ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ଅଫିସର, ଯାହାଙ୍କ ଗୋଟେ ଝଲକ ପାଇବା ପାଇଁ ଲୋକମାନେ ପାଗଳ ହୋଇଯାଉଛନ୍ତି

ସୋସିଆଲ ମିଡ଼ିଆ ରେ ଆମେ ଅନେକ ଘଟଣା ସମ୍ପର୍କ ରେ ଶୁଣିଥାଉ I ତେବେ ସୋସିଆଲ ମିଡ଼ିଆ ଆଜିକାଲି କାହାରି ବି ଲୋକପ୍ରିୟତା କୁ ବଢ଼ାଇଥାଏ I ତେବେ ଚାଲନ୍ତୁ ଆଜି ଆମେ ଆପଣ ଙ୍କୁ ଜଣେ ଏପରି ସୁନ୍ଦର ଅଫିସର ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାଙ୍କ ପରି ଅଫିସର ଆପଣ ପୂର୍ବ ରୁ ଦେଖି ନ ଥିବେ I

ଏହି ସୁନ୍ଦର ଅଫିସର ଙ୍କ କାରଣ ରୁ ତ ବିନା କାରଣ ରେ ଲୋକେ କ୍ରିମିନାଲ ବି ହେଇଯାଇଥାନ୍ତି I ଏବଂ ଏହି ସୁନ୍ଦରୀ ଅଫିସର ଙ୍କ ହାତ ରେ ହିଁ ଆରେଷ୍ଟ ହେବାକୁ ଚାହିଁଥାନ୍ତି I ତେବେ ଦେଖିବାକୁ ଗଲେ ଏ ଜଣେ ପାକିସ୍ତାନୀ ଅଫିସର ଅଟନ୍ତି I ଯିଏ କି ଆଜିକାଲି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚା ରେ ଅଛନ୍ତି I ଏହି ସୁନ୍ଦରୀ ଅଫିସର ଙ୍କ ଆଗରେ ଅନେକ ରଥି ମୁଣ୍ଡ ନୁଆଇଥାନ୍ତି I ତେବେ ଏହି ମହିଳା ପାକିସ୍ତାନ ର ACP ଅଟନ୍ତି I

ଏହି ସୁନ୍ଦରୀ ମହିଳା ଙ୍କ ର ନାମ ଡାକ୍ତର . ଅନୁମ ମସୂଦ ଚୌଧରୀ ଏବଂ ବର୍ତମାନ ର ACP ଅଟନ୍ତି I ସେ ପୋଲିସ ରେ ଜୈନ କରିବା ପୂର୍ବ ରୁ ଜଣେ ଡାକ୍ତର ଥିଲେ I ପୋଲିସ ଚାକିରୀ ରେ ସେ ପ୍ରଥମ ଥର କରି ଲାହୋର ରେ ଜୈନ କରିଥିଲେ I କିନ୍ତୁ ଏହା ପରେ ତାଙ୍କ ର ଟ୍ରାନ୍ସ୍ଫର ଏବଟାବାଦ କୁ ହେଇଥିଲା I ସେ ବର୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚା ରେ ଅଛନ୍ତି I

ଦେଖିବାକୁ ଗଲେ ଡାକ୍ତର ମାସୁଦ ଚୌଧରୀ ଜଣେ ଏପରି ମହିଳା ଯିଏ କି ସିସିଏସ ପରୀକ୍ଷା ରେ 2011 ରେ 40 ନମ୍ବର ସ୍ଥାନ ରେ ରହି ପାସ ହେଇଥିଲେ I ଏହି ସୁନ୍ଦରୀ ଅଫିସର ଙ୍କ ର ସବୁ ଲୋକେ ବେଶ ପ୍ରଶଂସା କରୁଛନ୍ତି I

ଫେସବୁକ ରୁ ନେଇ ଟ୍ୱିଟର ପର୍ଯ୍ୟନ୍ତ ତାଙ୍କ ର ଫୋଟୋ ଖୁବ ଭାଇରଲ ହେବାରେ ଲାଗିଛି I ଏବଂ ଲୋକେ ବି ଏହି ମହିଳା ଙ୍କ ର ସଫଳତା ର ଖୁବ ଚର୍ଚା କରୁଛନ୍ତି I ସେ ଗୋଲଡ ମେଡାଲ ବି ପାଇଛନ୍ତି I ଏବଂ ଆଜି ନିଜ ପରିଶ୍ରମ କାରଣ ରୁ ସେ ସଫଳତା ଶୀର୍ଷ ରେ ପହଂଚିପାରିଛନ୍ତି I