ପଞ୍ଚତାରକା ହୋଟେଲରୁ ବି ଅଧିକ ସୁନ୍ଦର ସଲମାନ ଖାନଙ୍କ ଘର, ପ୍ରଥମ ଥର ସାମ୍ନାକୁ ଆସିଲା ଘର ଭିତର ଫୋଟୋ ଦେଖନ୍ତୁ

ସଲ୍ମାନ ଙ୍କୁ ବଲିଉଡ ର ଭାଇଜାନ ନାମ ରେ ଲୋକେ ଜାଣିଥାନ୍ତି I ସଲ୍ମାନ ବଲିଉଡ ରେ ଜଣେ ଆକ୍ସନ ହିରୋ ରୂପେ ପରିଚିତ ଅଟନ୍ତି I ବଲିଉଡ ରେ ସଲ୍ମାନ ଅନେକ ସଫଳତା ହାସିଲ କରିଛନ୍ତି I ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ସଲ୍ମାନ ଙ୍କୁ ଖୁବ ପସନ୍ଦ କରିଥାନ୍ତି I ତେବେ ଆଜି ଆମେ ଆଲୋଚନା କରିବା ସଲ୍ମାନ ଙ୍କ ର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବିଷୟ ରେ I

ପୁରା ପରିବାର ସହ ରହିଥାନ୍ତି ସଲ୍ମାନ
ସଲ୍ମାନ ଙ୍କ ର ଏହି ଫ୍ଲାଟ ର ସୁନ୍ଦରତା ବେଶ ଅଧିକ ଅଟେ I ଏହି ଆପାର୍ଟମେଣ୍ଟ ରେ ଆପଣ ଅନେକ ସୁନ୍ଦର କାରୁକାର୍ଯ୍ୟ ଦେଖିବା କୁ ପାଇବେ I ସବୁ ରୁମ ର ସୁନ୍ଦରତା କୌଣସି ପଞ୍ଚତାରକା ହୋଟେଲ ରୁ କମ ନୁହେଁ I ଏହି ରୁମ କୁ ଗଲେ ଏପରି ଲାଗିବ ଯେପରି ଆପଣ କୌଣସି ବଡ଼ ହୋଟେଲ କୁ ଅସିଜାଇଛନ୍ତି I


ଦବଂଗ ଖାଁ ଙ୍କ ର ଏହି ଆପାର୍ଟମେଣ୍ଟ ରେ ଦୁଇଟି ଫ୍ଲୋର ରହିଛି I ଗୋଟେ ଓ ଅନ୍ୟ ଟି ଫାଷ୍ଟ ଫ୍ଲୋର I ସଲ୍ମାନ ଙ୍କ ର ମା ଓ ପିତା ସଲିମ ଖାଁ ପ୍ରଥମ ମହଲା ରେ ରୁହନ୍ତି I ସଲ୍ମାନ ନିଜେ ଗ୍ରାଉଣ୍ଡ ଫ୍ଲୋର ରେ ରୁହନ୍ତି I ସଲ୍ମାନ ଙ୍କ ର ଏହି ଫ୍ଲାଟ ଟି L ସପ ର ଅଟେ I ଏବଂ ଏଥିରେ 4 ଫୁଟ ର ଏକ ଗ୍ଲାସ ବଲ୍ବ ରହିଛି I

ସଲ୍ମାନ ଙ୍କ ର ବେଡ୍ରୁମ 170 ରୁ 190 ବର୍ଗଫୁଟ ର ଅଟେ I ଏଥିରେ ବାଥରୁମ ମଧ୍ୟ ରହିଛି I ଏହି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଟି 8 ମହଲା ବିଶିଷ୍ଟ ଅଟେ I ଏବଂ ତାଙ୍କ ର ସମସ୍ତ ପରିବାର ଏଠାରେ ରୁହନ୍ତି I ପ୍ରତୋକ ଦିନ ସଲ୍ମାନ ଙ୍କ ର ଫ୍ୟାନ୍ସ ମାନେ ଏଠାରେ ତାଙ୍କୁ ଦେଖିବା କୁ ଆସିଥାନ୍ତି I

ଟିଭି ଓ ବଲିଉଡ ର ଭାଇଜାନ

ଦବଂଗ ଖାଁ ଙ୍କ ର ଘର ସର୍ବଦା ଚର୍ଚା ରେ ରହିଥାଏ I ଏକ ସମୟ ରେ ବିଗ ବସ ର ପ୍ରତିଯୋଗୀ ଆର୍ଶିତ ଖାଁ ଙ୍କୁ ମଧ୍ୟ ସଲ୍ମାନ ଙ୍କ ର ଘର ବାହାରେ ଦେଖିବା କୁ ମିଳିଥିଲା I ସେଠାରେ ସେ ସଲ୍ମାନ ଙ୍କୁ ସାକ୍ଷ୍ୟାତ କରିବା କୁ ଯାଇଥିଲେ I ଆର୍ଶିତ ବିନା ଅପାଇଁଟମେଣ୍ଟ ରେ ସଲ୍ମାନ ଙ୍କ ଘର କୁ ଯାଇଥିଲେ ଏବଂ ତଳେ ସୁରକ୍ଷ୍ୟାକର୍ମୀ ତାଙ୍କୁ ଅଟକାଇଥିଲେ I

ବର୍ତମାନ ସଲ୍ମାନ ନିଜ ର ପୁରା ପରିବାର ସହ ଏହି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ରେ ରହିଥାନ୍ତି I ଏବଂ ତାଙ୍କ ର ବିନା ଅନୁମତି ରେ କେହି ଘର କୁ ଏଣ୍ଟ୍ରି କରିପାରିବେ ନାହିଁ I ଆଗାମୀ ସମୟ ରେ ସଲ୍ମାନ ଙ୍କ ର ଫିଲ୍ମ ଦବଂଗ 3 ରିଲିଜ ହେବାକୁ ଯାଉଛି I ଏବଂ ବିଗ ବସ ସୋ ପାଁଇ ମଧ୍ୟ ସଲ୍ମାନ ବେଶ ଲୋକପ୍ରିୟ ଅଟନ୍ତି I