୧ କୋଟି ଟଙ୍କାର ଲାଞ୍ଚକୁ ପାଦରେ ଆଡେଇ BSF ଯବାନ ଧରିଲେ ପାକିସ୍ତାନରୁ ଆସୁଥିବା ୨୦୦କୋଟି ଟଙ୍କାର ଡ୍ରଗ୍ସ

ଦେଶ ସୀମା ରେ ସର୍ବଦା ଡ୍ରଗ୍ସ ର କଳା ବ୍ୟବସାୟ ଜୋର୍ସୋର ରେ ଚାଲିଥାଏ I ପଞ୍ଜାବ , ରାଜସ୍ତାନ , ଜାମୁ କାଶ୍ମୀର ଆଦି ଅଂଚଳ ରେ ବିଗତ ଦିନ ରେ ପୋଲିସ ଓ BSF ର ମିଳିତ ଉଦ୍ୟମ ରେ ପୁଣି ଠାରେ ଏକ ନିଶା ଦ୍ରବ୍ୟ ବୋଝେଇ ଟ୍ରକ ଧରାପଡ଼ିଚି I

ଏହି ଟ୍ରକ ରେ ପ୍ରାୟ 200 କୋଟି ଟଙ୍କା ର ହେରୋଇନ ଓ ବ୍ରାଉନ ସୁଗାର ଆସୁଥିଲା I ଟ୍ରକ ଡ୍ରାଇଭର ଙ୍କୁ ଗିରଫ କରାଯାଇଛି I ଏବଂ ଖବର ମୁତାବିକ ଏହି BSF ଯବାନ ଙ୍କୁ ସେ 1 କୋଟି ଲାଞ୍ଚ ମଧ୍ୟ ଜଚିଥିଲେ କିନ୍ତୁ ସେ ଏହା ନ ନେଇ ଦେଶଦ୍ରୋହୀ କାର୍ଯ୍ୟ ନ କରି ଏହି ଟ୍ରକ କୁ ଧରିଥିଲେ I ଏହା ଆମ ଦେଶ ର କୋଟି କୋଟି ଯୁବକ ଙ୍କ ର ମୃତ୍ୟୁ ର କାରଣ ପାଲଟିଥାନ୍ତା ଯଦି ଏହା ଆମ ଦେଶ ଭିତର କୁ ଆସିଜାଇଥାନ୍ତା I ବାରାମୂଳା ପୋଲିସ ଓ ସୁରକ୍ଷ୍ୟ ଙ୍କ ର ମିଳିତ ଉଦ୍ୟମ ରେ ପାକିସ୍ତାନ ରୁ ଭାରତ ଆସୁଥିବା ଏହି ଟ୍ରକ ରେ 25 କିଲୋ ନର୍କଟିକ୍ସ ଡ୍ରଗ୍ସ କୁ ଜବତ କରାଯାଇଛି I

ଏହି ଟ୍ରକ ପାକିସ୍ତାନ ରୁ ଭାରତ କୁ ବିକ୍ରି ଉଦେଶ୍ୟ ରେ ପଠାଯାଉଥିଲା I ପୋଲିସ ଆରୋପି ଟ୍ରକ ଡ୍ରାଇଭର ଙ୍କୁ ଗିରଫ କରିଛି I ଏବଂ ପଞ୍ଜାବ ରେ ଏହା ବିକ୍ରି ଉଦେଶ୍ୟ ରେ ଆସିଥିଲା I ସେହିଏପରି ବିଗତ ଦିନ ରେ ଆସୁଥିବା ହେରୋଇ଼ନ ଯାହା ର ମୂଲ୍ୟ ପାଞ୍ଚ ଲକ୍ଷ୍ୟ କୋଟି ଟଙ୍କା ଏହା କୁ ମଧ୍ୟ ଧରାଯାଇଥିଲା I

ସୀମା ରେ ଥିବା ନିଶା ବ୍ୟବସାୟୀ ମାନେ ନିଶା କାରବାର ପାଁଇ ନୂଆ ନୂଆ ଉପାୟ କୁ ଆପଣେଇଛନ୍ତି ଏବଂ ଏହି ଉପାୟ ରେ ସେମାନେ ଛୋଟ ଛୋଟ ପ୍ୟାକେଟ ରେ ଡ୍ରଗ୍ସ ପଠାଉଛନ୍ତି I