ଏହି ଉପକରଣକୁ ଘରେ ଲଗାଇବା ଦ୍ୱାରା ୬୦% କମ ହୋଇଯିବ ବିଜୁଳି ବିଲ, ତାପରେ ଯେତେ ମନ ଇଚ୍ଛା AC, ହିଟର ଚଳାନ୍ତୁ

ବିଜୁଳି ର ପ୍ରଚୁର ବିଲ କୁ ନେଇ ଅନେକ ଲୋକେ ଚିନ୍ତିତ ଅଟନ୍ତି I କିନ୍ତୁ ଏହି ଲୋକେ ସୋଲାର ପ୍ଲେଟ ଉପକରଣ ର ବ୍ୟବହାର କରି ଏପରି ସମସ୍ୟା କୁ ଦୂର କରିପାରିବେ I ପ୍ରତୋକ ମାସ ରେ 60% ପର୍ଯ୍ୟନ୍ତ ବିଜୁଳି ବିଲ ସରନକ୍ଷଣ କରିପାରିବେ I ଏହା ଘରେ ଲଗାଇବାକୁ ଖର୍ଚ୍ଚ ମାତ୍ର 25 ହଜାର ତାଙ୍କ ଅଟେ I

IIT ମାଡ୍ରାସ ର କହିବା ଅନୁସାରେ ଖୁବ ଶୀଘ୍ର ବଜାର ରେ ଏହା ର ଚାହିଦା ବୃଦ୍ଧି ପାଇବାକୁ ଯାଉଛି I ବର୍ତମାନ ଏହି ଉପକରଣ ର ବ୍ୟବହାର ରାଜସ୍ତାନ ଓ ଆସାମ ରେ ପ୍ରାୟ ଦଶ ହଜାର ରୁ ଉର୍ଧ୍ଵ ଘରେ ବ୍ୟବହାର ହେଉଛି I ଏବଂ ଏହି ଉପକରଣ ଉପରେ IIT ମାଡ୍ରାସ ଦୀର୍ଘ ବର୍ଷ ହେବ ଗବେଷଣା କରି ଆସୁଛି I

ସୋଲାର ଡ଼ିସ କୁ ନେଇ ବିଗତ ଦିନ ରେ ମଧ୍ୟପ୍ରଦେଶ ସାହୀଙ୍କ ଉତ୍ତର ପୂର୍ବ ର ଅନେକ ରାଜ୍ୟ ରେ ଏହା କୁ ଲୋକେ ପସନ୍ଦ କରିଛନ୍ତି I ଏହି ଟେକ୍ନୋଲୋଜି ର ପ୍ରଚାର ପ୍ରସାର ମଧ୍ୟ ଆହୁରି ବୃଦ୍ଧି କରାଯିବ ଓ ଏହା ଦ୍ୱାରା ଲୋକେ ବିଶେଷ ଭାବ ରେ ଉପକୃତ ହେଇପାରିବେ I ବର୍ତମାନ କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶ ଓ ଓଡିଶା ର ଏକ ଗ୍ରାମ ରେ ସିଏସଆର ଫଣ୍ଡ ସହାୟତା ରେ ପ୍ରତୋକ ଘରେ ସୋଲାର ଟେକ୍ନୋଲୋଜି ଯୋଗାଇବା ପାଁଇ ଯୋଜନା ଜାରି ରହିଛି I

ଏହି ସୋଲାର ଟେକ୍ନୋଲୋଜି ରେ ଥିବା କନଭର୍ଟର ଦ୍ୱାରା ଆପଣ 230 ଭୋଲ୍ଟ ର ଏସି କୁ 48 ଭୋଲ୍ଟ ର ଡିସି କରେଣ୍ଟ ରେ ମଧ୍ୟ ବଦଳାଇପାରିବେ I