ଦୁନିଆ ରେ ଅନେକ ପ୍ରକାର ଓ ଅନେକ ପ୍ରଜାତି ର ଜୀବ ଜନ୍ତୁ ରହିଥାନ୍ତି I ଆପଣ ଏପରି ଅନେକ ପଶୁ ଓ ପକ୍ଷୀ ଙ୍କ ବିଷୟ ରେ ଶୁଣି ନ ଥିବେ ମଧ୍ୟ I ଜୀବ ଜନ୍ତୁ ଅନେକ ପ୍ରଜାତି ର ମଧ୍ୟ ହେଇଥାନ୍ତି I କିଛି ଏପରି ଜୀବ ମଧ୍ୟ ରହିଛନ୍ତି ଯେଉଁମାନେ ଅନ୍ୟ ଙ୍କ ଠାରୁ ସମ୍ପୂର୍ଣ ଭିର୍ନ ହେଇଥାନ୍ତି I
ଦୁନିଆ ରେ ସବୁଠାରୁ ଆଶ୍ଚଯ୍ୟ କର ଏହି କୁକୁଡ଼ା
ଆଜି ଆମେ ଆପଣ ଙ୍କୁ ଏକ ଏପରି ପ୍ରଜାତି ର କୁକୁଡ଼ା ବିଷୟ ରେ କହିବା କୁ ଯାଉଛୁ ଯାହା ର ରଙ୍ଗ କଳା ଅଟେ I ଆପଣ କୁକୁଡ଼ା ତ ଅନେକ ଦେଖିଥିବେ କିନ୍ତୁ ଏପରି କଳା ରଙ୍ଗ ର କୁକୁଡ଼ା ହୁଏତ କେବେ ଦେଖି ନ ଥିବେ I ଆଜି ଆମେ ଏହି ଯେଉଁ କୁକୁଡ଼ା ବିଷୟ ରେ କହିବା କୁ ଯାଉଛୁ ଏହା ର ନାମ କଡ଼ାକ ନାଥ କୁକୁଡ଼ା ଅଟେ I ଏହା ଅନ୍ୟ କୁକୁଡ଼ା ଙ୍କ ଠାରୁ ସମ୍ପୂର୍ଣ ଭିର୍ନ ଅଟେ I
ଏହି କୁକୁଡ଼ା ଙ୍କ ର ସଂଖ୍ୟା ପୃଥିବୀ ରେ ବହୁତ କମ ହିଁ ରହିଛି I ଏହା ଦେଖିବା କୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି I ତେଣୁ ଆମେ ସମସ୍ତେ ଆଜି ଜୀବ ଟି କୁ ବଞ୍ଚାଇ ପାରିଲେ ହିଁ ଆଗାମୀ ପିଢ଼ି ଙ୍କ ପାଁଇ ଏହା ଜୀବିତ ରହିପାରିବ I
ଏହି କୁକୁଡ଼ା ଟି ର ପ୍ରତିଟି ଅଙ୍ଗ କଳା ଅଟେ I ଏହା ର ମାଂସ , ହାଡ଼ ଓ ଚମଡା ଏପରି କି ଆଖି ମଧ୍ୟ କଳା ଅଟେ I ଏପରି କି କୁକୁଡ଼ା ଟି ର ରକ୍ତ ମଧ୍ୟ କଳା ଅଟେ I ଆପଣ ଭାବୁଥିବେ ଏହି କୁକୁଡ଼ା ଟି ର ମୂଲ୍ୟ କଣ ହେଇଥିବ I ଏହା ତ ସାଧାରଣ କଥା କୁକୁଡ଼ା ଟି ଅନ୍ୟ ପ୍ରଜାତି ଠାରୁ ଭିର୍ନ ତେଣୁ ଏହା ର ମୂଲ୍ୟ ମଧ୍ୟ ଅନ୍ୟ କୁକୁଡ଼ା ଙ୍କ ଅପେକ୍ଷ୍ୟା ଅଧିକ ଅଟେ I