ଆଜି ଆମେ ଆପଣ ଙ୍କୁ ଏକ ଏପରି ମେଳା ବିଷୟ ରେ କହିବା କୁ ଯାଉଛେ ଯାହା କି ବହୁତ କମ ଲୋକେ ହିଁ ଜାଣିଛନ୍ତି I ଏଠାରେ ଏହି ମେଳା କୁ ହଜାର ହଜାର ଯୋଡି କେବଳ ସମ୍ବନ୍ଧ ରଖିବା କୁ ଆସିଥାନ୍ତି I ଏବଂ ଏହି ମେଳା ପ୍ରତୋକ ବର୍ଷ ନେବାଦା ମରୁଭୂମି ରେ ବ୍ଲାକ ରକ ସିଟି ରେ ବର୍ଣ୍ଣିଙ୍ଗ ମେନ ମାହୋସ୍ଛବ ନାମ ରେ ପାଳିତ ହେଇଥାଏ I
ଏହି ମେଳା କୁ ଅନେକ ଦୂର ଦୂର ରୁ ଲୋକେ ଆସିଥାନ୍ତି I ଏଠାକୁ ଆସିବା କୁ କୌଣସି ଫିସ ନ ଥାଏ I ଏଠାକୁ ଆସିବା କୁ ହେଲେ ଆପଣ ଙ୍କୁ ଏକ ପାର୍ଟନର ର ଆବଶ୍ୟକତା ରହି ନ ଥାଏ I
ଆପଣ ନିଜ ର ପାର୍ଟନର ମଧ୍ୟ ବଦଳାଇପାରିବେ – ଏଠାକୁ ହଜାର ହଜାର ସଂଖ୍ୟା ରେ ଲୋକେ ଆସିଥାନ୍ତି I ଲୋକ ଙ୍କ ପାଁଇ ବିଶେଷ ବ୍ୟବସ୍ତା ମଧ୍ୟ ହେଇଥାଏ I ଏଠାରେ କେହି ମଧ୍ୟ ନିଜ ପାଁଇ ନୂଆ ପାର୍ଟନର ସିଲେକ୍ଟ କରିପାରିବେ I ଏବଂ ଆପଣ ନିଜ ର ପାର୍ଟନର ମଧ୍ୟ ବଦଳାଇ ପାରିବେ I ଏଠାରେ ଆପଣ ଙ୍କ ପାଁଇ ବିଶେଷ ତମ୍ବୁ ର ବ୍ୟବସ୍ତା ମଧ୍ୟ ହେଇଥାଏ I