ଏହି କ୍ରିକେଟ ଖେଳାଳି ଲୁଚି ଲୁଚି କରିଲେ ବିବାହ, ଭାରତ ପାଇଁ ମରିସାରିଛନ୍ତି ତୃତୀୟ ଶତକ, ବିରାଟ ମଧ୍ୟ ଖବର ଶୁଣି ଝଟକା ଖାଇଗଲେ, ନା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତୀୟ କ୍ରିକେଟର କଋଣ ନୟାର ନିଜ ର ଗାର୍ଲଫ୍ରେଣ୍ଡ ସନାୟତକରିବାଲା ଙ୍କ ସହ ବିବାହ କରିଛନ୍ତି I କରୁଣ ସାନୟ ଉଦୟପୁର ରେ ବିବାହ କରିଛନ୍ତି I ଏହି ବିଷୟ ରେ କଋଣ ନୟାର ନିଜ ର ଇନ୍ଷ୍ଟଗ୍ରାମ ରେ ସୂଚନା ଦେଇଛନ୍ତି I

କଋଣ ନୟାର ଓ ସାନୟ ବିଗତ ବର୍ଷ ଜୁନ ମାସ ରେ ନିର୍ବନ୍ଧ ସମାରୋହ ପୁରା କରିଥିଲେ I ଦୁହେଁ ପରସ୍ପର କୁ ଅନେକ ସମୟ ହେବ ପ୍ରେମ କରି ଆସୁଥିଲେ I ଏବଂ ନିଜ ପରିବାର ଲୋକଙ୍କୁ ଏହି ବିଷୟ ରେ ସୂଚନା ଦେଇଥିଲେ I ଦୁହେଁ ନିଜ ର ଏହି ବିବାହ ରେ ନିକଟ ସମ୍ପର୍କୀୟ ଙ୍କୁ ହିଁ ଆମନ୍ତ୍ରିତ କରିଥିଲେ I

ବିବାହ ପରେ ଅନେକ କ୍ରିକେଟର କଋଣ ନୟାର ଙ୍କୁ ବିବାହ ର ଅଭିନନ୍ଦନ ଜଣାଇଥିଲେ I ଦ୍ରୁତ ବୋଲର ବରୁଣ ସୋସିଆଲ ମିଡ଼ିଆ ରେ କଋଣ ନୟାର ଓ ଶନୟା ଙ୍କ ର ଫୋଟୋ ସେୟାର କରି ଲେଖିଛନ୍ତି “ଟୁ ଏ ଲାଇଫ ଟାଇମ ଲଭ ଆଣ୍ଡ ହାପିନେସ ” ଏହି ଫୋଟୋ ଇନ୍ଷ୍ଟଗ୍ରାମ ରେ ବେଶ ଭାଇରଲ ହେଇଚି I

28 ବର୍ଷୀୟ ବ୍ୟାଟ୍ସମ୍ୟାନ କଋଣ ନୟାର ଡିସେମ୍ବର 2016 ରେ କର୍ଣ୍ଣାଟକ ରେ ନିଜ ଟେଷ୍ଟ ମ୍ୟାଚ ରେ ଯୋଗ ଦେଇଥିଲେ I ଏବଂ ଟିମ ପାଁଇ ସେ 303 ରନ କରିଥିଲେ I କିନ୍ତୁ ଏହା ପରେ ସେ ଭାରତୀୟ ରାଷ୍ଟ୍ରୀୟ ଟିମ ରେ ଆଉ ଖେଳି ନ ଥିଲେ I ଶେଷ ଥର ଅଷ୍ଟ୍ରେଲିଆ ବିପକ୍ଷ ରେ 2017 ରେ ହେଇଥିବା ଟେଷ୍ଟ ମ୍ୟାଚ ରେ କଋଣ ନୟାର ଙ୍କୁ ଦେଖିବା କୁ ମିଳିଥିଲା I