କେବେ କୋଟି କୋଟି ଟଙ୍କାର ମାଲିକ ଥିଲେ ଏହି ବଡ ଗାୟକ, ଆଜି ବିତାଉଛନ୍ତି ଏପରି ଜୀବନ ଆଖିରେ ଲୁହ ଆସିଯିବ ପୁରା କାହାଣୀ ଜାଣିଲେ

ଆପଣ ଲୋକପ୍ରିୟ ସିଙ୍ଗର ଅବତାର ଚମକ ଙ୍କ ନାମ ଶୁଣିଥିବେ I ଏକ ସମୟ ରେ ସେ କୋଟି କୋଟି ସମ୍ପତି ର ମାଲିକ ମଧ୍ୟ ଅଟନ୍ତି I ସିଙ୍ଗର ଅବତାର ଚମକ ବର୍ତମାନ କିନ୍ତୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି I ଏହି କାରଣ ରୁ ସେ ଏକ ସାଧାରଣ ସିକ୍ୟୁରିଟିଗାର୍ଡ ଅଟନ୍ତି I ଏବଂ ଏହି କାମ କରି ସେ ନିଜ ର ଘର ଚଳାଉଛନ୍ତି I ବିଗତ ଦିନ ରେ ସେ ଏକ ସଡକ ଦୁର୍ଘଟଣା ର ଶିକାର ହେଇଥିଲେ ଓ ତାଙ୍କ ଗୋଡ଼ ହାଡ଼ ଭାଙ୍ଗିଯାଇଥିଲା I ଏପରି କି ତାଙ୍କ ର ଚିକିତ୍ସା ପାଁଇ ମଧ୍ୟ ଟଙ୍କା ର ଅଭାବ ରହିଥିଲା I 1979 ରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ I ସିଙ୍ଗର ଅବତାର ଚମକଙ୍କ ର ଗୁରୁ ଙ୍କ ର ନାମ ଅମର ସିଂ ଅଟେ I 1988 ରେ ଅବତାର ଙ୍କ ର ଗୁରୁ ଅମର ସିଂ ଓ ତାଙ୍କ ପତ୍ନୀ ଙ୍କ ର ହତ୍ୟା କରାଯାଇଥିଲା I

ଏହି ହତ୍ୟା ମେହସମ୍ପର ଗ୍ରାମ ରେ ଏକ ଲାଇଭ ପ୍ରତିଯୋଗିତା ସମୟ ରେ ହିଁ ହେଇଥିଲା I ଅମର ସିଂ ଚମକୀଲା ଙ୍କ ର ହତ୍ୟା ପରେ ଅବତାର ତାଙ୍କ ସ୍ଥାନ ନେଇଥିଲେ I ଆଜିକା ସମୟ ରେ ସିଙ୍ଗର ଅବତାର ଚମକ ଙ୍କ ର ଗୀତ କୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି I ଏକ ଦିନ ରେ ସେ ଦୁଇ ଦୁଇଟି ପ୍ରୋଗ୍ରାମ ମଧ୍ୟ କରୁଥିଲେ ଓ କୋଟି କୋଟି ସମ୍ପତି ର ମାଲିକ ହେଇପାରିଥିଲେ I କିନ୍ତୁ ଆଜିକା ଦିନ ରେ ସେ ଅସହାୟ ହେଇଯାଇଛନ୍ତି ଏବଂ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି I

ସମୟ ପରିବର୍ତନ କାରଣ ରୁ ସିଙ୍ଗର ଅବତାର ଚମକ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟ ରେ ମତ ଭେଦ ଉପୁଜିଥିଲା I ଏବଂ ଏକ ହସଖୁସି ର ପରିବାର ଭାଙ୍ଗିଯାଇଥିଲା I ପୁରା ସମ୍ପତି ତାଙ୍କ ପତ୍ନୀ ଙ୍କ ର ନାମ ରେ ଥିଲା I ତେଣୁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯିବା ପରେ ସେ ଏକାକୀ ହେଇଯାଇଥିଲେ I ସିଙ୍ଗର ଅବତାର ଚମକ ଏହା ପରେ ତାଙ୍କ ଭଉଣୀ ଙ୍କ ପାଖ ରେ ଯାଇ ରହିଥିଲେ I ବିଗତ 5 ବର୍ଷ ପୂର୍ବ ରୁ ସିଙ୍ଗର ଅବତାର ଚମକ ଭାତ୍ୱିଣ୍ଡ ଆସିଥିଲେ I କୌଣସି କାମ ନ ଥିଲା କି କିଛି ଘର ମଧ୍ୟ ନ ଥିଲା I

ଏବଂ ସେଠାରେ ଜଣେ ବୟସ୍କ ମହିଳା ହିଁ ତାଙ୍କ ର ସହାୟତା କରିଥିଲେ I ଏବଂ ଅବତାର ଚମକ ଭାତ୍ୱିଣ୍ଡ ରେ ଏକ ସିକ୍ୟୁରିଟି କମ୍ପାନୀ ରେ କାମ କରୁଥିଲେ I ବିଗତ 7 ନଭେମ୍ବର ରେ ସାଇକେଲ ରେ ଯିବା ସମୟ ରେ ତାଙ୍କ ର ଏକ ପଶୁ ସହ ମାଡ଼ ବାଜି ଅଘଟଣ ଘଟିଯାଇଥିଲା ଓ ଏହି ଅଘଟଣ ରେ ତାଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଥିଲା I ଏକ ସମୟ ରେ ସେ ସଂଗୀତ ଜଗତ ର ବାଦଶାହ ଥିଲେ କିନ୍ତୁ ଆଜି ଏପରି ସମସ୍ୟା ଦେଇ ଗତି କରୁଛନ୍ତି I