ଏହି ଫୋଟୋଟିକୁ Zoom କରିକି ଦେଖିବେ ତ ଆପଣଙ୍କର ମଧ୍ୟ ଉଡିଯିବ ହୋସ…

ଆପଣ ତ ଏପରି ସୋସିଆଲ ମିଡ଼ିଆ ରେ ଅନେକ ଆଶ୍ଚଯ୍ୟକର ଘଟଣା ଦେଖୁଥିବେ | କିଛି ଘଟଣା ଦେଖି ଖୁସି ହେଉଥିବେ ତ କିଛି ଆଶ୍ଚଯ୍ୟ ମଧ୍ୟ ହେଉଥିବେ | ଆଜି ଆମେ ଆପଣ ଙ୍କୁ ଏହିପରି ଏକ ଫୋଟୋ ଦେଖାଇବାକୁ ଯାଉଛୁ ଯେଉଁଥିରେ ଆପଣ ଜଣେ ମହିଳା ଙ୍କୁ ଦେଖିବାକୁ ପାଇବେ |

ଏହି ଫୋଟୋକୁ ନେଇ ଲୋକଙ୍କର ବିବାଦ ଆରମ୍ଭ ହେଇଥିଲା | ଘଟଣା ଟି ନ୍ୟୁୟର୍କର ମେଟ୍ରୋପଲିଟନ ଅଂଚଳର ଅଟେ | ଏହା ଏଠାରେ ମ୍ୟୁଜିୟମ ରେ ଲାଗିଥିବା 79 ବର୍ଷ ର ଏକ ପୁରୁଣା ପେଣ୍ଟିଙ୍ଗ ଅଟେ | ଏହି ପେଣ୍ଟିଙ୍ଗ ଉପରେ କେଶ ଲାଗୁ ହେଇଥିଲା | ଏହା ପେଣ୍ଟର Balthus ଙ୍କ ଦ୍ୱାରା 1938 ରେ କରାଯାଇଥିଲା | ଯେଉଁଥିରେ ଆପଣ ଦେଖୁଥିବେ ଜଣେ ଆପତ୍ତିଜନକ ସ୍ତିତି ରେ ଚେୟାର ରେ ବସିଛନ୍ତି |

କେଶ କରିଥିବା ମହିଳା

କେଶ କରିଥିବା ମହିଳା ଙ୍କ କହିବା ଅନୁସାରେ ଏହି ପେଣ୍ଟିଙ୍ଗଟି ଏକ ଟିନ ଏଜ ର ଯୁବତୀ ଙ୍କୁ ଆପତ୍ତିଜନକ ସ୍ତିତି ରେ ଦର୍ଶାଯାଇଛି | ଏହା ପରେ ଅନ୍ୟ ଲୋକେ ମଧ୍ୟ ଏହି ପେଣ୍ଟିଙ୍ଗ କୁ ବିରୋଧ କରିବା ଆରମ୍ଭ କରିଥିଲେ ଏବଂ ଏଥିପାଇ ଏକଜୁଟ ହେଇଥିଲେ |

ପେଣ୍ଟର
ଏହି ପେଣ୍ଟର ଙ୍କ ର ଯୁବତୀ ଙ୍କ ପ୍ରତି ଏପରି ମୋହ ଥିଲା କି ସେ ଏପରି ଏକ ପେଣ୍ଟିଙ୍ଗ କରିଥିଲେ | ଏବଂ ମ୍ୟୁଜିୟମ କତୃପକ୍ଷ ମଧ୍ୟ ଏହା କୁ ସେଠାରେ ସ୍ଥାନ ଦେଇଥିଲେ | ତେବେ ଏହି ପେଣ୍ଟିଙ୍ଗ ର ଏପରି ଆପତ୍ତିଜନକ ସ୍ତିତି କୁ ନେଇ ଲୋକେ ଏହା କୁ ବିରୋଧ କରିବା ଆରମ୍ଭ କରିଥିଲେ | କେଶ ବର୍ତମାନ କୋର୍ଟ ରେ ବିଚାରଧୀନ ରହିଛି |