ଯେପରି କି ଆପଣ ଜାଣିଥିବେ ଆଗାମୀ ନୂତନ ବର୍ଷ 2020 ରେ ମଇ ମାସ 13 ତାରିଖ ରେ IPL ମ୍ୟାଚ ର ଆୟୋଜନହେବାକୁ ଯାଉଛି I ଏଥିରେ ଅନେକ ଗୁଡିଏ ଟିମ ନିଜ ର ଶକ୍ତି ପ୍ରଦର୍ଶନ କରିପାରିବେ I ଏହା କୁ ଦୃଷ୍ଟି ରେ ରଖି ବିଗତ ଦିନ ରେ କଲିକତା ରେ ସବୁ ଖେଳାଳି ଙ୍କ ର ନିଲାମୀ ପ୍ରକ୍ରିୟା ଶେଷ ହେଇଯାଇଛି I କିଛି ଏପରି ଖେଳାଳି ମଧ୍ୟ ଅଛନ୍ତି ଯେଉଁମାନେ କି ବେଶ ଅଧିକ ମୂଲ୍ୟ ରେ ବିକ୍ରୟ ହେଇପାରିଛନ୍ତି I
ଅକ୍ସନ ରୁମ ରେ ବାଜିଥିଲା ତାଳି
ତେବେ ଆଜି ଆମେ ଆପଣ ଙ୍କୁ ଏଠାରେ ଏହିପରି ଜଣେ ମହାନ ଖେଳାଳି ଙ୍କ ର ନାମ କହିବା କୁ ଯାଉଛୁ ଯାହା ଙ୍କ ର ନିଲାମୀ ପ୍ରାୟ 20 ଲକ୍ଷ ଟଙ୍କା ରେ ହେଇଥିଲା ଓ ଏହା ହେବା ମାତ୍ରେ ଅକ୍ସନ ରୁମ ରେ ତାଳି ବାଜିବା କୁ ଲାଗିଥିଲା I ନିଲାମୀ ପ୍ରକ୍ରିୟା ରେ କଲିକତା ନାଇଟ ରାଇଡର ଜଣେ ଏପରି ଖେଳାଳି ଙ୍କୁ ନିଜ ଟିମ ରେ ସାମିଲ କରିଛନ୍ତି ଯିଏ କି ଜଣେ ସୁପରିଚିତ ଖେଳାଳି ଅଟନ୍ତି I
20 ଲକ୍ଷ ଟଙ୍କା ରେ ହେଇଛନ୍ତି ନିଲାମୀ
କଲିକତା ନାଇଟ ରାଇଡ଼ର ଟିମ ନିଲାମୀ ପ୍ରକ୍ରିୟା ରେ 48 ବର୍ଷୀୟ ପ୍ରବୀଣ ତାମ୍ବ ଙ୍କୁ ସାମିଲ ମାରିଥିଲେ I ଅଵ ତାଙ୍କୁ ପ୍ରାୟ 20 ଲକ୍ଷ ଟଙ୍କା ମୂଲ୍ୟ ରେ କଲିକତା ନାଇଟ ରାଇଦର ଟିମ କ୍ରୟ କରିଥିଲା I ଏହି ପ୍ରକ୍ରିୟା ଶେଷ ପରେ ତାଙ୍କୁ ଏକ ଇଣ୍ଟେର୍ବିୟୁ ରେ ପଚାରାଯାଇଥିଲା ଟିମ ଉପରେ ତାଙ୍କ ର କିଛି ଅନୁଭବ କୁ ନେଇକି I ତେବେ IPL ରେ ପ୍ରବୀଣ ଙ୍କୁ 20 ଲକ୍ଷ ଟଂକା ରେ ନିଲାମୀ ନେଇଥିବା କୁ ନେଇ ଏହା ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I