ଏହା ହେଉଛି ଭାରତର ସବୁଠାରୁ ଶସ୍ତା କାର ବଜାର, ମାତ୍ର ୬୦ ହଜାର ଟଙ୍କାରେ ମିଳିଜିବ ୬ଲକ୍ଷ ଟଙ୍କାର ଗାଡି କାଗଜ ପତ୍ର ସହ

ଯେପରି କି ଆପଣ ଜାଣିଥିବେ ଲୋକେ ସୁବିଧା ରେ ଗମନା ଗମନ କରିବା ପାଁଇ ଏକ କାର ରଖିଥାନ୍ତି କିମ୍ବା କିଛି ଲୋକେ ନିଜ ର ସଉକ ପାଁଇ ଏକ କାର ରଖିଥାନ୍ତି i କିଛି ବାଇକ ବ୍ୟବହାର କରି କରି ବିରକ୍ତ ହେଇଯିବା ପରେ କାର ପ୍ରତି ନଜର ନେଇଥାନ୍ତି I ବଜାର ରେ ମଧ୍ୟ ନୂଆ ଗାଡି ଓ ପୁରୁଣା ଗାଡି ଉଭୟ ବେଶ ସହଜ ରେ ମିଳିଯାଇଥାଏ I କିନ୍ତୁ ଆଜି ଆମେ ଭାରତ ର ଏପରି ଏକ ବଜାର ବିଷୟ ରେ କହିବା କୁ ଯାଉଛୁ ଯେଉଁଠାରେ ଖୁବ ସହଜ ରେ କାର ମିଳି ଯାଇଥାଏ I ଏହା ହେଉଛି ଦିଲ୍ଲୀ ର ଏକ ମାର୍କେଟ ଯେଉଁଠାରେ ମାରୁତି ୱାଗନର ଗାଡି 60000 ଟଙ୍କା ରେ ହିଁ ମିଳିଯାଉଛି I

ଆଜି ର ବ୍ୟସ୍ତବହୁଳ ସମୟ ରେ ମଧ୍ୟବିତ୍ତ ଶ୍ରେଣୀ ର ଲୋକେ କାର କିଣିବା ଏକ ସ୍ବପ୍ନ ଅଟେ I ତେଣୁ କାର କିଣିବା କିଛି ଲୋକ ଙ୍କ ର ଏକ ସଉକ ଅଟେ I

ଯେଉଁ ଲୋକେ ସରକାରୀ କିମ୍ବା ପ୍ରାଇଭେଟ ସେକ୍ଟର ରେ ଟିକେ ଭଲ ଦରମା ପାଇଥାନ୍ତି ସେମାନେ କିଛି ବର୍ଷ ରେ କାର କିଣିଥାନ୍ତି I କିନ୍ତୁ ମଧ୍ୟବିତ୍ତ ଓ ନିଁମ ଶ୍ରେଣୀ ର ଲୋକେ କାର କିଣିବା ଏକ ସ୍ବପ୍ନ ଅଟେ I ଭାରତ ରେ ଏକ ଏପରି ମାର୍କେଟ ରହିଛି ଯେଉଁଠାରେ ଖୁବ କମ ମୂଲ୍ୟ ରେ ଆପଣ କାର ପାଇପାରିବେ I

ଭାରତ ର ଅନେକ ସହର ରେ ସେକେଣ୍ଡ ହ୍ୟାଣ୍ଡ କାର ସୋ ରୁମ ରହିଛି କିନ୍ତୁ ଦିଲ୍ଲୀ ର କରୋଲ ବାଗ ମାର୍କେଟ ରେ ଯାହା ଅଛି ଆଉ କେଉଁଠି ମିଳିବ ନାହିଁ ଏଠାରେ ସବୁଠାରୁ କମ ମୂଲ୍ୟ ରେ ପୁରୁଣା ଗାଡି ମିଳିଯାଇଥାଏ I ଯାହା କି କମ କିମି ମଧ୍ୟ ଚାଲିଥିବ I ଏହା ର ମୂଲ୍ୟ ଆପଣ ଙ୍କ ପରି ମଧ୍ୟବିତ୍ତ ଶ୍ରେଣୀ ର ଲୋକ ଙ୍କ ପାଁଇ ଠିକ ଅଟେ I

ଆପଣ ଙ୍କୁ ସେକେଣ୍ଡ ହ୍ୟାଣ୍ଡ ମାରୁତି ଗାଡି ଦରକାର ହେଉ କି ମହିନ୍ଦ୍ର , ହ୍ୟୁଣ୍ଡଇ ଆଦି ଗାଡି ର ଆବଶ୍ୟକ ହେଉ ଏହି ପୁରୁଣା ଗାଡି ଗୁଡିକ ର କଣ୍ଡିସନ ଏକଦମ ଠିକ ଅଟେ I ଆପଣ ସବୁ ପ୍ରକାର କମ୍ପାନୀ ର ଏଠାରେ ସଠିକ ମୂଲ୍ୟ ରେ ପାଇପାରିବେ I 2005 ମଡେଲ ୱାଗନର ଗାଡି 60 ହଜାର ଟଙ୍କା ରେ ମିଳିଯାଉଛି I