ଇଂଲଣ୍ଡ ରେ ଏହି ଦାମୀ କଲେଜରେ ପାଠ ପଢୁଛନ୍ତି ଶାହରୁଖ ଙ୍କର ଝିଅ ସୁହାନା, ଫିସ ଶୁଣିକି ବେହୋସ ହୋଇଯିବେ

ସାରୁଖ ଖାଁ ଟନଙ୍କ ଝିଅ ସୁହାନା ଙ୍କୁ କେତେ ସ୍ନେହ କରନ୍ତି ଏହା ଆପଣ ଜାଣିଥିବେ I ବର୍ତମାନ ସୁହାନା 18 ବର୍ଷ ବୟସ ର ହେଇଯାଇଛନ୍ତି ଏବଂ ସେ ୟୁକେ ରେ ନିଜ ପାଠପଢା କରୁଛନ୍ତି I ସେ ୟୁକେ ର ARDINGLY COLLEGE ଯାହା କି ସାରା ଦୁନିଆ ର ଏକ ବଡ଼ ପ୍ରତିଷ୍ଠ କେଲେଜ ସେଥିରେ ପାଠ ପଢୁଛନ୍ତି I

ଏହି କଲେଜ ରେ ସାରା ଦୁନିଆ ର ପିଲା ପାଠ ପଢ଼ନ୍ତି I ପୂର୍ବ ରୁ ଏହି କେଲଜ ନାମ ଜୁଲିୟଟ ଥିଲା ଏବଂ ସୁହାନା ଏଠାକୁ ଖେଳ ଦେଖିବାକୁ ଯାଇଥିଲେ I

ସାରୁଖ ନିଜ ଝିଅ ର ଆକ୍ଟିଙ୍ଗ ଦେଖି ଖୁବ ପ୍ରଭାବିତ ହେଇଥିଲେ ଏବଂ ସେ ନିଜେ ନିଜ ଇନ୍ଷ୍ଟଗ୍ରାମ ରେ ତାଙ୍କ ଝିଅ ର ଫୋଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି ସୁହାନା ଙ୍କ ର ପ୍ଲେ ଜୁଲିୟଟ I

ସୁହାନା ଙ୍କ ପରି ତାଙ୍କ ପିତା ମଧ୍ୟ ଚାହୁଁଛନ୍ତି ସେ ବଲିଉଡ ରେ କ୍ୟାରିୟର କରନ୍ତୁ I ସୁହାନା ଏହି କଲେଜ ରେ ହାଇଅର ଏଜୁକେସନ କରୁଛନ୍ତି ଏବଂ ତାଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ସର୍ବଦା ଭାଇରଲ ହେଇଥାଏ I

ଏବଂ ସାରା ଦୁନିଆ ର କୋଟି ପତି ଘର ର ପିଲାମାନେ ହିଁ ଏହି କଲେଜ ରେ ପାଠ ପଢିବାକୁ ସକ୍ଷମ ଅଟନ୍ତି ଏଠାରେ ପାଠ ପଢିବାକୁ ଫିସ ପ୍ରାୟ 10,21,295 ଟଙ୍କା ଅଟେ ଏବଂ ପ୍ରତୋକ ବର୍ଷ ପ୍ରାୟ 50 ଲକ୍ଷ୍ୟ ଟଙ୍କା ର ଫିସ ଦେବାକୁ ହେଇଥାଏ I

ସାରୁଖ ଙ୍କ କହିବା ଅନୁସାରେ ସେ ଏହି ଭଲ କଲେଜ ରେ ପାଠ ପଢି ସାରିବା ପରେ କରଣ ଜୋହର ଙ୍କ ର ଫିଲ୍ମ ରେ ନିଜ ର କ୍ୟାରିୟର ଆରମ୍ଭ କରିବେ I