ଏହି ମୁସଲିମ ମହିଳା ଜଣଙ୍କ ନିଜ ପୁଅ ସହ କରିଦେଲେ ବିବାହ, ଏହି ଫୋଟୋ ଦେଖିକି ରାଗିଗଲେ ସମସ୍ତେ… କିନ୍ତୁ ସତ କଥା ଜାଣିବା ପରେ ସମସ୍ତେ …

ଇଣ୍ଟେର୍ନେଟ ରେ ଜଣେ ମୁସଲିମ ମହିଳା ଙ୍କ ର ଫୋଟୋ ବେଶ ଭାଇରଲ ହେଇଚି I ଏହି ଫୋଟୋ ରେ ଜଣେ ମହିଳା ଏକ ନାବାଳକ ଯୁବକ ଙ୍କ ସହ ବିବାହ କରିଛନ୍ତି I ଅର୍ଥାତ ଏହି ମହିଳା ନିଜ ପୁଅ ସହ ବିବାହ କରିଥିଲେ I ଏହି ଫୋଟୋ କୁ ଦେଖି ଲୋକେ ଖୁବ ରାଗି ଯାଇଥିଲେ I କିନ୍ତୁ ଏହି ଫୋଟୋ ସହ ଜଡିତ ସତ୍ୟତା ଜାଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଆପଣ ମଧ୍ୟ ଏହା ଚିନ୍ତା କରୁଥିବେ କଣ କୌଣସି ମା କେବେ ତା ପୁଅ ସହ ବିବାହ କରିପାରିବେ I

ପୂଜା ଶର୍ମା ନାମ ଜଣେ ଟ୍ୱିଟର ୟୁଜର ନିଜ ର ଫୋଟୋ କୁ ପୋଷ୍ଟ କରିଥିଲେ I ଏହି ପୋଷ୍ଟ ରେ ଲେଖା ରହିଥିଲା ସାଉଦି ର ଏହି ମୁସଲିମ ମହିଳା ପତି ଙ୍କ ର ବିୟୋଗ ରେ ନିଜ ପୁଅ ସହ ବିବାହ କରିଥିଲେ I ତେବେ ଲୋକ ଙ୍କ ର କହିବା ଅନୁସାରେ ଘଟଣା ଟି ସାଉଦି ରେ ବେଶ ଚର୍ଚା ରେ ରହିଛି I

ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ପୋଷ୍ଟ ର ସତ୍ୟତା I କେଉଁ କାରଣ ରୁ ମା ପୁଅ ର ଏହି ପବିତ୍ର ସମ୍ପର୍କ କଳଙ୍କିତ ହେଇଚି I ଏହି ଫୋଟୋ ରେ ମା ନିଜ ପୁଅ ସହ ବିବାହ କରିନାହିଁ ପୁଅ କୁରନ ସରିଫଂ ର ପାଠ ପୁରା କରିଛି I ଫେସବୁକ ରେ ଏହି ଫୋଟୋ ବେଶ ଭାଇରଲ ହେଇଚି I ଗୁଗଲ ରିବର୍ତ୍ସ ଫୋଟୋ ସର୍ଚ୍ଚ ରେ ଆମେ ପାଇଲୁ କି ଫେସବୁକ ରେ 31 ଜାନୁୟାରୀ 2020 ରେ ଏହି ଫୋଟୋ ଟି ସେୟାର ହେଇଚି I ଏବଂ ଏହି ଫୋଟୋ ର କ୍ୟାପ୍ସନ ରେ ଲେଖା ରହିଛି ଆଜି ମୋ ପୁଅ କୁରାନ ର ପାଠ ପୁରା କରିଛି I ଏହା କୁ ନେଇ ତାଙ୍କ ମା ବେଶ ଖୁସି ଅଛନ୍ତି I