ଏହି ମନ୍ଦିରକୁ ପଶିବା ମାତ୍ରେ ପୁରୁଷ ମାନେ ହୋଇଯାନ୍ତି ମହିଳା, ଜାଣନ୍ତୁ ଏହି ଚମତ୍କାରୀ ମନ୍ଦିର ସମ୍ପର୍କରେ

ମନୋକାମନା ପୁରା କରିବା କୁ ମହିଳା ଓ ପୁରୁଷ ମାନେ ମନ୍ଦିର ଯାଇଥାନ୍ତି I କଣ ଆପଣ ଏପରି ମନ୍ଦିର ଦେଖିଛନ୍ତି ଯେଉଁଠାରେ ପୁରୁଷ ଯିବା ମାତ୍ର ମହିଳା ହେଇଯାଇଥାନ୍ତି I ଏହି ମନ୍ଦିର କେରଳ ରେ ରହିଛି , କେରଳ ର କୋଲମ ପୁତ୍ର ରେ ଏହି ମନ୍ଦିର ରହିଛି I କୋଟନକୁଲନଗରା ଶ୍ରୀ ଦେବୀ ମନ୍ଦିର ନାମ ରେ ଏହା ପରିଚିତ ଅଟେ I

1.ଏହା ବହୁତ ପ୍ରାଚୀନ ମନ୍ଦିର ଅଟେ I ଏହି ପରମ୍ପରା ବେଶ ଆଶ୍ଚଯ୍ୟ କର ଅଟେ I ଏହି ମନ୍ଦିର ରେ ପୁରୁଷ ମାନେ ସ୍ତ୍ରୀ ରୂପ ଧାରଣ କରିକି ହିଁ ପ୍ରବେଶ କରିଥାନ୍ତି I ଏହି ମନ୍ଦିର ରେ ପୂଜା ର ଅଧିକାର ମହିଳା ଙ୍କୁ ହିଁ ମିଳିଛି I ତେଣୁ ମାନ୍ୟତା ଅନୁସାରେ ଏହି ମନ୍ଦିର କୁ ପୁରୁଷ ପ୍ରବେଶ କରିପାରିବେ ନାହିଁ I

2.ଏହି ମନ୍ଦିର କୁ ଯଦି ପୁରୁଷ ଯିବେ ତେବେ ଶାଢ଼ୀ ପିନ୍ଧିବା କୁ ହେଇଥାଏ I ଏବଂ ନାରୀ ଙ୍କ ପରି ସାଜସଜା କରିବା କୁ ହେଇଥାଏ I

3.ପୁରୁଷ ଙ୍କୁ ନାରୀ ରୂପେ ସାଜସଜା କରିବା କୁ ମନ୍ଦିର ପରିସର ରେ ଏକ ରୁମ ରହିଛି I ଏପରି କି ନାରୀ ଙ୍କ ପରି ବେଶଭୂଷା ଅଳଙ୍କାର ଆଦି ମଧ୍ୟ ପିନ୍ଧିବା କୁ ହେଇଥାଏ I

4.ମାନ୍ୟତା ଅନୁସାରେ ଏହି ମନ୍ଦିର ରେ ଯେଉଁ ପୁରୁଷ ନିଷ୍ଠା ର ସହ କିଛି ମାଗିଥାନ୍ତି ତାଙ୍କ ମନୋକାମନା ପୁରା ହେଇଥାଏ I

5.ଏହି ମନ୍ଦିର ରେ ଚାଂୟବିଲକୁ ଉତ୍ସବ ପାଳିତ ହେଇଥାଏ I ଏହି ସମାରୋହ ରେ ସାମିଲ ହେବାକୁ ଦେଶ ର ଅନେକ କୋଣ ଅନୁକୋଣ ରୁ ପୁରୁଷ ଓ ମହିଳାମାନେ ଆସିଥାନ୍ତି I

6.ଏହି ମନ୍ଦିର ବହୁତ ପ୍ରାଚୀନ ଅଟେ I ଏବଂ ନିଜ ର ପ୍ରାକୃତିକ ରୂପ ରେ ହିଁ ରହିଛି I ଏହି ମନ୍ଦିର ଉପରେ ବର୍ତମାନ ସମୟ ର କୌଣସି ବି କାରୁକାର୍ଯ୍ୟ ହେଇନାହିଁ I

7.ଏହି ମନ୍ଦିର ରେ ପ୍ରବେଶ କରିବା କୁ ହେଲେ ପୁରୁଷ ଙ୍କୁ ନାରୀ ବେଶ ଧାରଣ କରିବା ର ଏକ ମାନ୍ୟତା ମଧ୍ୟ ରହିଛି I ମାନ୍ୟତା ଅନୁସାରେ କିଛି ପଥଚାରୀ ମହିଳା ପୋଷାକ ପିନ୍ଧି ପଥର ଉପରେ ଫୁଲ ଅର୍ପଣ କରିଥିଲେ ଏହା ପରେ ପଥର ରୁ ଦିବ୍ୟ ଶକ୍ତି ବାହାରିଥିଲା I

8.ଏବଂ ଏହା ପରେ ଏହି ମନ୍ଦିର ନିର୍ମାଣ ହେଇଚି I ଏହି ମନ୍ଦିର ଟି ଏତେ ଭବ୍ୟ ମନ୍ଦିର ନୁହେଁ I କିନ୍ତୁ ଏହା ର ପୌରାଣିକ ମାନ୍ୟତା ଅନେକ ରହିଛି I

9.ଏହି ମନ୍ଦିର କୁ ନେଇ ଆଉ ଏକ ମାନ୍ୟତା ରହିଛି କି ସେଠାରେ ଥିବା ଏକ ପଥର ରେ ନଡ଼ିଆ ଭାଙ୍ଗିବା ସମୟ ରେ ସେଥିରୁ ରକ୍ତ ବାହାରିଥିଲା ଯାହା ପରେ ଲୋକେ ସେଠାରେ ପୂଜା ଅର୍ଚନା ଆରମ୍ଭ କରିଥିଲେ I

10.ଏପରି ମାନ୍ୟତା ରହିଛି କି ଦେବୀ ମା ଏଠାରେ ପଥର ରୂପେ ବିଦ୍ୟମାନ ରହିଛନ୍ତି I

Share Your Comments Below