ଏହି ଲୋକପ୍ରିୟ ଅଲ-ରାଉଣ୍ଡର କ୍ରିକେଟର ସ୍କୁଲର ଝିଅଙ୍କୁ କରିଲେ ବିବାହ, ହେଲା ବବାଲ, ସମ୍ପର୍କୀୟଙ୍କୁ ହେଲା ମାଡ଼ …

ବାଂଲାଦେଶୀ କ୍ରିକେଟ ଟିମ ର ଅଲ୍ରାଉଣ୍ଡର ଖେଳାଳି ସୋମ୍ୟା ସରକାର ବିଗତ ଦିନ ରେ ବିବାହ କରିଛନ୍ତି I ବୁଧବାର ଦିନ ସେ 19 ବର୍ଷୀୟ ପୂଜା ଦେବନାଥ ଙ୍କ ସହ ବିବାହ କରିଛନ୍ତି I ପୂଜା ଖୁବ କମ ବୟସ ର ଅଟନ୍ତି I ଏବଂ ପୂଜା ବର୍ତମାନ ଢାକା ଇଂଲିଶ ମିଡିୟମ ସ୍କୁଲ ରେ ପାଠ ପଢୁଛନ୍ତି I ତେବେ ଏହି ବିବାହ ସମାରୋହ ରେ ଯୋଗ ଦେଇଥିବା କିଛି ଅତିଥି ଏହି ବିବାହ କୁ ନେଇ କ୍ରିକେଟର ସୋମ୍ୟା ଙ୍କୁ ସମାଲୋଚନା କରିଛନ୍ତି I

କ୍ରିକେଟର ସୋମ୍ୟା ଙ୍କ ର ଏହି ବିବାହ ରେ କିଛି ପାକେଟମାର ଚୋର ଅସିଜାଇଥିଲେ I ଏବଂ ଉପସ୍ଥିତ କିଛି ଅତିଥି ଙ୍କ ର ଫୋନ ଚୋରି କରି ନେଇଥିଲେ I ଇତି ମଧ୍ୟ ରେ ସୋମ୍ୟା ଙ୍କ ର ପିତା ଙ୍କ ର ମଧ୍ୟ ଫୋନ ଚୋରି ହେଇଥିଲା I ସୋମ୍ୟା ଓ ପୂଜା ଙ୍କ ର ବିବାହ ଖୁଲନା କ୍ଲବ ରେ ହେଇଥିଲା I ସେଠାରେ କିଛି ମିଡ଼ିଆ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ I କିନ୍ତୁ ପୋଲିସ ଆସି ତାଙ୍କୁ ସେଠାରେ ଭିଡିଓ ସୁଟିଂ କରିବା ରୁ ରୋକିଥିଲେ I ଏବଂ ଚୋର ଙ୍କ ଠାରୁ ଫୋନ ମଧ୍ୟ ବରାମତ ହେଇଥିଲା I

ଏକ ରିପୋର୍ଟ ଅନୁସାରେ ସେହି ବିବାହ ସମାରୋହ ରେ 7 ଗୋଟି ମୋବାଇଲ ଚୋରି ହେଇଥିଲା I କିନ୍ତୁ ପୋଲିସ ସଠିକ ସମୟ ରେ ପହଂଚି ଚୋର ଙ୍କ ଠାରୁ ଫୋନ ଉଦ୍ଧାର କରିଛି I ଏବଂ ଘଟଣା ସ୍ଥାନ ରେ ପୋଲିସ ପହଂଚି ସ୍ତିତି କୁ ନିୟନ୍ତ୍ରିତ ମଧ୍ୟ କରିଥିଲା I ଲୋକ ଙ୍କ ର ମୋବାଇଲ ଫୋନ ମଧ୍ୟ ମିଳିପାରିଥିଲା I

ସୋମ୍ୟା ସରକାର ନିଜ କ୍ୟାରିୟର ରେ ବର୍ତମାନ ପର୍ଯ୍ୟନ୍ତ 15 ଟେଷ୍ଟ , 55 ୱାନଡେ ଓ 48 ଟି 20 ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି I ସେ ତିନି ଶତକ ରେ 3000 ରୁ ଅଧିକ ଅନ୍ତରାଷ୍ଟ୍ରୀୟ ରନ କରିଛନ୍ତି I ସେ ଜଣେ ବାମ ହାତ ର ଖେଳାଳି ଅଟନ୍ତି I ଏବଂ 18 ଵିକେଟ ନେଇ ବେଶ ଭଲ ରେକର୍ଡ କରିଛନ୍ତି I