କ୍ରିକେଟ ଦୁନିଆ ରେ ସୁପରିଚିତ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଙ୍କୁ କିଏ ବା ନ ଜାଣିଚି I ଧୋନୀ ତାଙ୍କ ର କ୍ରିକେଟ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ ମଧ୍ୟ କରିଛନ୍ତି I ଧୋନୀ ଯେତେବେଳେ କ୍ରିକେଟ ରେ ଡେବ୍ୟୁ କରିଥିଲେ ତ ସେ ଲମ୍ବା ଲମ୍ବା ବାଳ ରଖିଥିଲେ I ଏବଂ ଏହା ଧୋନୀ ଙ୍କ ର ଅତି ପ୍ରିୟ ଥିଲା I କିନ୍ତୁ ଅଚାନକ ଏପରି କିଛି ହେଲା କି ଧୋନୀ ନିଜ ର ଏହି ଲମ୍ବା ଲମ୍ବା ବାଳ କୁ କାଟି ଥିଲେ I
ଭାରତୀୟ କ୍ରିକେଟ ର ସଫଳ କ୍ୟାପଟେନ ଧୋନୀ ଯିଏ କି ଖୁବ କମ ସମୟ ରେ ହିଁ ନିଜ ର କ୍ରିକେଟ କ୍ୟାରିୟର ରେ ସଫଳ ହେଇପାରିଥିଲେ I ଧୋନୀ ଯେତେବେଳେ କ୍ରିକେଟ ରେ ଏଣ୍ଟ୍ରି କରିଥିଲେ ତ ତାଙ୍କ ର ଲମ୍ବା ଲମ୍ବା ବାଳ ରହିଥିଲା I ଧୋନୀ ଙ୍କ ର ରଖିଥିବା ଏହି ଲମ୍ବା ଲମ୍ବା ବାଳ କୁ କ୍ରିକେଟ ପ୍ରେମୀ ବେଶ ଅଧିକ ପସନ୍ଦ କରୁଥିଲେ I କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ ଦୀପିକା ପଡୁ଼କୋନ ଙ୍କ କହିବା ଅନୁସାରେ ଧୋନୀ ନିଜ ର ବାଳ କାଟିଛନ୍ତି I
2007 ରେ ଧୋନୀ 20-20 ଟିମ ର କ୍ୟାପଟେନ ହେଇଥିଲେ ସେତେବେଳେ ଦୀପିକା ଫିଲ୍ମ ଓମ ଶାନ୍ତି ଓମ ରେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ଏହି ଦୁହିଁଙ୍କ ମଧ୍ୟ ରେ ଧୀରେ ଧୀରେ ବନ୍ଧୁତା ଆରମ୍ଭ ହେଇଥିଲା I ଏବଂ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ରହିଥିବା ପରି ଘଟଣା ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଥିଲା I ସେହି ସମୟ ରେ ଦୀପିକା ଙ୍କ ର କହିବା ଅନୁସାରେ ହିଁ ଧୋନୀ ନିଜ ର ଲମ୍ବା ଲମ୍ବା ବାଳ କାଟିଥିଲେ I ଆଜିକା ସମୟ ରେ ଧୋନୀ , ସାକ୍ଷୀ ଙ୍କୁ ବିବାହ କରିଛନ୍ତି ଓ ଦୁହିଁଙ୍କ ର ଏକ କୁନି ଝିଅ ମଧ୍ୟ ଅଛି I
7 ଜୁଲାଇ 1981 ରେ ରାଞ୍ଚି ରେ ଜନ୍ମ ହେଇଥିବା ଧୋନୀ ରାଜପୁତ ପରିବାର ର ଅଟନ୍ତି I ଧୋନୀ ଙ୍କ ର ପିତାମାତା ଏହା ଚାହାନ୍ତି କି ସେ ସରକାରୀ ଚାକିରୀ କରନ୍ତୁ I କିନ୍ତୁ ଧୋନୀ ସେ ସମୟ ରେ କ୍ରିକେଟ ରେ ଅଧିକ ଧ୍ୟାନ ଦେଉଥିଲେ I ଏହା ପରେ ରେଳବାଇ ରେ ଟିଟି ରୂପେ କାମ ମଧ୍ୟ କରୁଥିଲେ I କିଛି ଦିନ ପରେ ଧୋନୀ ଙ୍କ ର ଭାଗ୍ୟ ପରିବର୍ତନ ହେଇଥିଲା ଓ ସେ ଭାରତୀୟ କ୍ରିକେଟ ଟିମ ରେ ଖେଳିବା କୁ ସୁଯୋଗ ପାଇଥିଲେ I 2016 ରେ ଧୋନୀ ଙ୍କ ର ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ ହେଇଥିଲା I