ଏୟାରଟେଲ ସିମ ବ୍ୟବହାରି କାରିଙ୍କ ପାଇଁ ଆସିଲା ବଡ ଖୁସି ଖବର, ଏୟାରଟେଲ ଗ୍ରାହକ ନିଶ୍ଚୟ ଜାଣନ୍ତୁ

ଭାରତୀ ଏୟାରଟେଲ ବିଗତ ଦିନ ରେ ଏକ ପ୍ରମୁଖ ଟେଲିକମ କମ୍ପାନୀ ନାମ ରେ ପରିଚିତ ଥିଲା I କିନ୍ତୁ ଭାରତ ରେ ଜିଓ ଲଞ୍ଚ କରିବା ପରେ ଏହା ପ୍ରଥମ ସ୍ଥାନ ରୁ ଦ୍ୱିତୀୟ ସ୍ଥାନ କୁ ଆସିଯାଇଛି I ଏୟାରଟେଲ ରେ ଜୁଲାଇ 2018 ମଧ୍ୟ ରେ 34.45 କୋଟି ଗ୍ରାହକ ଥିଲେ I ଏହି ଏୟାରଟେଲ ବ୍ରଡ଼ବ୍ୟାଣ୍ଡ ସେବା ମଧ୍ୟ ପ୍ରଦାନ କରୁଥିଲା I ଏହି ଏୟାରଟେଲ କମ୍ପାନୀ ର ନେତୃତ୍ୱ ସୁନୀଲ ମିତ୍ତଲ କରୁଥିଲେ I

ବର୍ତମାନ ର ଖୁସି ଖବର ଅନୁସାରେ ଏୟାରଟେଲ ଗ୍ରାହକ ମାନେ 4 ଲକ୍ଷ ଟଙ୍କା ର ବୀମା ମଧ୍ୟ ପାଇବାକୁ ଯାଉଛନ୍ତି I 18 ରୁ 54 ବର୍ଷ ବୟସ ର ଲୋକେ ଏହି ସୁବିଧା ର ଲାଭ ନେଇପାରିବେ I

ବର୍ତମାନ ଏୟାରଟେଲ ରେ 299 ଟଙ୍କା ରେ 28 ଦିନ ର ବୈଧତା ରେ ପ୍ରତୋକ ଦିନ 2.5 ଜିବି ର ଡାଟା ମିଳିଥାଏ I ରିଲାଏନ୍ସ ଜିଓ ପରି ଏୟାରଟେଲ ମଧ୍ୟ ନିଜ ଗ୍ରାହକ ଙ୍କ ପାଁଇ ମ୍ୟୁଜିକ ଆପ୍ଲିକେସନ ସହ 299 ଟଙ୍କା ର ପ୍ଲାନ ଲଞ୍ଚ କରିବାକୁ ଯାଉଛି I

ଏହି ପ୍ଲାନ ରେ ନର୍ତ୍ତନ ସିକ୍ୟୁରିଟି ମଧ୍ୟ ପାଇପାରିବେ I ଯାହା ଦ୍ୱାରା କି ଆପଣ ଙ୍କ ମୋବାଇଲ ରେ ଭାଇରଲ ହେବାର କୌଣସି ସମ୍ଭାବନ ରହି ନ ଥାଏ I ତେଣୁ ଏପରି ବଡ଼ ଖୁସି ଖବର କୁ ନେଇ ଏୟାରଟେଲ ର ଗ୍ରାହକ ବେଶ ଖୁସି ପ୍ରକାଶ କରିଛନ୍ତି I

Share Your Comments Below