‘ଫୁଲ ଓ କାଣ୍ଟେ’ ଫିଲ୍ମରେ ଅଜୟ ଦେବଗନ ସହିତ କରିଥିଲେ କାମ, ବର୍ତମାନ ହୋଇଯାଇଛି ଏପରି ଅବସ୍ଥା, ଦେଖିଲେ …

“ଫୁଲ ଓର କାଣ୍ଟେ ” ଫିଲ୍ମ ରେ ଅଜୟ ଦେବଗନ ଙ୍କ ସହ କାମ କରୁଥିବା ଏହି ଅଭିନେତ୍ରୀ ଦେଖିବାକୁ ଆଜି ଏତେ ସୁନ୍ଦର !
ଆଜି ଆମେ ଆଲୋଚନା କରିବା 1991 ମସିହା ର ଫିଲ୍ମ ଯେଉଁଠାରେ ଅଜୟ ଦେବଗନ ଡେବ୍ୟୁ କରିଥିଲେ ଏହି ଫିଲ୍ମ ହେଲା ” ଫୁଲ ଓର କାଣ୍ଟେ ” I ଏହି ଫିଲ୍ମ କାରଣ ରୁ ଅଜୟ ନିଜ କ୍ୟାରିୟର ରେ ଅନେକ ସଫଳତା ର ପାହାଚ ଚଢ଼ିଛନ୍ତି I ଫିଲ୍ମ ଟି ଖୁବ ଲୋକପ୍ରିୟତା ମଧ୍ୟ ପାଇଥିଲା I ତେବେ ଆଜି ଆମେ ଏହି ଫିଲ୍ମ ର ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ I

ଏହି ଫିଲ୍ମ ରେ ଏହି ଅଭିନେତ୍ରୀ ଅଜୟ ଙ୍କ ର ପତ୍ନୀ ଭୂମିକା ରେ ଅଭିନୟ କରିଥିଲେ I ଲୋକ ଙ୍କୁ ଏହି ଅଭିନୟ ଖୁବ ପସନ୍ଦ ଆସିଥିଲା ତେବେ ଏହି ଅଭିନେତ୍ରୀ ମଧୁ ଓ ଅଜୟ ଙ୍କ ସହ ଏହି ଫିଲ୍ମ ରେ ମୁରାଦ , ସତେନ୍ଦ୍ରାୟ , ଅରୁଣ , ଅଞ୍ଜନା , ଜଗଦୀପ ଆଦି କାମ କରୁଥିଲେ I

ଏହି ଅଭିନେତ୍ରୀ ଙ୍କ ର ପୁରା ନାମ ମଧୁବାଲା ଅଟେ I ବଲିଉଡ ରେ ଲୋକେ ତାଙ୍କୁ ମଧୁ ନାମ ରେ ହିଁ ଜାଣିଥାନ୍ତି I ସେ ଲୋକପ୍ରିୟ ଅଭିନେତ୍ରୀ ହେମାମାଳିନୀ ଙ୍କ ର ଭାଣିଜୀ ଅଟନ୍ତି I ଏବଂ ସେ ବି ନିଜ କ୍ୟାରିୟର ର ଆରମ୍ଭ ଏହି ଫିଲ୍ମ ” ଫୁଲ ଓର କାଣ୍ଟେ ” ରୁ ହିଁ କରିଥିଲେ I ଏହା ପରେ ସେ ଅନେକ ତେଲୁଗୁ , ତାମିଲ , ମାଲାୟାଲାମ ଫିଲ୍ମ ରେ କାମ କରିଛନ୍ତି I

ସେ ଟିଭି ର ଅନେକ ସିରିଏଲ ରେ ବି କାମ କରିଛନ୍ତି I ମଧୁ , ସୋନି ଚାନେଲ ଦ୍ୱାରା ପ୍ରସାରିତ ଦେବୀ ରେ କାମ କରିଛନ୍ତି I 2002 ମସିହା ରେ ଏହି ସିରିଏଲ ଟି ବେଶ ଲୋକପ୍ରିୟତା ପାଇଥିଲା I ସେ ଷ୍ଟାର ପ୍ଲସ ର ଟିଭି ସୋ ଆରମ୍ଭ ରେ ବି କାମ କରିଛନ୍ତି I

ଯଦି ଆପଣ ମଧୁ ଙ୍କ ର ପୂର୍ବ ରୁ ଫୋଟୋ ଓ ବର୍ତମାନ ର ଫୋଟୋ ଦେଖିବେ ତେବେ ଜାଣିପାରିବେ ପୂର୍ବ ଅପେକ୍ଷ୍ୟା ମଧୁ ବର୍ତମାନ ଖୁବ ସୁନ୍ଦର ଦେଖା ଯାଉଛନ୍ତି I