ଏପରି ତ IAS ଇଣ୍ଟରଭିୟୁ ସମୟ ରେ ଅନେକ କଷ୍ଟକର ପ୍ରଶ୍ନ ପଚରାଯାଇଥାଏ I କିନ୍ତୁ ଆଜି ଆମେ ଏହିପରି କିଛି ପ୍ରଶ୍ନ ଓ ଉତ୍ତର ବିଷୟ ରେ ଆଲୋଚନା କରିବା କୁ ଯାଉଛୁ ଯାହା କି ଆପଣ ଙ୍କ ପାଁଇ କୌଣସି ବି IAS ପରୀକ୍ଷ ରେ ଆବଶ୍ୟକ ହେଇପାରେ I ଏହିପରି ପ୍ରଶ୍ନ କରାଯିବ ର ମୁକ୍ଷ୍ୟ କାରଣ ହେଉଛି ପ୍ରତିଯୋଗୀ ଙ୍କ ର ମାନସିକତା I ଏହିପରି ପ୍ରଶ୍ନ ଶୁଣିବା କୁ ଆପଣ ଙ୍କୁ ଅଜୀବ ଲାଗିପାରେ I କିନ୍ତୁ ଏହା ର ଉତ୍ତର ବହୁତ ସହଜ ଅଟେ I
ଏହି ପ୍ରଶ୍ନ ର ଉତ୍ତର ଅନୁସାରେ ହିଁ ଜଣାପଡିଥାଏ କି ସେହି ବ୍ୟକ୍ତି ର ଚିନ୍ତାଧାରା କିପରି ଅଟେ I ଆଜି ଆମେ ଏହିପରି କିଛି ପ୍ରଶ୍ନ ଓ ଏହା ର ସମାଧାନ ବିଷୟ ରେ ଆଲୋଚନା କରିବା I ତେବେ IAS ପରୀକ୍ଷ ଆଦି ରେ ଏପରି ପ୍ରଶ୍ନ ପଚାରିବା ର ମୁକ୍ଷ୍ୟ ଉଦେଶ୍ୟ ହେଉଛି ସେହି ପ୍ରତିଯୋଗୀ ଙ୍କ ର ଯୋଗ୍ୟତା କୁ ନିର୍ଧାରଣ କରିବା I
1.ପ୍ରଶ୍ନ – ପ୍ରଥମ ପ୍ରଶ୍ନ ଏହା କି ଯେତେବେଳେ ଚକା ର ଆବିଷ୍କାର ହେଲା ତ କଣ ହେଲା ?
ଉତ୍ତର – ଚକା ର ଆବିଷ୍କାର ହେଇଚି ତ କୌଣସି ଯୁଧ୍ୟ ତ ହେଇ ନ ଥିବ, ଏହା ଏକ ଯୁଗାନ୍ତକାରୀ ପରିବର୍ତନ ହେଇଥିବ I
2.ପ୍ରଶ୍ନ – ଦ୍ୱିତୀୟ ପ୍ରଶ୍ନ ଟି ଶୁଣି କୌଣସି ବି ଭଲ ଲୋକ ରାଗିଯିବ I କିନ୍ତୁ ଏହି ପ୍ରତିଯୋଗୀ ଦ୍ୱିତୀୟ ପ୍ରଶ୍ନ ର ଯେଉଁପରି ଉତ୍ତର ଦେଇଥିଲେ ତାହା ବାସ୍ତବ ରେ ଯୋଗିତା ର ଅନୁମାନ ଜଣାଯାଇଥାଏ I ଯଦି ମୁ ଆପଣ ଙ୍କ ର ମା ଙ୍କୁ ବେସ୍ୟା କହିବି ତେବେ ଆପଣ କଣ ହେବ ?
ଉତ୍ତର – ସେହି ବ୍ୟକ୍ତି ଉତ୍ତର ରେ କହିଥିଲେ କେବଳ ମୋ ପିତା ହିଁ ଏକମାତ୍ର ଗ୍ରାହକ ହେଇଥିବେ ଓ ସେ ମୋ ମା ଙ୍କୁ ଅଧିକ ସ୍ନେହ ଦେଇଥିବେ I
3.ପ୍ରଶ୍ନ – ଆପଣ ଙ୍କ ପାଖ ରେ ଦୁଇଟି ଗାଈ ରହିଛି , ଓ ଚାରି ଗୋଟି ଛେଳି ରହିଛି ତେବେ ଆପଣ ଙ୍କ ପାଖ ରେ ମୋଟ କେତେ ଗୋଟି ଗୋଡ଼ ରହିଛି ?
ଉତ୍ତର – ମନୁଷ୍ୟ ର ଗୋଡ଼ ତ ଦୁଇଟି ହିଁ ରହିଥାଏ I
4.ପ୍ରଶ୍ନ – ପ୍ରଭୁ ଶ୍ରୀ ରାମ ନିଜ ର ପ୍ରଥମ ଦୀପାବଳି କେଉଁଠାରେ ପାଳନ କରିଥିଲେ I
ଉତ୍ତର – କିଛି ଲୋକେ ଏହା ର ଉତ୍ତର ଅଯୋଧ୍ୟ୍ୟ ଦେଇଥାନ୍ତି I ତେବେ ଦୀପାବଳି ର ପର୍ବ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଦ୍ୱାରା ନରକାସୁର ର ବଦ୍ଧ କରିବା କାରଣ ରୁ ପାଳନ ହେଇଥିଲେ ପ୍ରଭୁ ଶ୍ରୀ ରାମ , କୃଷ୍ଣ ଙ୍କ ପୂର୍ବ ରୁ ଜନ୍ମ ହେଇଥିଲେ I ତେଣୁ ପ୍ରଭୁ ଶ୍ରୀ ରାମ ଦୀପାବଳି ପାଳନ କରି ନ ଥିଲେ I