ଯୁବତୀ ଙ୍କୁ ପଠାଯାଇଥାଏ ନିବସ୍ତ୍ର – ଏହା ଶୁଣି ଆପଣ ଙ୍କୁ ନିଶ୍ଚିତ ରୂପେ ଟିକେ ଆଶ୍ଚଯ୍ୟ ଲାଗିଥିବ I ଆମ ଦେଶ ର ବୈଜ୍ଞାନିକ ମାନେ ଆଜିକା ସମୟ ରେ ଚନ୍ଦ୍ର ରେ ଅବତରଣ କରି ସାରିଛନ୍ତି I ଆମ ଦେଶ ଆଜିକା ସମୟ ରେ ଅନେକ ପ୍ରଗତି କରିଥିଲେ ମଧ୍ୟ ଆମ ଦେଶ ରେ ଅନେକ ସ୍ଥାନ ରେ ଏପରି ଅନେକ ଅନ୍ଧ ବିଶ୍ୱାସ ରହିଛି I ଏହା ପଛ ରେ ଅନେକ କିଛି କାରଣ ରହିଛି I ତେବେ ଆଜି ର ଏହି ପୋଷ୍ଟ ରେ ଆମେ ଆପଣ ଙ୍କୁ ଏହିପରି ଏକ ଘଟଣା ସମ୍ବନ୍ଧ ରେ ଆଲୋଚନା କରିବା I
ବିହାର ର ଏକ ଗ୍ରାମ ରେ ଯଦି ବର୍ଷା ନ ହୁଏ ତେବେ ମରୁଡି ପରିସ୍ଥିତି ଆସିଯାଇଥାଏ I ତେବେ ଏହି କାରଣ କୁ ନେଇ ଗ୍ରାମ ରେ ଅନେକ ଅଜୀବ ପରମ୍ପରା ରହିଛି I ଭାରତ ଏକ ଚାଷ ପ୍ରାଧାନ୍ୟ ଦେଶ ଅଟେ I ଭାରତ ରେ ଅଧିକାଂଶ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି I ତେଣୁ ଯଦି ବିହାର ର ଏହି ଗ୍ରାମ ରେ ବର୍ଷା ହେଇ ନ ଥାଏ ତେବେ ଫସଲ ହାନି ହେବାର ଆଶଙ୍କା ରହିଥାଏ I ଫସଲ ହାନି ହେବା ଦ୍ୱାରା ଚାଷୀ ମାନେ ଅନେକ ହଇରାଣ ହେଇଥାନ୍ତି I
ଏହି ମରୁଡି ସମସ୍ୟା ରୁ ଉଦ୍ଧାର ପାଇବାକୁ ଲୋକେ ଅନେକ ଉପାୟ ଆପଣେଇଥାନ୍ତି ଓ ଅନେକ ସ୍ଥାନ ରେ ଏହିପରି ମାମଲା କୁ ନେଇ ଅନେକ ଅନ୍ଧ ବିଶ୍ୱାସ ମଧ୍ୟ ରହିଛି I ଆଜି ଆମେ ବିହାର ରାଜ୍ୟ ର ଏହି ଗ୍ରାମ ରେ ଥିବା ଅଜୀବ ପରମ୍ପରା ବିଷୟ ରେ ଆଲୋଚନା କରିବା କୁ ଯାଉଛୁ ଏବଂ ଏହା ଶୁଣି ଆପଣ ବେଶ ଆଶ୍ଚଯ୍ୟ ହେବେ I
ଯୁବତୀ ଙ୍କୁ ଉଲଘ୍ନ ରାତି ରେ ବାହାର କୁ ପଠାଯାଇଥାଏ I
ଦେଶ ର ସବୁଠାରୁ ବୃହତମ ରାଜ୍ୟ ବିହାର ଅଟେ I ବିହାର ର ଏକ ଗ୍ରାମ ରେ ଆଜିକା ସମୟ ରେ ମଧ୍ୟ ମାନ୍ୟତା ରହିଛି କି ଯୁବତୀ ଙ୍କୁ ବିନା କପଡା ରେ ରାତି ରେ ବାହାର କୁ ପଠାଯାଇଥିଲେ ଭଗବାନ କ୍ରୋଧିତ ହୁଅନ୍ତି ନାହିଁ I ଅନେକ ବର୍ଷ ବର୍ଷ ଧରି ଏହି ପରମ୍ପରା ଲାଗି ରହିଛି I ସୂର୍ଯ୍ୟ ଅସ୍ତ ହେବା ପରେ ଏହି ଗ୍ରାମ ର ଯୁବତୀ ଙ୍କୁ ବାହାର କୁ ବିନା କପଡା ରେ ପଠାଯାଇଥାଏ I ଏବଂ ଏହା ଦ୍ୱାରା ଭଗବାନ ଖୁସି ହେଇଥାନ୍ତି I
ଆଶ୍ଚଯ୍ୟକର ମାନ୍ୟତା
ମାନ୍ୟତା ଅନୁସାରେ ଏହି ଗ୍ରାମ ର ଯୁବତୀ ମାନେ ଖେତ କୁ କପଡା ପିଂଧିକି ଗଲେ ଭଗବାନ କ୍ରୋଧିତ ହେଇଥାନ୍ତି I ଯାହା ର ପରିଣାମ ସ୍ୱରୂପ ସେହି ଗ୍ରାମ ରେ ବର୍ଷା ହେଇ ନ ଥାଏ ଓ ମରୁଡି ପରିସ୍ଥିତି ରହିଥାଏ I ଏହି ଗ୍ରାମ ର ଏପରି ଅଜୀବ ପରମ୍ପରା ଅନେକ ପିଢ଼ି ଧରି ରହି ଆସିଛି I