ପ୍ରତୋକ ବ୍ୟକ୍ତି ଜୀବନ ରେ ଶରୀରର ସୁନ୍ଦରତା ପଛ ରେ ଦଉଡିଥାନ୍ତି I କିନ୍ତୁ ବାସ୍ତବ ରେ ମନ ର ସୁନ୍ଦରତା ମହତ୍ୱ ରକ୍ଷୀ ନ ଥାଏ I ଶରୀର ର ସୁନ୍ଦରତା କ୍ଷଣ ସ୍ଥାଇ ହେଇଥାଏ I କିନ୍ତୁ ମନ ର ସୁନ୍ଦରତା ସାରା ଜୀବନ ପାଁଇ ରହିଥାଏ I ଯେଉଁ ବ୍ୟକ୍ତି ଙ୍କର ସୁନ୍ଦର ବ୍ୟବହାର ରହିଥାଏ ସେ ସାରା ଜୀବନ ପାଁଇ ସଂନମାନିତ ହେଇଥାନ୍ତି I
ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ରାଶି ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ମନ ରୁ ମଧ୍ୟ ବେଶ ଅଧିକ ସୁନ୍ଦର ହେଇଥାନ୍ତି I ଏହି ଲୋକେ ଅନ୍ୟ ର ସହାୟତା କରିବାକୁ ସର୍ବଦା ତତ୍ପର ହେଇ ରହିଥାନ୍ତି I ରଙ୍ଗ , ରୂପ ଧର୍ମ , ଧନୀ ଗରିବ ଆଦି ରେ ତାଙ୍କ ର ବ୍ୟବହାର ରେ କୌଣସି ପରିବର୍ତନ ଆସି ନ ଥାଏ I
ଏପରି ଗୁଣବତ୍ତା ପ୍ରତୋକ ଲୋକ ଙ୍କ ର ରହି ନ ଥାଏ I ତେଣୁ ଆପଣ ମଧ୍ୟ ବାହ୍ୟ ସୁନ୍ଦରତା କୁ ନ ଦେଖି ମନ ର ସୁନ୍ଦରତା କୁ ଦେଖିବାକୁ ଚେଷ୍ଟା କରନ୍ତୁ I ଏବଂ ଏପରି ଯୋଗ୍ୟ ପ୍ରାର୍ଥୀ ଙ୍କୁ ହିଁ ଆପଣ ନିଜ ଜୀବନସାଥୀ ପରି ବାଛନ୍ତୁ I
ଏ ହେଉଛି ସୁନ୍ଦର ମନ ଥିବା ରାଶି
ଆଜି ଆମେ ଯେଉଁ ରାଶି ବିଷୟ ରେ କହିବାକୁ ଯାଉଛୁ ସେମାନେ ହେଉଛନ୍ତି ମେଷ , ବୃଷ , କନ୍ୟା , ଧନୁ ଓ କୁମ୍ଭ ରାଶି ର ମହିଳା I ଏହି ରାଶି ର ଲୋକେ କାହାରି ସହ କୌଣସି ଖରାପ ବ୍ୟବହାର ଦେଖାଇ ନ ଥାନ୍ତି I ତେବେ ଏହି ରାଶି ର ସୁନ୍ଦର ବ୍ୟବହାର କାରଣ ରୁ ସେମାନେ ପରିଚିତ ଅଧିକ ମାତ୍ରା ରେ ହେଇଥାନ୍ତି I
ଏହି ନିୟମ କେବଳ 70 ପ୍ରତିସଦ ଲୋକ ଙ୍କ ଉପରେ ଲାଗୁ ହେଇଥାଏ I ଯେଉଁମାନେ କି ମନ ର ସୁନ୍ଦରତା କୁ ନେଇ ଲୋକପ୍ରିୟ ହେଇଥାନ୍ତି I