ବୁଢ଼ୀ ଦେଖାଯିବାକୁ ଲଗେଲେଣି ଏହି ୫ଜଣ ବରିଷ୍ଟ କ୍ରୀକେଟର ଙ୍କର ପତ୍ନୀ, ନମ୍ବର ୧ଙ୍କୁ ଚିହ୍ନି ପାରିବେନି ଆପଣ !

ଭାରତୀୟ କ୍ରିକେଟ ପୁରା ଦୁନିଆ ରେ ସବୁଠାରୁ ବେଷ୍ଟ ଟିମ ରୂପେ ପରିଚିତ ଅଟେ I ଭାରତୀୟ ଖେଳାଳି ଙ୍କ ର ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ ଭାରତୀୟ କ୍ରିକେଟ ଟିମ ବେଶ ସୁପରିଚିତ ଅଟେ I ତେବେ ଆଜି ଆମେ ଏପରି କିଛି ଭାରତୀୟ ଖେଳାଳି ଙ୍କ ର ବିଷୟ ରେ କହିବା କୁ ଯାଉଛେ ଯାହା ଙ୍କ ର ପତ୍ନୀ ମାନେ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି କିନ୍ତୁ ବୟସ ବୃଦ୍ଧି ସହ ସାମାନ୍ୟ ବୁଢ଼ୀ ପରି ଲାଗୁଛନ୍ତି I

1.ମୋହମ୍ମଦ ସମୀ – ମୋହମ୍ମଦ ସମୀ ଭାରତୀୟ କ୍ରିକେଟ ଟିମ ର ଜଣେ ଆକ୍ରମକ ବୋଲର ଅଟନ୍ତି I ମୋହମ୍ମଦ ସମୀ ଙ୍କ ର ପତ୍ନୀ ହସିନ ପୂର୍ବ ରୁ ଜଣେ ମଡେଲ ଥିଲେ I କିନ୍ତୁ ବର୍ତମାନ ସେ ସାମାନ୍ୟ ଅନଫିଟ ହେଇଯାଇଛନ୍ତି I ସେ ପୂର୍ବ ଅପେକ୍ଷ୍ୟା ଦେଖିବା କୁ ସମ୍ପୂର୍ଣ ଅଲଗା ଲାଗୁଛନ୍ତି I

2.ସଚିନ ତେନ୍ଦୁଲକର – ଭାରତୀୟ କ୍ରିକେଟ ଟିମ ର ପୂର୍ବ ବ୍ୟାଟ୍ସମ୍ୟାନ ଓ କ୍ରିକେଟ ର ଭଗବାନ ରୂପେ ପରିଚିତ ସଚିନ ତେନ୍ଦୁଲକର ଙ୍କ ର ପତ୍ନୀ ଅଞ୍ଜଳି ତେନ୍ଦୁଲକର ଙ୍କ ର ବୟସ ମଧ୍ୟ ଦେଖିବା କୁ ଖୁବ ଅଧିକ ଲାଗୁଚି I ସେ ପୂର୍ବ ଅପେକ୍ଷ୍ୟା ଅନେକ ପରିବର୍ତନ ହେଇଯାଇଛନ୍ତି I

3.ସୌରଭ ଗାଙ୍ଗୁଲି – ସୌରଭ ଗାଙ୍ଗୁଲି ଯିଏ କି ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ମଧ୍ୟ ଥିଲେ I ସୌରଭ ଗାଙ୍ଗୁଲି ଙ୍କ ର ପତ୍ନୀ ଡୋନା ରାୟ ପୂର୍ବ ଅପେକ୍ଷ୍ୟା ଅଧିକ ସୁନ୍ଦର ଲାଗୁଛନ୍ତି I କିନ୍ତୁ ଆଜିକା ସମୟ ରେ ତାଙ୍କ ସୁନ୍ଦରତା ରେ ଅନେକ ପରିବର୍ତନ ଆସିଛି I

4.ବୀରେନ୍ଦ୍ର ସେହେବାଗ – ବୀରେନ୍ଦ୍ର ସେହେବାଗ ଯିଏ ଭାରତୀୟ ଟିମ ର ପୂର୍ବ କ୍ୟାପଟେନ ଅଟନ୍ତି I ବୀରେନ୍ଦ୍ର ସେହେବାଗ ଙ୍କ ର ପତ୍ନୀ ଆରତୀ ଅହଁଲାବତ ମଧ୍ୟ ପୂର୍ବ ଅପେକ୍ଷ୍ୟା ସମ୍ପୂର୍ଣ ପରିବର୍ତନ ହେଇଯାଇଛନ୍ତି I ଆପଣ ଏହି ଫୋଟୋ ରୁ ଅନୁମାନ କରିପାରୁଥିବେ I

5.ୟୁବରାଜ ସିଂ – ୟୁବରାଜ ସିଂ ଯିଏ କି ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ଅଟନ୍ତି I ଯୁବରାଜ ସିଂ ଙ୍କ ର ପତ୍ନୀ ହେଜଳ କିଛ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି କିନ୍ତୁ ଆଜିକା ସମୟ ରେ ତାଙ୍କ ସୁନ୍ଦରତା ରେ ଅନେକ ପରିବର୍ତନ ଆସିଯାଇଛି I