ଏପରି ଝିଅ ମାନେ ହୋଇଥାନ୍ତି ମା ଲକ୍ଷ୍ମୀଙ୍କର ସ୍ଵରୂପ; ଘରେ ପାଦ ପଡିବା ମାତ୍ରେ ବଦଳି ଯାଇଥାଏ ସ୍ଵାମୀ ଓ ପୁରା ପରିବାରର ଭାଗ୍ୟ

ମହିଳା ଙ୍କୁ ହିନ୍ଦୁ ଧର୍ମ ମାତା ଲକ୍ଷ୍ମୀ ଙ୍କ ର ସ୍ୱରୂପ କୁହାଯାଇଥାଏ I ଯେଉଁ ଘରେ ମହିଳା ଙ୍କୁ ଅସନମାନ କରାଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେଇ ନ ଥାଏ I ଭଗବାନ ନାରୀ ଙ୍କୁ ସୁନ୍ଦର କରିଛନ୍ତି ସତ କିନ୍ତୁ ନାରୀ ଙ୍କ ର ଶରୀର ର ସାରାଂଚନା ରୁ ତାଙ୍କ ର ଭାଗ୍ୟଶାଲୀ ହେବା ବିଷୟ ରେ ମଧ୍ୟ ଜଣାଯାଇଥାଏ I

ଯେଉଁ ନାରୀ ଙ୍କ ର ପାଦ ରେ ପଦ୍ମ , ଚକ୍ର ଓ ଶଙ୍ଖ ଚିହ୍ନ ରହିଥାଏ
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ପାଦ ରେ ପଦ୍ମ , ଚକ୍ର ଓ ଶଙ୍ଖ ଚିହ୍ନ ରହିଥାଏ , ସେମାନେ ବହୁତ ସୁନ୍ଦର ହେଇଥାନ୍ତି I ଏହି ନାରୀ ମାନେ ଉଚ୍ଚ ପଦବୀ ରେ ନିଯୁକ୍ତ ହେଇଥାନ୍ତି I

ଯେଉଁ ଯୁବତୀ ଙ୍କ ର ଗାଲ ରେ ଡିମପାଲ ରହିଥାଏ
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ଗାଲ ରେ ଡିମପାଲ ରହିଥାଏ ସେମାନେ ଦେଖିବାକୁ ଖୁବ ଆକର୍ଷିତ ହେଇଥାନ୍ତି ଓ ଏହି ଯୁବତୀ ମାନେ ଖୁବ ଭାଗ୍ୟଶାଲୀ ମଧ୍ୟ ହେଇଥାନ୍ତି I

ଯେଉଁ ଯୁବତୀ ଙ୍କ ର ଡାହାଣ ଗାଲ ରେ କଳାଯାଇ ରହିଥାଏ
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ଡାହାଣ ଗାଲ ରେ କଳାଯାଇ ରହିଥାଏ ସେମାନେ ଧନୀ ହେଇଥାନ୍ତି ଓ ବୈଭବସାଲି ହେଇଥାନ୍ତି I ଏହି ମହିଳାମାନେ ନିଜ ର ଆବଶ୍ୟକତା କୁ ନିଜ ର ନିୟନ୍ତ୍ରଣ ରେ ରଖିଥାନ୍ତି I

ଯେଉଁ ମହିଳା ଙ୍କ ର ଆଖି ହରିଣ ପରି
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ଆଖି ହରିଣ ପରି ହେଇଥାଏ ସେମାନେ ଖୁବ ଅଧିକ ଭାଗ୍ୟଶାଲୀ ହେଇଥାନ୍ତି I ଏହି ଯୁବତୀମାନେ ଜୀବନ ରେ ଅନେକ ସୁଖ ରେ ରହିଥାନ୍ତି I ଏହି ମହିଳାମାନେ ଯେଉଁ ଘର କୁ ବିବାହ ଯାଇଥାନ୍ତି ସେହି ଘରେ ମଧ୍ୟ ସୁଖ ଶାନ୍ତି ର ବାତାବରଣ ରହିଥାଏ I

ଯେଉଁ ମହିଳା ଙ୍କ ର ଜିଭ ଲାଲ ହେଇଥାଏ
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ଜିଭ ଲାଲ ହେଇଥାଏ ସେମାନେ ବହୁତ ସୁଖ ପ୍ରାପ୍ତି କରିଥାନ୍ତି I ତାଙ୍କ ପରିବାର ଲୋକେ ମଧ୍ୟ ଖୁସି ରେ ରହିଥାନ୍ତି I

ଯେଉଁ ମହିଳା ଙ୍କ ର ନାକ ଆଗ ରେ କଳାଯାଇ
ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ନା ଆଗ ରେ କଳାଯାଇ ରହିଥାଏ ସେମାନେ ଜୀବନ ରେ ଅନେକ ଧନ ସମ୍ପତି ପ୍ରାପ୍ତି କରିଥାନ୍ତି ଓ ସୁଖଦ ଜୀବନ ଅତିବାହିତ କରିଥାନ୍ତି I