KBCରେ ଏହି ୪ଗୋଟି ପ୍ରଶ୍ନ ଯାହାର ଉତ୍ତର ଦେଇ ଲୋକେ ହେଇଗଲେ କୋଟିପତି, କଣ ଆପଣ ଜାଣିଛନ୍ତି ଏହାର ଉତ୍ତର

ଟିଭି ଜଗତ ର ସବୁଠାରୁ ଲୋକପ୍ରିୟ ସୋ “କୌନ ବନେଗାଁ କରୋଡ ପତି” I ଏହି ସୋ ଟି ପ୍ରତି ଦର୍ଶକ ଙ୍କ ର ଆଗ୍ରହ ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି I ଅମିତାଭ ବଚ୍ଛନ ତାଙ୍କ ସୋ ରେ ଯେଉଁ ପ୍ରଶ୍ନ କରୁଛନ୍ତି ଏହା ବେଶ ଚର୍ଚା ରେ ମଧ୍ୟ ରହିଛି I ଏବଂ ଏହି 11 ତମ ସିଜିନ ରେ ଏହି ସୋ ରେ 4 ଜଣ ସାଧାରଣ ଲୋକେ କୋଟିପତି ହେଇପାରିଛନ୍ତି I

କୌନ ବନେଗାଁ କରୋଡ ପତି ସିଜିନ 11 ଟି ବେଶ ଚର୍ଚା ରେ ରହିଛି I ଏଠାରେ 4 ଜଣ ଲୋକେ କୋଟିପତି ହେଇଛନ୍ତି I ଏହି ସିଜିନ ରେ 4 ଜଣ ଲୋକେ 1 କୋଟି ଟଙ୍କା ର ଧନ ରାଶି ଜିତିବା ର ସୁଯୋଗ ପାଇଛନ୍ତି I ତେବେ ଚାଲନ୍ତୁ ଜାଣିବା ଏହି 4 ଜଣ ପ୍ରତିଯୋଗୀ ଙ୍କ ବିଷୟ ରେ କିଛି I

ସରୋଜ ରାଜ
ସରୋଜ ରାଜ ଙ୍କ ର ଘର ବିହାର ଏବଂ ସେ ଏହି ସିଜିନ ରେ କୋଟିପତି ହେଇପାରିଛନ୍ତି I ସେ ଜଣେ ଚାଷୀ ପରିବାର ର ଅଟନ୍ତି ଏବଂ ୟୁପିଏସସି ର ପ୍ରସ୍ତୁତି ମଧ୍ୟ କରୁଛନ୍ତି I ତାଙ୍କୁ ପ୍ରଶ୍ନ କରାଯାଇଥିଲା କି – ଭାରତ ର କେଉଁ ମୁକ୍ଷ୍ୟ ନ୍ୟାୟାଧୀଶ ଙ୍କ ର ପିତା ଭାରତ ର ଏକ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଥିଲେ ?ଏହା ର ଉତ୍ତର ଜଷ୍ଟିସ ରଞ୍ଜନ ଗୋଗୋଇ I

ବବିତା ତାଡେ
ଅମରବତୀ ର ବବିତା ତାଡେ ଏହି ସିଜିନ ର ଦ୍ୱିତୀୟ କୋଟିପତି ଅଟନ୍ତି I ସେ ପୂର୍ବ ରୁ ସ୍କୁଲ ରେ ରୋଷେଇ କାମ 1500 ଟଙ୍କା ରୋଜଗାର କରୁଥିଲେ I ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା କି – ମୁଗଲ ଶାସକ ବହାଦୁର ସାହ ଜାଫର ଙ୍କ ର କେଉଁ ଦରବାରୀ ରେ କବି ” ଦସ୍ତାନ – ଏ – ଗଦର” ଲେଖିଥିଲେ I ଏହା ର ଉତ୍ତର 1857 ବିଦ୍ରୋହ ରେ I

ଗୌରବ କୁମାର ଝା
ପଶ୍ଚିମ ବଙ୍ଗ ର ଗୌତମ କୁମାର ଝା ରେଳବାଇ ରେ ସେକ୍ସନ ଇଂଜିନିୟର ଅଟନ୍ତି I ସେ ଏଠାରୁ ଏକ କୋଟି ଟଙ୍କା ର ପୁରସ୍କାର ଜିତିପାରିଛନ୍ତି I ତାଙ୍କୁ ପ୍ରଶ୍ନ କରାଯାଇଥିଲା କି – ଭାରତ ରେ ନିର୍ମିତ କେଉଁ ଜାହାଜ ରେ ଫ୍ରାନ୍ସିସ ଷ୍ଟକ “ଡିଫେନ୍ସ ଅଫ କୋର୍ଟ ମେକହେନାରୀ” ନାମ କବିତା ଲେଖିଛନ୍ତି I ଏବଂ ଏହା ପରେ ଆମେରିକା ର ରାଷ୍ଟ୍ରୀୟ ସଂଗୀତ ହେଇଥିଲା I ଏହା ର ଉତ୍ତର – ଡି ଏଚ ଏମ ଏସ ମିଡ଼ିନ I

ଅଜିତ କୁମାର
ଅଜିତ କୁମାରଙ୍କ ର ଘର ଝାରଖଣ୍ଡ ଅଟେ I ଏବଂ ସେ ମଧ୍ୟ ଏହି ସୋ ରୁ ଏକ କୋଟି ଟଙ୍କା ର ଧନ ରାଶି ଜିତିପାରିଛନ୍ତି I ପ୍ରଶ୍ନ – କେଉଁ ବ୍ରିଟିଶ ରାକେଟ ଦ୍ୱାରା ସଫଳାତାପୂର୍ବକ ଲଞ୍ଚ କରାଯାଇଥିଲା ପ୍ରଥମ ବ୍ରିଟିଶ ଉପଗ୍ରହ ? ଉତ୍ତର -ପ୍ରୋସ୍ପେର I

Share Your Comments Below