ଏହି ମହିଳା ଆମେରିକାରୁ ଭାରତ ଆସିଥିଲେ ବିବାହ କରିବା ପାଇଁ, ଏପରି ସାହାଯ୍ୟ କରିଲେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ

ଆମେରିକା ର ଜଣେ ମହିଳା ଙ୍କ ର ବିବାହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ର ଏକ ଟ୍ୱିଟ କୁ ନେଇ ସମ୍ଭବ ହେଇଚି I ଆମେରିକା ର ASHLEY HALL ଙ୍କ ର ବିବାହ କଚ୍ଛି ଙ୍କ ସହ ଯେଉଁ ହୋଟେଲ ରେ ହେବାକୁ ଥିଲା ସେଠାରେ ଦେଶ ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ର ଏକ କାର୍ଯ୍ୟକ୍ରମ କରିଥିଲେ I ରାଷ୍ଟ୍ରପତି ସେହି ହୋଟେଲ ରେ ରହିବା କୁ ନେଇ ସେଠାରେ ସିକ୍ୟୁରିଟି ଅଧିକ ଥିଲା I ଯାହା କି ତାଙ୍କ ର ବିବାହ ରେ ସମସ୍ୟା ହେଇଥିଲା I

ଏହିପରି ଆରମ୍ଭ ହେଇଥିଲା ଏପରି ମାମଲା
ASHLEY HALL ଟ୍ୱିଟ କରିକି କହିଥିଲେ କି କେବେ କେବେ ଆପଣ ବିଗତ 8 ମାସ ତଳୁ ଡେଷ୍ଟିନେସନ ଭିଡିଓ ପ୍ଲାନ କରିଥିବେ ଭାରତ ର ଏଲିଟ ହୋଟେଲ ରେ I ଏବଂ ଅଚାନକ ଭାରତ ର ରାଷ୍ଟ୍ରପତି ସେଠାରେ ପହଂଚିଯିବ କୁ ନେଇ ଆପଣ ଙ୍କ ର ବିବାହ ଯୋଜନା ବାତିଲ ହେଇପାରେ ତେବେ ନିଶ୍ଚିତ ରୂପେ ଆପଣ ଙ୍କୁ କଷ୍ଟ ଲାଗିବ I

ଏହି ଟ୍ୱିଟ ପୁଣି କରିଥିଲେ
ରାଷ୍ଟ୍ରପତି ଭବନ କୁ ଟ୍ୟାଗ କରିକି ଟ୍ୱିଟ କରାଯାଇଥିଲା ଆପଣ ଆମ ର କିଛି ସହାୟତା କରିପାରିବେ I ଯାହା ଦ୍ୱାରା ଆମ କୁ କୋଚି ରୁ ବାହାର କୁ ଯାଇ ବିବାହ କରିବା କୁ ପଡିବ ନାହିଁ I ଏହା କୁ ନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ରେ ଏହା ବେଶ ଚର୍ଚା ରେ ରହିଥିଲା I

ପୁଣି ଧନ୍ୟବାଦ
ଏସଲେ ନିଜ ର ଧନ୍ୟବାଦ ଜଣାଇ କହିଥିଲେ ରାଷ୍ଟ୍ରପତି ଙ୍କ ର ନିର୍ଦେଶ କୁ ନେଇ ଆମେ ଆଜି ସୁବିଧା ରେ ବିବାହ କରିପାରୁଛେ I

ଏହି ଟ୍ୱିଟ କରିଥିଲେ ରାଷ୍ଟ୍ରପତି ଭବନ
ଏସଲେ ଙ୍କ ର ଟ୍ୱିଟ ର ଉତ୍ତର ଦେଇ ରାଷ୍ଟ୍ରପତି ଭବନ ରୁ ମଧ୍ୟ ରୀ ଟ୍ୱିଟ ଯାଇଥିଲା I ଏବଂ ରାଷ୍ଟ୍ରପତି ଙ୍କ ର ପ୍ରୋଗ୍ରାମ ବାତିଲ ହେଇଥିଲା I ଏହା କୁ ନେଇ ସେଠାରେ ଆୟୋଜିତ ହେଇଥିବା ବିବାହ ଟି ସୁରୁଖୁର ରେ ହେଇପାରିଥିଲା I ଏହିପରି ଭାବ ରେ ସେହି ପତିପତ୍ନୀ ରାଷ୍ଟ୍ରପତି ଙ୍କୁ ଧନ୍ୟବାଦ ଜଣାଇଥିଲେ I