ଏପରି ସେଲ୍ଫି କେବଳ ଭାରତୀୟ ମାନେ ହିଁ ନେଇ ପାରିବେ , ଦେଖିଲା ପରେ ହସି ହସି ଗଡି ଯିବେ ଆପଣ !

ଗୋଟେ ସମୟ ଥିଲା ଯେତେବେଳେ ଫୋଟୋ ଉଠାଇବା ପାଁଇ କାହାରିକୁ ନା କାହାରିକୁ ଖୋଜିବାକୁ ପଡୁଥିଲା I କିନ୍ତୁ ଯେବେଠାରୁ ଭଗବାନ ଙ୍କ ର କୃପା ରୁ ସେଲ୍ଫି ସୁବିଧା ଆସିଲାଣି ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ଲୋକେ ନିଜ ଫୋଟୋ ନିଜେ ହିଁ ଉଠାଇଥାନ୍ତି I

ଆଉ ସେଥିରେ ଆମେ ଭାରତୀୟ ସବୁଠାରୁ ଅଗାରେ ରହିଥାଉ ଏବଂ ଆମେ ଏହି ସେଲ୍ଫି ନେବା ସମୟରେ ନିଜ ର କ୍ରିୟାଟିଭିଟି ହେଉଛି ମୁଖ୍ୟ ଜିନିଷ I ଆଉ ଯେଉଁ ଫୋଟୋ ଦେଖି ଆପଣ ହସି ହସି ଗଡ଼ିଯିବେ I

ପ୍ରଥମେ ସେଲ୍ଫି
ବର୍ତମାନ ଏହି ଭାଇ ଜଣଙ୍କ ଫୋଟୋ ନେଉଛନ୍ତି ନା ସେଲ୍ଫି ଏଥିରେ ଏତେ ଫରକ ପଡୁନାହିଁ I କିନ୍ତୁ ଏହି ବ୍ୟକ୍ତି ଙ୍କ ର ପିଲାଙ୍କୁ ଧରିବା ର ଅନ୍ଦାଜ ସମ୍ପୂର୍ଣ ଭିର୍ଣ୍ଣ ଅଟେ I

ଏହା ଅଲଗା ନୁହେଁ
ଲୋକେ ସେଲ୍ଫି ନେବା ଜାଣିଥାନ୍ତି କିନ୍ତୁ ତଥାବି ଆରମ୍ଭ ହେଇଗଲେ ତ ସରେନି I

ଏକ ନମ୍ବର ବାବା
ଏହି ବ୍ୟକ୍ତି ଜଣଙ୍କ ଖାଲିଟାରେ ଏହି ଚଷମା ପିଂଧିନାହାନ୍ତି I କିଛି ଚିନ୍ତା କରିକି ହିଁ ପିନ୍ଧିଛନ୍ତି I

ବହୁତ ଭଲ
ଏହା ତ ସତ କି ସମସ୍ତଙ୍କ ର ନିଜ ର କିଛି କିଛି ପସନ୍ଦ ଥାଏ , କିନ୍ତୁ ଏପରି ପସନ୍ଦ କେବେ ଦେଖି ନ ଥିବେ I

ଏହି ବାବୁ ଜଣଙ୍କ ଅଧିକ ଟ୍ୟାଲେଣ୍ଟେଡ ଜଣାପଡୁଛନ୍ତି
ଭଲ ବନ୍ଧୁ ଏହି ସମୟ ରେ ହିଁ କାମ ରେ ଆସିଥାନ୍ତି I ଆପଣ ଙ୍କୁ ଭଲ କରିବା ପାଁଇ କିଛି ବି କରିଥାନ୍ତି I

ବାହା ରେ ବାହା
ଫୋଟୋ ନେବାର ଅନେକ ଷ୍ଟାଇଲ ଆପଣ ଦେଖିଥିବେ I ଆପଣ ମଧ୍ୟ ଏହି ଫୋଟୋ କୁ ନିଜ ପାର୍ଟନର ଙ୍କ ସହ ସେୟାର କରିବେ I

ଏହି ପିଲା ଥିଲା
ସେ ଏହି ଫୋଟୋ କୁ ନିଜ ନାତି ନାତୁଣୀ ଙ୍କୁ ଦେଖାଇବା ପାଁଇ ହିଁ ରଖିଥିବେ I ବୁଢା ହେଲେ ଦେଖାଇବେ ଦେଖା ଆମେ କିପରି ଚାଷ କରିବାକୁ ଯାଉଥିଲୁ I

ଏତେ ଖୁସି
ଆମେ ତ ପୋଲିସ ଙ୍କ ଠାରୁ ନିୟମ ଭଂଗିକି ଖସିକି ଯାଇଥାଉ କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ତ ଚାଲାଣ କାଟିବାକୁ ଖୁସି ହେଉଛନ୍ତି I

ରାଗ ଆସିବ ନାହିଁ ?
ଏପରି ଘଟଣା ଦେଖିକି ତ କିଛି ଲୋକେ ରାଗି ଯାଇଥାନ୍ତି I କିନ୍ତୁ ଏପରି ଲୋକେ ତ ଏହି ସମୟ ରେ ବି ସେଲ୍ଫି ନେଇଥାନ୍ତି I

ଏ ବି କାମ ନୁହେଁ
ଏହି ବ୍ୟକ୍ତି ଜଣଙ୍କ ବି ବହୁତ ଟ୍ୟାଲେଣ୍ଟେଡ ଅଟନ୍ତି I ସବୁ କୋଣ ରୁ ହିଁ ଫୋଟୋ ନେଇକି ଛାଡ଼ିବେ I

ଏହା କିପରି ଟ୍ରେଣ୍ଡ
ଗୁଗଲ ରେ ଆପଣ ଅନେକ ଫୋଟୋ ଦେଖିବେ କି ଲୋକେ ମୃତ ବ୍ୟକ୍ତି ଙ୍କ ସହ ଫୋଟୋ ଉଠାଉଛନ୍ତି I ଏହି ଲୋକଙ୍କ ର ଦୁଃଖ କୁ ପରିପ୍ରକାଶ କରିବା ର ତରିକା ମୁ ତ ଜାଣି ପାରିଲି ନାହିଁ I

ମୃତ୍ୟୁ ସହ ସେଲ୍ଫି
ଲାଗୁଚି କି ଏମାନଙ୍କୁ ମରିବାକୁ ଡର ନାହିଁ I ସେଫାଇ ନେବା ପରେ ତାଙ୍କ ର କଣ ହେଇଥିବ I

ଏହା ବି ଅଲଗା
ଦୁନିଆ ଯେଉଁଦିନ ଧ୍ବଂସ ପାଇବାକୁ ଯାଉଥିବ ଏହି ବ୍ୟକ୍ତି ମାନେ ସେହି ଦିନ ବି ସେଲ୍ଫି ନେବାକୁ ପସନ୍ଦ କରିବେ I

ମଲ୍ଟିଟ୍ରକ୍ଟିଙ୍ଗ
ସେଲ୍ଫି ଷ୍ଟିକ ରେ ସିନା ଅନେକ ଲୋକେ ଖର୍ଚ୍ଚ କରିଥିବେ କିନ୍ତୁ ଆମେ ଭାରତୀୟ ନିଜେ ହିଁ ନିଜ ଫୋଟୋ ଉଠାଇଥାଉ I

ଜୟ ମହାକାଳ
କିଏ କହୁଛି କି ଭରତୀୟ ମାନେ ମର୍ଡନ ନୁହନ୍ତି ବୋଲି I ଏହା ର ଏକ ଜ୍ୱଳନ୍ତ ଉଦାହରଣ ହେଲା ଏହି ଫୋଟୋ I

Share Your Comments Below