କରିବା ପାଁଇ I

Share Your Comments Below