ଦୁନିଆ ରେ ଏପରି କେହି ନାହିଁ ଯିଏ କି ଦୁଃଖ ର ସମୁଖୀନ କରିନାହାନ୍ତି I ପ୍ରତୋକ ବ୍ୟକ୍ତି ଙ୍କ ଜୀବନ ରେ କେବେ ନା କେବେ ଦୁଃଖ ର ଆଗମନ ହେଇଥାଏ I କିନ୍ତୁ କିଛି ଲୋକ ଙ୍କ ର ସାରା ଜୀବନ ଦୁଃଖ ରେ ହିଁ କଟିଥାଏ I ତେବେ ଆଜି ଆମେ ଏପରି କିଛି ବ୍ୟକ୍ତି ଙ୍କ ବିଷୟ ରେ ଆଲୋଚନା କରିବା ଯାହା ଙ୍କ ର ଦୁଃଖ ଦୂର ହେବାକୁ ଯାଉଛି I
ଆଜି ଆମେ ଏଠାରେ କିଛି ବିଶେଷ ରାଶି ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କ ଉପରେ ମହାବୀର ଙ୍କର କୃପା ପ୍ରାପ୍ତି ହେବାକୁ ଯାଉଛି I ଏହି ରାଶି ର ଲୋକ ଙ୍କ ର ଦୁଃଖ ଶେଷ ହେବାକୁ ଯାଉଛି କାରଣ ମହାବୀର ଙ୍କ ର କୃପା ଏହି ରାଶି ଉପରେ ପଡ଼ିବାକୁ ଯାଉଛି I
ତେବେ ଚାଲନ୍ତୁ ଜାଣିବା ସେହି ରାଶି ବିଷୟ ରେ
ମେଷ ରାଶି
ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଦୀର୍ଘ ଦିନ ପରେ ମହାବୀର ଙ୍କ ର କୃପା ପ୍ରାପ୍ତି ହେବାକୁ ଯାଉଛି I ବର୍ତମାନ ସଠିକ ସମୟ ଆସିଯାଇଛି ଏବଂ ମହାବୀର ଙ୍କ ର କୃପା ରେ ଆପଣ ଙ୍କ ର ଜୀବନ ର ସବୁ ସମସ୍ୟା ର ସମାଧାନ ହେବ I
କନ୍ୟା ରାଶି
ଏହି ରାଶି ର ବ୍ୟକ୍ତି ଙ୍କ ର ଦୁଃଖ ଦୂର ହେବାକୁ ଯାଉଛି I ହନୁମାନ ଙ୍କ ର କୃପା ଏହି ରାଶି ଉପରେ ପଡ଼ିବାକୁ ଯାଉଛି I ଆପଣ ଙ୍କ ର ଶତ୍ରୁ ମାନେ ପରାଜୟ ସ୍ୱୀକାର କରିବେ I ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଙ୍କ ର ବିଶେଷ ପୂଜା କରନ୍ତୁ ଦେଖିବାକୁ ଆପଣ ଙ୍କ ଜୀବନ ର ସବୁ ସମସ୍ୟା ଦୂର ହେବ I
ମକର ରାଶି
ଏହି ରାଶି ର ଲୋକ ଙ୍କ ର ଦୀର୍ଘ ଦିନ ରୁ ଲାଗି ରହିଥିବା ସମସ୍ୟା ର ସମାଧାନ ହେବ I ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ I ମଙ୍ଗଳବାର ଦିନ ନଡ଼ିଆ ପ୍ରସାଦି ରୂପେ ମହାବୀର ଙ୍କ ପାଖ ରେ ଅର୍ପଣ କରନ୍ତୁ ଦେଖିବେ ଆପଣ ଙ୍କ ର ସବୁ ଦୁଃଖ ଦୂର ହେବ I
କୁମ୍ଭ ରାଶି
ଏହି ରାଶି ର ବ୍ୟକ୍ତି ଙ୍କ ର ଜୀବନ ର ସମସ୍ୟା ର ସମାପ୍ତି ହେବା ଆରମ୍ଭ ହେବ I ଏହି ସମୟ ରେ ଆପଣ ପ୍ରଚୁର ଲାଭବାନ ହେବାକୁ ଯାଉଛନ୍ତି I ଘରେ ସୁନ୍ଦରତକାଣ୍ଡ ପାଠ କରନ୍ତୁ ଦେଖିବେ ମହାବୀର ଙ୍କ ର ବିଶେଷ କୃପା ପ୍ରାପ୍ତି କରିପାରିବେ I