ଏହି ଗରିବ ଘରର ସ୍ୱାମୀ-ସ୍ତ୍ରୀ ଙ୍କର ଯୋଡି କରିଲେ ଏପରି ଡ୍ୟାନ୍ସ ଯାହାକୁ ଦେଖିବା ପରେ ଆପଣ ତାଳି ନ ମାରି ରହିପାରିବେ ନାହିଁ, ଥରେ ନିଶ୍ଚୟ ଦେଖନ୍ତୁ ସବୁଆଡେ ଚର୍ଚ୍ଚାରେ ଥିବା ଏହି ଭିଡ଼ିଓ

ଏହା ସତ୍ୟ କି ପ୍ରତୋକ ବ୍ୟକ୍ତି ଙ୍କ ର କିଛି ନା କିଛି ଦକ୍ଷତା ରହିଥାଏ I ପ୍ରତୋକ ବ୍ୟକ୍ତି ନିଜ ମନ ଭିତର ର ଟ୍ୟାଲେନଟ କୁ ଜାଣିବା ଜରୁରୀ ଅଟେ I ଜଣେ ଧନୀ ବ୍ୟକ୍ତି ହେଉ କି ଗରିବ ଲୋକ ନିଜ ର ଦକ୍ଷତା ଜାଣିବା ଏହି ଲୋକ ଙ୍କ ଉପରେ ନିର୍ଭର କରିଥାଏ I ଆଜି ଆମେ ଆପଣ ଙ୍କୁ ଏପରି ପତି ପତ୍ନୀ ଙ୍କ ବିଷୟ ରେ କହିବା କୁ ଯାଉଛେ ଯାହା ଙ୍କ ର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଅଧିକ ଭାଇରଲ ହେବାରେ ଲାଗିଛି I ଏହି ପତି ପତ୍ନୀ ଙ୍କ ର ଯୋଡି ଡ୍ୟାନ୍ସ ସୋସିଆଲ ମିଡ଼ିଆ ରେ ବେଶ ଅଧିକ ଦେଖିବା କୁ ମିଳିଛି I

ଆଜି ଆମେ ଆପଣ ଙ୍କୁ ଯେଉଁ ପତି ପତ୍ନୀ ଙ୍କ ର ଭାଇରଲ ଭିଡିଓ ବିଷୟ ରେ କହିବା କୁ ଯାଉଛେ ଏହା କୁ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ର ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଥିଲେ I ତେବେ ଏହି ପତି ପତ୍ନୀ ଫିଲ୍ମ ମୁଡ଼ଡତ ର ଫେମସ ଗୀତ ପ୍ୟାର ହମାରା ଅମର ରହେଗା , ୟାଦ କରେଗା ଯାହା , ଏହି ଗୀତ ରେ ଡ୍ୟାନ୍ସ କରି ବର୍ତମାନ ଏହି ଦମ୍ପତି ବେଶ ଚର୍ଚା ରେ ରହିଛନ୍ତି I ଏହି ଭିଡିଓ ର କ୍ୟାପ୍ସନ ରେ ଏହା ଲେଖା ରହିଛି କି ଯହି ତୋ ପ୍ୟାର ହେ , ଆମେ ସର୍ବଦା ଏପରି ଖୁସି କୁ ଅଣଦେଖା କରିଥାଉ ବଡ଼ ଖୁସି ପାଇବା ଆଶା ରେ I


ସୋସିଆଲ ମିଡ଼ିଆ ରେ ପତି ପତ୍ନୀ ଙ୍କ ର ଡ୍ୟାନ୍ସ ର ଏହି ଭିଡିଓ ଲୋକେ ବେଶ ଅଧିକ ପସନ୍ଦ କରିଛନ୍ତି I ଏହି ଭିଡିଓ ସେୟାର ହେବାର କିଛି ଘଣ୍ଟା ରେ ଏହା ବେଶ ଅଧିକ ଭାଇରଲ ହେଇଥିଲା ଓ କିଛି ସମୟ ରେ ହିଁ 9000 ରୁ ଅଧିକ ଲୋକେ ଦେଖିଥିଲେ I ଅନେକ ରୀଟ୍ୱିଟ ମଧ୍ୟ କରାଯାଇଥିଲା I


ଏହି ପତି ପତ୍ନୀ ଙ୍କ ର ଏହି ଡ୍ୟାନ୍ସ ରେ ଜଣେ କମେନ୍ଟ କରିଥିଲେ ଓ ଲେଖିଥିଲେ କି ମହୋଦୟ ଖୁସି ରେ ରହିବା କୁ ଅଧିକ ଟଙ୍କା ର ଆବଶ୍ୟକ ନାହିଁ I ଏହି ଯୋଡି ଙ୍କ ର ଭିଡିଓ ରେ ଜଣେ ୟୁଜର ଏକ କମେନ୍ଟ ଦେଇଥିଲେ ଓ ଲେଖିଥିଲେ ଦେଶ ରେ ଲକ ଡାଉନ ଚାଲିଛି ଏବଂ ଏଠାରେ ପ୍ରେମ ମଧ୍ୟ ଦେଖିବା କୁ ମିଳିଛି I


ସୋସିଆଲ ମିଡ଼ିଆ ରେ ପତି ପତ୍ନୀ ଙ୍କ ର ଚେହେରା ରେ ହସ ଦେଖିବା କୁ ମିଳିଛି I ପରିସ୍ଥିତି ଯେପରି ବି ହେଉ ନା କାହିଁକି ଯଦି ଆପଣ ଙ୍କ ର ଜୀବନସାଥୀ ଆପଣ ଙ୍କୁ ସାଥ ଦେବେ ତେବେ ସବୁ ଖୁସି ଆପଣ ହାସିଲ କରିପାରିବେ I