ସକାଳ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଆପଣଙ୍କ ପାଁଇ କାହିଁକି ଭଲ ହେଇଥାଏ ଆଜି ଜାଣି ନିୟନ୍ତୁ

ଆମ ସମସ୍ତ ଙ୍କ ର ସକାଳ ର ଆଲାର୍ମ ରେ ହିଁ ନିଦ ଭାଙ୍ଗିଥାଏ I କିନ୍ତୁ ଏହି ସମୟ ରେ ଆପଣ ପୁଣି ନିଦ ରେ ଶୋଇବା ପରିବର୍ତେ ଆପଣ ନିଜ ର ସେକ୍ସ ଜୀବନ ପାଁଇ ସମୟ ଦେବା ଉଚିତ I ଏହା ଦ୍ୱାରା ଆପଣ ଙ୍କ ର ଦିନ ର ପ୍ରାରମ୍ଭ ମଧ୍ୟ ବେଶ ଭଲ ରହିଥାଏ I ସ୍ଵାସ୍ତ୍ୟ ଦୃଷ୍ଟି ରୁ ମଧ୍ୟ ଏହି ସକାଳ ସମୟ ସେକ୍ସ ପାଁଇ ଉତ୍ତମ ରହିଥାଏ I ତେବେ ଚାଲନ୍ତୁ ଜାଣିବା କଣ ପାଁଇ ସକାଳ ସମୟ ସମ୍ଭୋଗ ପାଁଇ ଉତ୍ତମ ହେଇଥାଏ I

– ସେହି ଲୋକେ ଯେଉଁମାନେ ଦିନ ର ଆରମ୍ଭ ନିଜ ର ସେକ୍ସ ସମ୍ବନ୍ଧ ରୁ କରିଥାନ୍ତି ସେମାନେ ଅନ୍ୟ ଲୋକ ତୁଳନା ରେ ଅଧିକ ସୁସ୍ଥ ରହିଥାନ୍ତି I

-ସକାଳ ସମୟ ରେ ସେକ୍ସ କରିବା ଦ୍ୱାରା ଶରୀର ରେ ଭଲ କେମିକାଲ ଆକ୍ସଟିଟୋସିନ ନିର୍ଗତ ହେଇଥାଏ I ଯାହା କି ଦମ୍ପତି ଙ୍କୁ ସାରା ଦିନ ଆକ୍ଟିଭ ରଖିଥାଏ I

– ଏହା ଛଡା ନିୟମିତ ରୂପେ ସକାଳ ସମୟ ରେ ସେକ୍ସ କରୁଥିବା ଲୋକେ ଦିନ ସାରା ଉତ୍ସାହ ଅନୁଭବ କରିଥାନ୍ତି I

-ସକାଳ ସମୟ ରେ ସେକ୍ସ କରିବା ଦ୍ୱାରା ଆପଣ ଙ୍କ ର ଥଣ୍ଡା ଜ୍ୱର ଆଦି ଦୂର ହେଇଥାଏ I ଏହା ଛଡା ଆପଣ ଙ୍କ ର ତ୍ୱଚା ମଧ୍ୟ ଭଲ ରହିଥାଏ I

– ସପ୍ତାହ ରେ ତିନି ଥର ସକାଳ ସମୟ ରେ ସେକ୍ସ କରିବା ଉଚିତ I ଏହା ଦ୍ୱାରା ଆପଣ ଙ୍କ ମଧ୍ୟ ରେ ପ୍ରେମ ସମବନ୍ଦ ମଧ୍ୟ ବୃଦ୍ଧି ହେଇଥାଏ I