ଆଜିକା ସମୟ ରେ ଝିଅମାନେ ଟାଇଟ ଜିନ୍ସ ପିନ୍ଧିବା ଖୁବ ପସନ୍ଦ କରିଥାନ୍ତି | ଏବଂ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ସେମାନେ ଅଧିକ ସୁନ୍ଦର ବି ଦେଖାଯାଇଥାନ୍ତି | ତେବେ ଟାଇଟ ଜିନ୍ସ ପିନ୍ଧିବା ଦ୍ୱାରା ମାଂସପେଶୀ ଉପରେ ପ୍ରଭାବ ପଡିଥାଏ ଏବଂ ଆମ ଶରୀର ର ରକ୍ତ ସଂଚାଳନ ବି ଠିକ ରେ ହେଇଥାଏ I ତେବେ ଝିଅମାନେ କେବଳ ସୁନ୍ଦର ଦେଖାଯିବା ପାଁଇ ଟାଇଟ ଜିନ୍ସ ପିନ୍ଧନ୍ତି ନାହିଁ I ଏହା ପଛ ରେ ତିନିଗୋଟି ବଡ଼ କାରଣ ରହିଛି | ଯାହା କୁ ପଢିବା ପରେ ଆପଣ ବି ଆଶ୍ଚଯ୍ୟ ହେବେ |
ପ୍ରଥମ କାରଣ
ତେବେ ଅନେକ ଝିଅ ଙ୍କର କହିବା ଅନୁସାରେ ସେମାନେ ଟାଇଟ ଜିନ୍ସ ଏଥି ପାଇଁ ପିନ୍ଧନ୍ତି କି ମାସିକ ଋତୁସ୍ରାବ ସମୟରେ ତାଙ୍କୁ ପ୍ୟାଡ଼ ଲଗାଇବାକୁ ଏଥିରେ ସୁବିଧା ହେଇଥାଏ I ଏହା ଦ୍ୱାରା ପ୍ୟାଡ଼ ହଲି ନଥାଏ ଓ ଗୋଟିଏ ସ୍ଥାନରେ ହିଁ ରଖିଥାଏ | ତେଣୁ ସେମାନେ ଟାଇଟ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି | ତେବେ ଆସନ୍ତୁ ଜାଣିବା ଦ୍ଵିତୀୟ କାରଣ|
ଦ୍ୱିତୀୟ କାରଣ
ତେବେ ଝିଅମାନେ ଅଧିକ ମୋଟୀ ନ ଦେଖାଯିବ ପାଁଇ ଶାଲବାର ପିନ୍ଧନ୍ତି ନାହିଁ | ସେମାନେ ଏଥି ପାଇଁ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି | ଲରାଣ ଜିନ୍ସ ରେ ଅଧିକ ମୋଟାପଣ ଜଣା ପଡି ନଥାଏ ଓ ସେମାନେ ଅଧିକ ଷ୍ଟାଲିଳିସ ବି ଲାଗିଥାନ୍ତି|
ତୃତୀୟ କାରଣ
ଫେସନ ଅନୁସାରେ ନିଜକୁ ବଦଳାଇବା ଏହା ସମସ୍ତଙ୍କର ଅଭ୍ୟାସ | ଫିଲ୍ମରେ କି ଟିଭି ସିରିଏଲରେ ଯେତେବଳେ ଝିଅ ମାନେ ହିରୋଇନ ମାନଙ୍କୁ ଟାଇଟ ଜିନ୍ସ ପିନ୍ଧିବାର ଦେଖନ୍ତି ସେତେବେଳେ ତାଙ୍କ ଲୁକ ତାଙ୍କୁ ବହୁତ ବୋଲଡ ଲାଗିଥାଏ | ନିଜକୁ ବି ମଧ୍ୟ ସୁନ୍ଦର ଓ ବୋଲଡ କରିବା ପାଇଁ ଝିଅ ମାନେ ଟାଇଟ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି |