ଏହି ଫୋଟୋକୁ ZOOM କରିକି ଦେଖିଲେ ଆପଣ ଆଶ୍ଚର୍ଜ୍ୟ ହେଇଯିବେ; ଦୟାକରି ପିଲାମାନେ ଦୁରରେ ରୁହନ୍ତୁ !

ଆଜିକାଲି ସୋସିଆଲ ମିଡ଼ିଆ ର ପ୍ରଚଳନ ଏତେ ମାତ୍ରାରେ ବଢିଯାଇଛି କି ଯେଉଁ ଠାରେ ବି ଲୋକେ କିଛି ନୂଆ ଦେଖିବାକୁ ପାଇଥାନ୍ତି ସେମାନେ ତୁରନ୍ତ ସେହି ଘଟଣା କୁ ସୋସିଆଲ ମିଡ଼ିଆ ରେ ବାଇରଲ କରିଦେଇଥାନ୍ତି I ଏବଂ ଏହି କାରଣ ରୁ ହିଁ ପ୍ରତିଦିନ ଆମେ ଲକ୍ଷ ଲକ୍ଷ ଫୋଟୋ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇଥାଉ I କିନ୍ତୁ ଆଜି ଆମେ ଯେଉଁ ଫୋଟୋ ବିଷୟରେ ଆଲୋଚନା କରିବାକୁ ଯାଉଛେ ତାହା ସବୁଠାରୁ ଟିକେ ଭିର୍ଣ୍ଣ ଅଟେ କାରଣ ଏହି ଫୋଟୋ ଟି ମଜାଦାର ହେବା ସହ ଟିକେ ଆଶ୍ଚଯ୍ୟକର ଅଟେ I

କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଆମେ ଯେଉଁ ଫୋଟୋ କୁ ଯେଉଁପରି ଭାବରେ ଦେଖିଥାଉ ଆମକୁ ସେହି ଫୋଟୋ ସେହିପରି ହିଁ ଦେଖାଯାଇଥାଏ I କିନ୍ତୁ ଏହି ଫୋଟୋ ରେ ଏହା ସମ୍ପୂର୍ଣ ଓଲଟା ଅଟେ , ଏହା କହିବାର କାରଣ ଆପଣ ନିଜେ ଏହି ଫୋଟୋ କୁ ଦେଖିଲେ ଜାଣିପାରିବେ I କିନ୍ତୁ ଏହି ଫୋଟୋ କୁ ଆପଣ ବୁଝିବାକୁ ହେଲେ ଏହି ଫୋଟୋ କୁ ଥରେ କିମ୍ବା ଦୁଇଥର ନୁହେଁ ଅନେକ ଥର ଦେଖିବାକୁ ପଡିବ I

ପ୍ରଥମ ଫୋଟୋ – ବର୍ତମାନ ପ୍ରଥମ ଫୋଟୋ କୁ ଦେଖନ୍ତୁ ଏହାକୁ ଦେଖିବା ପରେ ଆପଣ ଜାଣିପାରିବେ କି ଏହି ଫୋଟୋ ରେ ଦୁଇ ଝିଅ ଅଛନ୍ତି ଓ ଜଣେ ପୁଅ ଜଣେ ଝିଅ କୁ ଏହି ପରି ଭାବରେ ଉଠାଇ ଧରିଛନ୍ତି କି ବୁଝିବା ଟିକେ କଷ୍ଟ ଅଟେ I

ଦ୍ୱିତୀୟ ଫୋଟୋ – ବର୍ତ୍ତମାନ ଆଉ ଏକ ଫୋଟୋ କୁ ଦେଖନ୍ତୁ ସବୁଠାରୁ କନଫୁଯ କରିବାର କଥା ହେଲା କି କେହି ପୁଅ ଛିଡା ହେଇଛନ୍ତି ଓ ଝିଅ ମଧ୍ୟ ଛିଡା ହେଇଛନ୍ତି I କାରଣ ମୁଣ୍ଡ ତ ପୁଅ ର ଦେଖାଯାଉଛି କିନ୍ତୁ ଗୋଡ଼ ଆଉ ପୋଷାକ ଝିଅ ର ଲାଗୁଚି , ସେଥିପାଇ ଏହାକୁ ଧ୍ୟାନ ରେ ଦେଖନ୍ତୁ I

ତୃତୀୟ ଫୋଟୋ – ବର୍ତମାନ ଏହି ଫୋଟୋ କୁ ଦେଖନ୍ତୁ ଏପରି ଲାଗୁଚି କି ଏହି ଦୁଇ ଝିଅ ଙ୍କ ଶରୀର ଯୋଡି ହେଇ ରହିଛି , କିନ୍ତୁ ଧ୍ୟାନ ଦେଇ ଦେଖିଲେ ଆପଣ ଜାଣିପାରିବେ I

ଚତୁର୍ଥ ଫୋଟୋ – ବର୍ତମାନ ଏହି ଫୋଟୋ କୁ ZOOM କରିକି ଦେଖନ୍ତୁ ତ ଜାଣିପାରିବେ କି ଏଥିରେ ଝିଅ ଟି ର କାନ ଟି ସମ୍ପୂର୍ଣ ଅଲଗା ଲାଗୁଚି , ସୂଚନା ଅନୁସାରେ ଏକ ରୋଗ ପାଁଇ ଝିଅ ଟି ର କାନ ଏପରି ହେଇଚି I

ପଞ୍ଚମ ଫୋଟୋ – ଏହି ଫୋଟୋ ରେ ତ ଝିଅ ଟି ଗୋଟେ ହିଁ ଦେଖାଯାଉଛି କିନ୍ତୁ ଜୋତା ଚାରୋଟି ଦେଖାଯାଉଛି I

ଷଷ୍ଠ ଫୋଟୋ – ଏହି ଫୋଟୋ ରେ ଗାଡି ର ପୋଷ୍ଟର ଲାଗିଛି ନା ସେଠାରେ କିଛି ଅଲଗା ଗାଡି ଅଛି , ଆପଣ ZOOM କରିବା ପରେ ଜାଣିପାରିବେ I

ସପ୍ତମ ଫୋଟୋ – ବର୍ତମାନ ଫୋଟୋ ରେ ତ ଆପଣ ଦୁଇଟି ବିଲେଇ ଦେଖୁଥିବେ କିନ୍ତୁ ଆପଣ ଙ୍କ ସୂଚନା ପାଁଇ ଜଣାଉଛୁ କି ଏଠାରେ ଦୁଇଟି ବିଲେଇ ନାହାନ୍ତି ଗୋଟେ ବିଲେଇ ଅଛି ଅନ୍ୟଟି ତ କେବଳ ତାର ଛାଇ ଅଟେ I

Share Your Comments Below