ଏହି ସୁନ୍ଦରୀ ଅଭିନେତ୍ରୀ ଭାରତୀୟ ଖେଳାଳି ଯଶପ୍ରୀତ ବୁମରାହଙ୍କ ପ୍ରେମରେ ହେଲେ ଦିୱାନା, ନା ଜାଣିଲେ ଚମକି ପଡିବେ …

ଯେପରି କି ଆପଣ ଜାଣିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରେ ବର୍ତମାନ 4 ଗୋଟି ଟେଷ୍ଟ ମ୍ୟାଚ ର ସିରିଜ ଚାଲିଛି ଏବଂ ତୃତୀୟ ମୁକାବିଲା ରେ ଭାରତ ର ସୁନ୍ଦର ବିଜୟ ଦେଖିବାକୁ ମିଳିଛି I ଭାରତ 2.1 ରେ ଆଗୁଆ ରହି 137 ରନ କରିପାରିଛି ଏବଂ ଯଶପ୍ରୀତ ବୁମରାହା ଏହି ଖେଳ ରେ ଗୁରୁତ୍ୱ ପୁର୍ଣ ଭୂମିକା ପୁରା କରିଥିଲେ ଯାହା କୁ ନେଇ ଜଣେ ଅଭିନେତ୍ରୀ ତାଙ୍କ ର ଖୁବ ପ୍ରଶଂସା କରୁଛନ୍ତି I

ବଲିଉଡ ଜଗତ ଓ କ୍ରିକେଟ ଜଗତ ର ସମ୍ବନ୍ଧ ଖୁବ ପୁରୁଣା ଅଟେ ଏବଂ କିଛି କ୍ରିକେଟ ଖେଳାଳି ଅଭିନେତ୍ରୀ ଙ୍କ ର ସହ ପ୍ରେମ ସମ୍ବନ୍ଧ ରେ ବାନ୍ଧି ହେଇ ରହିଥାନ୍ତି I ଏବଂ ଏହି କାରଣ ରୁ ଫିଲ୍ମ ଜଗତ ଓ ଖେଳ ଜଗତ ସର୍ବଦା ଚର୍ଚା ରେ ରହିଥାଏ I ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏହା ସ୍ୱୀକାର କରିଛନ୍ତି କି ସେ ଯଶପ୍ରୀତ ବୁମରାହା ଙ୍କୁ ପସନ୍ଦ କରୁଛନ୍ତି I

ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରୁଛି ଟନଙ୍କ ନାମ ରାଶି ଖାନ୍ନା ଅଟେ I ରାଶି ବର୍ତମାନ ପର୍ଯ୍ୟନ୍ତ , ଜଳ , ହୈପର , ବଂଗଳ ଟାଇଗର , ଶିବମ ଓ ସନ ଅଫ ସତ୍ୟମୁର୍ତି ପରି ଲୋକପ୍ରିୟ ଫିଲ୍ମ ରେ କାମ କରୁଛନ୍ତି I ଏବଂ ଏପରି ବକ୍ତବ୍ୟ କୁ ନେଇ ବର୍ତମାନ ଖୁବ ଚର୍ଚା ରେ ଅଛନ୍ତି I