ଏଠାରେ ମାତ୍ର ୩୦ ରୁ ୫୦ ହଜାରେ ଟଙ୍କାରେ ମିଳୁଛି ମାରୁତିର ସବୁ କାର, ଯାହାର ଶସ୍ତାରେ ଦରକାର ସେ ନେଉଛନ୍ତି ଏଠାରୁ

ଜାଣିରଖନ୍ତୁ କି ମାରୁତି ର ର କାର ଯେପରି ୱାଗନର , ଅଲ୍ଟୋ ମାତ୍ର 30 ରୁ 50 ହଜାରେ ଟଙ୍କା ରେ ଏଠାରେ ବିକ୍ରୟ ହେଉଛି I ତେବେ ଭାରତ ରେ ଏପରି ଅନେକ ଜାଗା ରହିଛି ଯେଉଁଠାରେ ସେକେଣ୍ଡ ହ୍ୟାଣ୍ଡ କାର ଗୁଡିକ ଦେଖିବାକୁ ମିଳିଥାଏ I

ଏହିପରି ଏକ ମାର୍କେଟ ଦିଲ୍ଲୀର କରଲା ବାଗ ଠାରେ ବି ରହିଛି I ଯେଉଁଠାରେ କି ୱାଗନର ମାତ୍ର 50 ହଜାରେ ଟଙ୍କା ରେ ମିଳୁଛି ତେବେ ମାର୍କେଟ ରେଟ କଥା ଯଦି ଦେଖିବା ତ ଏହା ର ଟପ ମଡେଲ 5 ରୁ 6 ହଜାରେ ଟଙ୍କା ରହିଛି I

ଦିଲ୍ଲୀ ର ଏହି ମାର୍କେଟ
ଦିଲ୍ଲୀ ରେ ସେକେଣ୍ଡ ହ୍ୟାଣ୍ଡ ଗାଡି ର ଏହି ବଡ଼ ମାର୍କେଟ ଟି ରହିଛି I ଏଠାରେ ମାରୁତି ରୁ ନେଇ ମହିନ୍ଦ୍ର , ଫରଦ , ହ୍ୟୁଣ୍ଡୀ , ଭଲକ୍ଷୱାଗନ ପରି ଅନେକ ଗାଡି ଗୁଡିକ ରହିଛି ଏବଂ 2005 ର ୱାଗନର ର ମୂଲ୍ୟ 50 ହଜାରେ ଟଙ୍କା ରହିଛି I

ଫାଇନାନ୍ସ ବି ରହିଛି
ସେକେଣ୍ଡ ହ୍ୟାଣ୍ଡ ମାର୍କେଟ S.S.S Ji Car Bike & Properties ପ୍ରପର୍ଟି ଡିଲର ଙ୍କ ସହ କଥା ହେଇଛନ୍ତି ଏବଂ ଏଠାରେ ଜଣାଯାଇଛି କି ଗାଡି ଗୁଡିକ 30 ହଜାରେ ଟଙ୍କା ରୁ ମୂଲ୍ୟ ଆରମ୍ଭ ହେଇଥାଏ I କାର ସହ ଏଠାରେ ଆପଣ ଏହାର ରେଜିଷ୍ଟ୍ରସନ ସାର୍ଟିଫିକେଟ ମଧ୍ୟ ପାଇପାରିବେ I ଏବଂ ଏଠାରେ କୌଣସି ବି ଫ୍ରଡ ହେବାର ସମ୍ଭାବନା ନାହିଁ I

ଏହି କଥା କୁ ଧ୍ୟାନ ଦେବେ
ଯଦି ଆପଣ ଏଠାରୁ କାର କିଣୁଛନ୍ତି ତ ଜାଣିରଖନ୍ତୁ କି ଏହି କାର ଉପରେ ଆପଣ ଙ୍କ ର ଅଧିକ ଧାରଣା ରହିବା ଆବଶ୍ୟକ ଅଟେ ଦରକାର ପଡିଲେ ଆପଣ କୌଣସି ମେକାନିକ କୁ ଦେଖାଇ ଏହି ଗାଡି କିଣି ପାରିବେ I