ଟିକେ ଚିନ୍ତା କରନ୍ତୁ ତ ଯଦି କେଉଁଠାରେ ବିବାହ ପୂର୍ବ ରୁ ପୁଅ ଝିଅ ଙ୍କ ର ଚତୁର୍ଥୀ ରାତି ହେଉଛି ତ ଏହା ର ମଜା ସମ୍ପୂର୍ଣ ଭିର୍ଣ ଅଟେ I ଏହା ଶୁଣିବା କୁ ଆପଣ ଙ୍କୁ ଆଶ୍ଚୟ ଲାଗିପାରେ I କିନ୍ତୁ ଘଟଣା ଟି ସତ୍ୟ ଅଟେ I ଆମ ସମାଜ ରେ ହୁଏତ ଏହା ର ଅନୁମତି ନାହିଁ କି ବିବାହ ପୂର୍ବ ରୁ ପୁଅ ଝିଅ ଙ୍କ ର ମିଳନ ର ରାତି ଆୟୋଜନ ହେଉ I ଆମ ସମାଜ ରେ ବିବାହ ପୂର୍ବ ରୁ ଉଭୟ ପୁଅ ଓ ଝିଅ ଙ୍କ ର ପରିବାର ଲୋକେ ବସି ଆଲୋଚନା କରିଥାନ୍ତି କିପରି ବିବାହ କାର୍ଯ୍ୟ ପୁରା ହେବ I ଏହା ପରେ ବିବାହ ହେଇଥାଏ ଓ ବିବାହ ପରେ ହି ଦୁହେଁ ଚତୁର୍ଥୀ ରାତି ରେ ଏକତ୍ରିତ ଶାରୀରିକ ସମ୍ବନ୍ଧ ରଖିଥାନ୍ତି I କିନ୍ତୁ ଭାରତ ର ଛତିଶଗଡ଼ ରେ ବସ୍ତର ରେ ଏକ ଏପରି ସ୍ଥାନ ରହିଛି ଯେଉଁଠାରେ କି ଏହି ବିଶେଷ ସମୁଦାୟ ର ଲୋକେ ପୁଅ ଝିଅ ଙ୍କ ର ବିବାହ ପୂର୍ବ ରୁ ହି ତାଙ୍କୁ ଚତୁର୍ଥୀ ରାତି ପାଇ ଅନୁମତି ଦେଇଥାନ୍ତି I
ଏହି ସମ୍ପ୍ରଦାୟ ର ଲୋକ ମୁରିୟ ସମୁଦାୟ ନାମ ରେ ପରିଚିତ ଓ ତାଙ୍କ କହିବା ଅନୁସାରେ ତାଙ୍କ ର ଏହି ପ୍ରଥା କୁ ନେଇ ତାଙ୍କ ସମାଜ ରେ କୌଣସି ବଳାତ୍କାର ପରି ମାମଲା ଦେଖିବା କୁ ମିଳି ନ ଥାଏ I ତାଙ୍କ ର ଏହି ପରମ୍ପରା ର ନାମ ହେଉଛି ଘଟୁଳ ଅଟେ I ଏହି ସମୁଦାୟ ସମୁଦାୟ ର ଲୋକେ ମୁରିୟ ସମୁଦାୟ ନାମ ରେ ପରିଚିତ ଅଟନ୍ତି I
ଏହି ପରମ୍ପରା କିଛି କିଶୋର କିଶୋରୀ ଙ୍କୁ କିଛି ବିଶେଷ ଶିକ୍ଷ୍ୟା ଉଦେଶ୍ୟ ରେ ଆରମ୍ଭ କରାଯାଇଥିଲା I ଏହି ସମୁଦାୟ ର ଲୋକେ ପିଲା ଙ୍କୁ ଦିନ ରେ ଶିକ୍ଷ୍ୟା ପ୍ରଦାନ କରିଥାନ୍ତି I ସନ୍ଧ୍ୟା ରେ ମନୋରଞ୍ଜନ ଆଦି କାର୍ଯ୍ୟ ରେ ବ୍ୟସ୍ତ ରହିଥାନ୍ତି I ଘଟୁଳ ପରମ୍ପରା ରେ ପୁଅ କୁ ଛେଲିକ ଓ ଝିଅ ଙ୍କୁ ମୋତିୟର ନାମ ରେ ସମ୍ବୋଧନ କରାଯାଇଥାଏ I
ଏହି ସମୁଦାୟ ରେ ଉଭୟ ପୁଅ ଝିଅ ପରସ୍ପର କୁ ଜୀବନସାଥୀ ରୂପେ ଚୟନ କରିବା ର ପୂର୍ଣ ସ୍ୱାଧୀନତା ରହିଛି I ଉଭୟ ପ୍ରାପ୍ତ ବୟସ୍କ ହେଇଯିବା ପରେ ହି ତାଙ୍କ ସମୁଦାୟ ର ଲୋକେ ତାଙ୍କ ର ବିବାହ କରାଇ ଥାନ୍ତି I ଏହି ପରମ୍ପରା ରେ ପୁଅ କୁ ପ୍ରଥମେ ବାଉଁଶ ରେ ଏକ କଂଘୀ ପ୍ରସୂତ କରିବା କୁ ହେଇଥାଏ I ଏହିରେ ଯୁବକ ନିଜ ର ସବୁ ପରିଶ୍ରମ ଲାଗିଥାଏ ଓ ବୁଦ୍ଧି ର ପ୍ରୟୋଗ ମଧ୍ୟ କରିଥାଏ I
ଏହି ଘଟୁଳ ପରମ୍ପରା ରେ ଆସିଥିବା ଯୁବତୀ ଙ୍କୁ ଯଦି କୌଣସି ଯୁବକ ଙ୍କ ର କଂଘୀ ପସନ୍ଦ ଆସିଥାଏ ତେବେ ସେ ଏହା କୁ ଚୋରି କରି ନେଇଥାନ୍ତି I ଏହା ଦ୍ୱାରା ହି ତାଙ୍କ ପରିବାର ଲୋକେ ଜାଣିପାରିଥାନ୍ତି କି ତାଙ୍କ ଝିଅ ଉକ୍ତ ଯୁବକ ଙ୍କୁ ନିଜ ଜୀବନସାଥୀ ରୂପେ ହି ଚୟନ କରିଛନ୍ତି I