କରୋନା ଭାଇରସ ବର୍ତମାନ ସମୟ ରେ ଏକ ଘାତକ ରୋଗ ରୂପେ ଚିନ୍ହଟ ହେଇଚି I ଏହି କରୋନା ଭାଇରସ ଦ୍ୱାରା ଅନେକ ଲୋକେ ମୃତ୍ୟୁବରଣ କରିଛନ୍ତି I ପ୍ରାୟ 1770 ଲୋକ ଙ୍କ ର ମୃତ୍ୟୁ ମଧ୍ୟ ହେଇଛି I ବିଶ୍ୱ ସ୍ଵାସ୍ତ୍ୟ ସଂଗଠନ ଦ୍ୱାରା ଏହା କୁ ଅପାତକାଳୀନ ଘୋଷଣା କରାଯାଇଛି I ତେବେ ପ୍ରତୋକ ଦେଶ କୁ ସାବଧାନ ରହିବା କୁ କୁହାଯାଇଛି I ଅନେକ ଦେଶ କରୋନା ଭାଇରସ କୁ ନିପାତ କରିବା କୁ ଯୋଜନା ମଧ୍ୟ କରିଛନ୍ତି I
70,548 ଜଣ ଙ୍କ ରୁ ଅଧିକ ଲୋକେ ହେଇଛନ୍ତି ସଂକ୍ରମିତ
ଚୀନ ରେ ବର୍ତମାନ 70,548 ଜଣ ଲୋକେ ଏହି କରୋନା ଭାଇରସ ରେ ସଂକ୍ରମିତ ହେଇଛନ୍ତି I ଏବଂ ଏହି ଭାଇରସ ରେ ବର୍ତମାନ ସୁଦ୍ଧା 1770 ଲୋକ ଙ୍କ ର ମୃତ୍ୟୁ ହେଇଚି I ଚୀନ ଛଡା ଅନ୍ୟ ଦେଶ ରେ ମଧ୍ୟ ଏହି କରୋନା ଭାଇରସ ର ଆତଙ୍କ ଦେଖିବା କୁ ମିଳିଛି I ତେବେ ବିଶ୍ୱ ସ୍ଵାସ୍ତ୍ୟ ସଂଗଠନ ଏହି ଭାଇରସ ରୋକିବା କୁ ଏକ ଟିମ ର ଗଠନ କରିଛି I
ଚୀନ ଛଡା ଦୁନିଆ ରେ ଅନେକ ଦେଶ ରେ ଏହି କରୋନା ଭାଇରସ ଦେଖିବା କୁ ମିଳିଛି I ନେପାଳ , ଭାରତ ଓ ଏସୀୟ ର ଅନ୍ୟ କିଛି ଦେଶ ରେ ଏହି କରୋନା ଭାଇରସ ର ଲକ୍ଷଣ ଦେଖିବା କୁ ମିଳିଛି I ଭାରତ ସରକାର ବର୍ତମାନ କେରଳ ରେ ତିନି ଲୋକ ଙ୍କ ର ରକ୍ତ ନମୁନା ନେଇଥିଲେ ଏବଂ ଏହା ପଯ୍ଏଟିଭ ରହିଥିଲା I ଏହି ତିନି ଜଣ ଲୋକେ ଚୀନ ର ବୁହାନ ର ଅଟନ୍ତି I
ଏସୀୟ ଦେଶ ରେ କରୋନା ଭାଇରସ ର କିଛି ମାମଲା ଦେଖିବା କୁ ମିଳିଛି ତ ଆଫ୍ରିକା ଓ ସାଉଥ ଆମେରିକା କରୋନା ଭାଇରସ ରୁ ସମ୍ପୂର୍ଣ ମୁକ୍ତ ଅଟନ୍ତି I ଅନ୍ତରାଷ୍ଟ୍ରୀୟ ସ୍ଵାସ୍ତ୍ୟ ଜନ ହାପିକ୍ସନ ଙ୍କ ର ସାଇଟ ଅନୁସାରେ କରୋନା ଭାଇରସ ଚୀନ ରୁ ଆରମ୍ଭ ହେଇ ପୁରା ଦୁନିଆ ରେ ବ୍ୟାପିଯାଇଛି I ଚୀନ ଛଡା ଭାରତ , ଆମେରିକା , ୟୁରୋପ , ଦକ୍ଷିଣ ଏସୀୟ ଓ ରୁଷ ରେ କିଛି କିଛି ମାମଲା ଦେଖିବା କୁ ମିଳିଛି I କିନ୍ତୁ ଆଫ୍ରିକା , ସାଉଥ ଆମେରିକା ଓ ବ୍ରାଜିଲ ରେ କରୋନା ଭାଇରସ ର କୌଣସି ମାମଲା ଦେଖିବା କୁ ମିଳିଛି I କାରଣ ଆଫ୍ରିକା ଓ ଦକ୍ଷିଣ ଆମେରିକା ଅଧିକ ଗରମ ଦେଶ ଅଟେ I ଏବଂ ଏଠାରେ 15-20 ଡିଗ୍ରୀ ତାପମାତ୍ରା ରୁ ଅଧିକ ରହିଥାଏ I ତେଣୁ ଏହି ଦେଶ ରେ ଏହି ଭାଇରସ ବ୍ୟାପି ନ ଥାଏ I