ସ୍ପର୍ମ (ବୀଜ) ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, ୮୦ ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି

ବର୍ତ୍ତମାନ କାଳର ଲୋକ ମାନଙ୍କ ଜୀବନଶୈଳୀ ଆଗ କାଳର ଲୋକମାନଙ୍କ ଠାରୁ ଭିନ୍ନ ହୋଇଗଲାଣି | ଖାସ କରି ସହର ରେ ରହୁଥିବା ଲୋକମାନଙ୍କର ଖାଦ୍ୟାଭାସ ରେ ଅନେକ ପରିବର୍ତ୍ତନ ହେବାରେ ଲାଗିଛି | ଆଜିକାଲି ଲୋକ ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି | ଯାହା ଫଳରେ ତାଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳୁଛି | ଆଜିକାଲି ଲୋକ ମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ବିଶ୍ରାମ କରିବାକୁ ତାଙ୍କୁ ସମୟ ମିଳୁନାହିଁ | ଯାହାଫଳରେ ତାଙ୍କ ଯୌନ ଜୀବନ ଉପରେ ପ୍ରଭାବ ପଡୁଛି |

ପରିବର୍ତ୍ତିତ ଜୀବନଶୈଳୀ ଫଳରେ ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ଅଭାବ ଦେଖାଯାଉଛି | ଆଜିକାଲି ଏହି ସମସ୍ୟା ଅଧିକ ମାତ୍ର ରେ ବଢି ଚାଲିଛି | ଯାହାର ପରିଣାମ ଲୋକମାନଙ୍କୁ ଜୀବନସାରା ଭୋଗିବାକୁ ପଡୁଛି |

ପୁରୁଷ ମାନଙ୍କ ପାଇଁ ବଜାରରେ ବିଭିନ୍ନ ପ୍ରକାରର ଔଷଧ ଉପଲବ୍ଧ ଅଛି | କିନ୍ତୁ ଏଗୁଡିକ ଶରୀର ପାଇଁ ହାନିକାରକ | ଆଜି ଆମେ ଖାସ କରି ପୁରୁଷ ମାନଙ୍କ ପାଇଁ ଏମିତି ଜିନିଷ ସମ୍ପର୍କରେ ଜଣେଇବାକୁ ଯାଉଛୁ ଯାହା ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଶୁକ୍ରାଣୁ ବୃଦ୍ଧି ହେବା ସହ ଯୌନ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ |

ତେବେ ଆସନ୍ତୁ ପୁରୁଷମାନଙ୍କ ପାଇଁ ୯ ଟି ଲାଭଦାୟକ ଜିନିଷ ସମ୍ପର୍କରେ ଜାଣିବା…

୧ . ଆଭୋକାଡୋ ଫଳ ରୁ ମିଳୁଥିବା ଭିଟାମିନ ବି୬ ସେ-କ୍ସ ହରମୋନ ବୃଦ୍ଧି କରିଥାଏ | ଯାହା ଦ୍ୱାରା ପୁରୁଷ ଜନନାଙ୍ଗ ରେ ଶୁକ୍ରାଣୁ ର ପରିମାଣ ବଢିଥାଏ |

୨ .ପ୍ରତିଦିନ ଲିଚୁ ଖାଇବାଦ୍ୱାରା ଉଭୟ ମହିଳା ଏବଂ ପୁରୁଷ ମାନଙ୍କର ଫୋର୍ଟିଲାଇଜେସନ କ୍ଷମତା ବୃଦ୍ଧି ହୋଇଥାଏ |ଏହା ଦ୍ୱାରା ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ହେବ ସହିତ ଯୌନ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ |

୩ .ବୋଇତାଳୁ ମଞ୍ଜିରୁ ମିଳୁଥିବା ଲାବନ ଜନନାଙ୍ଗ ରେ ଟେସ୍ଟସ୍ଟେରନ ର ଉତ୍ପନ ବୃଦ୍ଧିକରିଥାଏ | ଯାହାଦ୍ୱାରା ଶୁକ୍ରାଣୁ ର ପରିମାଣ ବଢିଥାଏ |

୪ .ଡାର୍କ ଚକୋଲେଟ ରେ ଆର୍ଜିନିନୀନ ନାମକ ଏକ ଏମୀନୋ ଏସିଡ ଥାଏ | ଯାହା ଶୁକ୍ରାଣୁ ବୃଦ୍ଧିକରିବା ସହିତ ଅଙ୍ଗ ର ଇଣ୍ଟେନସିଟି କୁ ବୃଦ୍ଧି କରିଥାଏ |

୫ .ରସୁଣ ରେ ଉପଲବ୍ଧ ଏଲିସିନ କମ୍ପାଉଣ୍ଡ ପୁରୁଷ ଜନନାଙ୍ଗ ରେ ରକପଟ ସଂଚାଳନକୁ ନିୟନ୍ତ୍ରଣ କରିବା ସହ ଶୁକ୍ରାଣୁ ବୃଦ୍ଧି ମଧ୍ୟ କରିଥାଏ |

୬ .ଅଣ୍ଡା ଦେହ ପାଇଁ ହିତକର | ଏହା ଶୁକ୍ରାଣୁ ସେଲ କୁ ଫ୍ରି ରେଡ଼ିକ୍ଲେଶ ର ପ୍ରଭାବରୁ ରକ୍ଷା କରିଥାଏ | ଯାହାଫଳରେ ଶୁକ୍ରାଣୁ ଶୀଘ୍ର ବୃଦ୍ଧି ପାଇଥାଏ |

୭ .ପାଳଙ୍ଗ ଶାଗ ରୁ ମିଳୁଥିବା ଫୋଲିକ ଏସିଡ, ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣ ବୃଦ୍ଧିକରିବା ସହ ମଜବୁତ କରିବାରେ ସାହାର୍ଯ୍ୟ କରିଥାଏ |

୮ .ଅଦା ଶରୀରରେ ବୀର୍ଯ୍ୟ ଏବଂ ସେକ୍ସ ହର୍ମୋନ କୁ ବୃଦ୍ଧିକରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ |

୯ .ପାଣି ଏପରି ଏକ ପଦାର୍ଥ ଯାହା ଶରୀରରୁ ଅନାବଶ୍ୟକ ପଦାର୍ଥକୁ ବାହାର କରିଦିଏ | ଯାହାଦ୍ୱାରା ଦୂଷିତ ପଦାର୍ଥ ଶରୀରରୁ ବାହାରକୁ ବାହାରିଯାଏ | ଏହାଦ୍ୱାରା ରକ୍ତସଂଚାଳନ ସଠିକ ଭାବେ ହେବାଦ୍ଵାର ଜନନାଙ୍ଗ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ |