ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟ ବିଗତ ଦିନ ରେ ଏହା ପ୍ରକାଶ କରିଥିଲେ କି କେଉଁ କାରଣ ରୁ ସେ ଅଚାନକ ଅଭିଷେକ ଙ୍କ ସହ ବିବାହ କରିଛନ୍ତି I ସେ ରୋକା ବିଷୟ ରେ ଜାଣି ନ ଥିଲେ I ଐଶ୍ୱର୍ଯ୍ୟ ଜାଣି ନ ଥିଲେ କି ରୋକା କଣ କପରି ହେଇଥାଏ I
ଐଶ୍ଵର୍ଯ୍ୟ ତାଙ୍କ ପତି ଅଭିଷେକ ଙ୍କ ଠାରୁ 3 ବର୍ଷ ବଡ଼ ଅଟନ୍ତି କିନ୍ତୁ ଆପଣ ଏହା ଜାଣି ନ ଥିବେ କି ଏପରି ଅଭିଷେକ 3 ବର୍ଷ ବଡ଼ ଅଭିନେତ୍ରୀ ଙ୍କ ସହ ବିବାହ କଣ ପାଁଇ କରିଥିଲେ I
ଐଶ୍ୱର୍ଯ୍ୟ ଙ୍କ ର ସୁନ୍ଦରତା କୁ ଦେଖି ଅଭିଷେକ ବିବାହ କରି ନ ଥିଲେ , ଏହି କଥା ନିଜେ ଅଭିଷେକ ଏକ ଇଣ୍ଟରଭିୟୁ ରେ କହିଥିଲେ I
ଅଭିଷେକ ଏହି ଇଣ୍ଟରଭିୟୁ ରେ କହିଥିଲେ 3 ବର୍ଷ ବଡ଼ ଥିବା ଐଶ୍ୱର୍ଯ୍ୟ ଙ୍କୁ ବିବାହ କରିବା ର କାରଣ ଥିଲା କିଛି ଅଲଗା I
ଅଭିଷେକ , ଐଶ୍ୱର୍ଯ୍ୟ ଙ୍କ ସହ ଏଥିପାଇ ବିବାହ କରି ନ ଥିଲେ କାରଣ ସେ ଜଣେ ସଫଳ ଅଭିନେତୀ ଅଟନ୍ତି , କିମ୍ବା ସଫଳତମ ବିଶ୍ୱ ସୁନ୍ଦରୀ ଅଟନ୍ତି I
ଐଶ୍ୱର୍ଯ୍ୟ ଙ୍କ ର ଭଲ ବ୍ୟକ୍ତିତ୍ୱ କାରଣ ରୁ ସେ ତାଙ୍କୁ ବିବାହ କରିଛନ୍ତି I’
ଅଭିଷେକ ଙ୍କ କହିବା ଅନୁସାରେ ଐଶ୍ୱର୍ଯ୍ୟ ବିନା ମେକାପ ରେ ରାତି ରେ ରହିବାକୁ ପସନ୍ଦ କରନ୍ତି ଏବଂ ଏହା ଅଭିଷେକ ଙ୍କୁ ପସନ୍ଦ ଲାଗିଲା ଓ 2007 ରେ ଐଶ୍ୱର୍ଯ୍ୟ ଓ ଅଭିଷେକ ଙ୍କ ର ବିବାହ ହେଇଥିଲା I
ଐଶ୍ୱର୍ଯ୍ୟ ଙ୍କ ପୂର୍ବ ରୁ ଅଭିଷେକ ଙ୍କ ର ନିର୍ବନ୍ଧ କରିସ୍ମା କପୁର ଙ୍କ ସହ ହେଇଥିଲା ଏବଂ ଅଭିଷେକ ତାଙ୍କୁ ଡିମାଣ୍ଡ ରିଙ୍ଗ ଦେଇ ପ୍ରପୋଜ କରିଥିଲେ I ତେଣୁ କରିସ୍ମା ତାଙ୍କୁ ମନା ମଧ୍ୟ କରି ନ ଥିଲେ I
କରିସ୍ମା ମଧ୍ୟ କହିଲେ ଅଭିଷେକ ଙ୍କ ପରି ଭଲ ବ୍ୟକ୍ତିତ୍ୱ ର ମଣିଷ ତାଙ୍କୁ ଆଉ କେହି ମିଳିବେ ନାହିଁ I
କିନ୍ତୁ କୌଣସି ବ୍ୟକ୍ତିଗତ କାରଣ କୁ ନେଇ ଏହି ନିର୍ବନ୍ଧ ଭାଙ୍ଗିଯାଇଥିଲା I ଏହି ବିଷୟ ରେ କେହି କିଛି କହିବାକୁ ପସନ୍ଦ କରି ନ ଥିଲେ I
କିନ୍ତୁ କିଛି ଲୋକ ଙ୍କ କହିବା ଅନୁସାରେ ଏହି ନିର୍ବନ୍ଧ ଜୟା ବଚ୍ଛନ ଙ୍କ କାରଣ ରୁ ଭାଙ୍ଗିଥିଲା I ହେଲେ ଏକ ଇଣ୍ଟରଭିୟୁ ରେ ଏହା ଶୁଣିବାକୁ ମିଳିଥିଲା କି ନିର୍ବନ୍ଧ ଭାଙ୍ଗିବା ର କାରଣ ଅଭିଷେକ ବଚ୍ଛନ ଅଟନ୍ତି I
ସୂଚନା ମୁତାବିକ କରିସ୍ମା ବିବାହ ପରେ ଅଭିଷେକ ଙ୍କ ସହ ବଚ୍ଛନ ପରିବାର ରୁ ଅଲଗା ହେଇ ରହିବାକୁ ଚାହୁଁଥିଲେ I
କିନ୍ତୁ କରିସ୍ମା ଙ୍କ ର ଏହି ନିଷ୍ପତି କୁ ଅଭିଷେକ ପସନ୍ଦ କରି ନ ଥିଲେ I ତେଣୁ ଏହି ନିର୍ବନ୍ଧ ଭାଙ୍ଗିଯାଇଥିଲା I