ଏକ ଏପରି ଜାତି ଯେଉଁଠାରେ କି ଚତୁର୍ଥୀ ରାତିରେ ପୁରା ଗ୍ରାମର ଲୋକେ ଘର ବାହାରେ ବସିକି ରହିଥାନ୍ତି !

ଭାରତ ରେ ଏପରି ଅନେକ ସମୁଦାୟ ର ଲୋକେ ଅଛନ୍ତି ଯେଉଁଠାରେ ଅନେକ ଆଜିବ ଧରଣ ର ପ୍ରଥା ଏବେ ମଧ୍ୟ ଲୋକେ ମାନୁଛନ୍ତି I
ଆଶ୍ଚଯ୍ୟ କରିବା ପରି କଥା ଏହା କି ଏହି ପ୍ରଥା କେବଳ ମହିଳା ଙ୍କ ପାଁଇ ହେଇଥାଏ , ପୁରୁଷ ମାନେ ଏହି ପ୍ରଥା ରେ ନ ଥାନ୍ତି I ଭାରତ ରେ ଅନେକ ଅଂଚଳ ରେ ଏପରି କିଛି ଜିନିଷ ଦେଖିବାକୁ ମିଳିଥାଏ ଯାହା ପ୍ରକୃତ ରେ ଆଶ୍ଚଯ୍ୟ କର ଅଟେ I ଆଜିକାଲି ତ ବିବାହ ପରେ ହନିମୁଁନ ରେ ଯିବା ର ଏକ ପ୍ରଥା ହେଇ ଗଲାଣି I କିନ୍ତୁ ଏହି ପ୍ରଥା ସବୁ ଅଂଚଳ ରେ ନାହିଁ I

ଭାରତ ରେ ଏପରି ମଧ୍ୟ କିଛି ଅଂଚଳ ରହିଛି ଯେଉଁଠାରେ ବର ଓ କନ୍ୟା ଙ୍କ ର ବିବାହ ର ପ୍ରଥମ ରାତି ପୁରା ଗାଁ ଲୋକଙ୍କ ସମୁଖରେ କରିବାକୁ ପଡିଥାଏ I

କଞ୍ଜରଭାଟ ସମୁଦାୟ ର ଲୋକେ ମଧ୍ୟ ସହର ରେ ରହିଥାନ୍ତି I

ଆଶ୍ଚଯ୍ୟ କର କଥା କି ଏହି ସମୁଦାୟ ରେ ତାଙ୍କ ର ପରମ୍ପରା ଅନୁସାରେ ବହୁତ କମ ପୁଅ ଅଛନ୍ତି ଯେଉଁମାନେ କି ଏହି ପ୍ରଥା କୁ ବିରୋଧ କରୁଛନ୍ତି I ଚତୁର୍ଥୀ ରାତି ରେ ବର କନ୍ୟା ଙ୍କ ରୁମ ର ବାହାରେ ବସିଥିବା ଲୋକେ ବର କୁ ନୁହେଁ କନ୍ୟା କୁ ପରୀକ୍ଷଣ କରିଥାନ୍ତି I ସେ କନ୍ୟା ର କାମଉତେଜନା କୁ ପରୀକ୍ଷଣ କରିଥାନ୍ତି I

କଞ୍ଜରଭାଟ ସମୁଦାୟ ର ଲୋକେ ଅଧିକାଂଶ ଅଂଚଳ ରେ ରହିଥାନ୍ତି
ଆଜିକା ସମୟ ରେ ଏହି ସମୁଦାୟ ର ପିଲାମାନେ ଅନେକ ସହର ରେ ମଧ୍ୟ ପାଠ ପଢୁଛନ୍ତି I ଏବଂ ଅନେକ ଲୋକେ ଏହି କୁପ୍ରଥା କୁ ବନ୍ଦ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି I ବିବାହ ପରେ ଉଭୟ ଦମ୍ପତି ଙ୍କୁ ହୋଟେଲ ର ଏକ ରୁମ କୁ ନେଇ ଏକ ଧଳା ଚାଦର ଦିଆଯାଇଥାଏ ଯାହା କି ସେମାନେ ସମ୍ବନ୍ଧ ସମୟ ରେ ବ୍ୟବହାର କରିବେ I

ଯେତେବେଳେ କନ୍ୟା ବିବାହ ର ପ୍ରଥମ ରାତି ନିଜ ରୁମ କୁ ଯାଇଥାଏ ତ ସବୁ ଗହଣା ଓଲ୍ହାଇଥାଏ I

ଏହା ଏଥିପାଁଇ ହେଇଥାଏ କି କନ୍ୟା କୁ ପ୍ରଥମ ରାତିରେ ଧଳା ଚାଦର ବିଛାଇବାକୁ ଦିଆଯାଇଥାଏ ଏବଂ ଯଦି ସେକ୍ସ ସମୟ ରେ ରକ୍ତ ବୁନ୍ଦା ସେହି ଚାଦର ରେ ପଡିଥାଏ ତ ଝିଅ ଏହି ପରୀକ୍ଷା ରେ ପାସ ହେଇଯାଇଥାଏ I

ରାତି ରେ ହିଁ ଯେତେବେଳେ ତାଙ୍କ ର ଶାରୀରିକ ସମ୍ପର୍କ ର କାମ ସରିଥାଏ ତ ବର ସେହି ଚାଦର କୁ ନେଇ ରୁମ ରୁ ବାହାର କୁ ଆସିଥାଏ I କିନ୍ତୁ ରକ୍ତ ଯଦି ଚାଦର ରେ ନ ଲାଗିଥାଏ ତ ପଂଚାୟତ ର ଲୋକେ ସେହି କନ୍ୟା ଉପରେ ଆରୋପ ଲଗାଇଥାନ୍ତି ଓ କହିଥାନ୍ତି ତାଙ୍କ ର ଅତୀତ ରେ କାହା ସହ ସମ୍ପର୍କ କୁ ନେଇ I ଆଉ ଯଦି କନ୍ୟା ଏହି ଟେଷ୍ଟ ପାସ ନ କରେ ତ ତାକୁ ମାର ପିଟ ମଧ୍ୟ କରିଥାନ୍ତି I

ଭାରତ ଯେତେ ବି ପ୍ରଗତିଶୀଳ ହେଉ ନା କାହିଁକି ଆଜି ମଧ୍ୟ ଏପରି ଅନେକ କୁସଂସ୍କାର ପ୍ରଥା ଦେଖିବାକୁ ମିଳିଥାଏ I

Share Your Comments Below