୪୧ ବର୍ଷରେ ଥରେ ଏଠାକାର ଲୋକ ମାନଙ୍କୁ ଦେଖା କରିବାକୁ ଆସିଥାନ୍ତି ପ୍ରଭୁ ହନୁମାନ… ହନୁମାନ ଜି ନିଜେ ଦେଇଥିଲେ କଥା

ଆପଣ ଇତିହାସ ଓ ଶାସ୍ତ୍ର ର ପୃଷ୍ଠା ରୁ ଜାଣିପାରିବେ ଏପରି 7 ଜଣ ଯେଉଁମାନେ କି ଏହି ଧରା ପୃଷ୍ଠା ରେ କେଉଁ ଆଦି ଅନନ୍ତ କାଳ ରୁ ଜୀବିତ ଅଛନ୍ତି ଏବଂ ଏହି ପାତ୍ର ଙ୍କ ମଧ୍ୟ ରେ ପ୍ରଭୁ ହନୁମାନ ମଧ୍ୟ ଅନ୍ୟତମ ଅଟନ୍ତି I

ଏପରି ଲୋକ ଙ୍କ ର ବିଶଶ୍ବସ ରହିଛି କି ପ୍ରାୟ 41 ବର୍ଷ ଅନ୍ତରରେ ଏହି ଆଦିବାସୀ ସମୁଖ କୁ ସାକ୍ଷ୍ୟାତ କରିବାକୁ ପ୍ରଭୁ ଆସିଥାନ୍ତି I ସେତୁ ଏସୀୟ ନାମ ଏକ ୱେବସାଇଟ ରେ ଏହା ଉଲେଖ ରହିଛି ଶ୍ରୀ ଲଙ୍କା ରେ ଜଙ୍ଗଲ ମଧ୍ୟ ରେ ଏକ ଆଦିବାସୀ ସମୂହ ରୁହନ୍ତି ଯାହା ଙ୍କୁ ଦେଖା ହେବାକୁ ହନୁମାନ ପ୍ରାୟ 41 ବର୍ଷ ଅନ୍ତର ରେ ଥରେ ଆସିଥାନ୍ତି I ଏବଂ ଏହି ୱେବସାଇଟ ରେ ଅନେକ ଗବେଷଣା ଓ ଅନୁସନ୍ଧାନ ପରେ ହିଁ ଏହି ସୂଚନା ଦିଆ ଯାଇଛି I

ଶ୍ରୀ ଲଙ୍କା ର ପୀଡ଼ୁର ପର୍ବତ ର ଜଙ୍ଗଲ ରେ ରହୁଥିବା ମତଙ୍ଗ କବିଲେ ଅଂଚଳର ଲୋକେ ତାଙ୍କ ଜନ ବସତି ବହୁତ କମ ଅଟେ I ଏବଂ ସେମାନେ ଶ୍ରୀ ଲଙ୍କା ର ଅନ୍ୟ ସ୍ମୁଦାୟା ରୁ ବହୁତ ଭିର୍ନ ଅଟନ୍ତି I ଏବଂ ସେମାନେ ଜଙ୍ଗଲୀ ଜୀବନଶୈଳୀ ରେ ଆଜି ମଧ୍ୟ ବଂଚୁଛନ୍ତି I

ସେତୁ ର କହିବା ଅନୁସାରେ ଏହି ଆଦିବାସୀ ସମୁଖ ମନ୍ତ୍ର ଓ ଜପ ଆଦି କରନ୍ତୁ ଏବଂ ସେଠାରେ 980 ମିଟର ବ୍ୟବଧାନ ରେ ଏପରି କେଉଁ ବ୍ୟକ୍ତିନାହିଁ ଯେଉଁମାନେ କି ଆତ୍ମୀୟ ରୂପେ ହନୁମାନ ଙ୍କ ସହ ଜଡିତ ନାହାନ୍ତି I ଏବଂ ତାଙ୍କ କହିବା ଅନୁସାରେ ସେମାନେ 41 ବର୍ଷ ଅନ୍ତର ରେ ଥରେ ହନୁମାନ ଙ୍କ ର ଦର୍ଶନ କରିଥାନ୍ତି I