ଫିଲ୍ମ ‘ଲଭରାତ୍ରି’ର ଗୀତରେ ଏହି ଯୁବତୀ ବନ୍ଧ ଘରେ କରିଲେ ଏପରି ଡ୍ୟାନ୍ସ… ଭିଡ଼ିଓ ଛୋଟ ପିଲାଙ୍କ ସାମ୍ନାରେ ଦେଖନ୍ତୁ ନାହିଁ

ସଲମାନ ଖାନଙ୍କ ବ୍ୟାନରରେ ରିଲିଜ ହୋଇଥିବା ଫିଲ୍ମ ଲଭରାତ୍ରି ଯାହାକୁ କି ଦର୍ଶକ ଙ୍କୁ ବେଶ ପସନ୍ଦ କରିଥିଲେ | କିନ୍ତୁ ବକ୍ସ ଅଫିସ ରେ ସେପରି ସଫଳ ହେଇ ନ ଥିଲା I କିନ୍ତୁ ଫିଲ୍ମ ର ଗୋଟେ ଗୀତ ଆଖ ଲଡ ଜ୍ୱାବେ ଲୋକ ଙ୍କୁ ବେଶ ଅଧିକ ପସନ୍ଦ ଆସିଥିଲା I ଏହି ଫିଲ୍ମ ରେ ଅଭିନେତା ଆୟୁଷ ଓ ଅଭିନେତ୍ରୀ ବାରିନା ହୁସେନ ଙ୍କ ର ରୋମାଣ୍ଟିକ କେମେଷ୍ଟ୍ରି ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଛି I ତେବେ ଫିଲ୍ମ ର ଏହି ଗୀତ ଟି ଇଣ୍ଟେର୍ନେଟ ରେ ଅଧିକ ଭାଇରଲ ହେବାରେ ଲାଗିଛି I ଆଜି ଏହିପରି ଏକ ଡ୍ୟାନ୍ସ ଭିଡିଓ ଆପଣ ଦେଖି ବେଶ ଆଶ୍ଚଯ୍ୟ ମଧ୍ୟ ହେବେ I

ସୋସିଆଲ ମିଡ଼ିଆ ଖବର ଆଦାନ ପ୍ରଦାନ ର ଏକ ଉତ୍ତମ ମାଧ୍ୟମ ହେଇଗଲାଣି I ତେଣୁ ପ୍ରତୋକ ଲୋକେ ସୋସିଆଲ ମିଡ଼ିଆ ରେ ଯୋଡି ହେଇ ରହିଥାନ୍ତି I ଯେଉଁ ଲୋକ ଙ୍କ ର ନିଜ ର କିଛି ଦକ୍ଷ୍ୟତା ରହିଥାଏ ସେମାନେ ଏହି ସୋସିଆଲ ମିଡ଼ିଆ ମାଧ୍ୟମ ରେ ଲୋକ ଙ୍କୁ ଜଣାଇଥାନ୍ତି I

ବର୍ତମାନ ସୋସିଆଲ ମିଡ଼ିଆ ରେ ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି I ଜଣେ ଯୁବତୀ ଏହି ଲଭରାତ୍ରି ଫିଲ୍ମ ର ଏକ ଗୀତ ରେ ଖୁବ ଡ୍ୟାନ୍ସ କରୁଛନ୍ତି I ଏହି ଭିଡିଓ କୁ 5 ଲକ୍ଷ୍ୟ ରୁ ଉର୍ଧ୍ଵ ଲୋକେ ଦେଖିସାରିଛନ୍ତି I ଅନେକ ଦର୍ଶକ ଙ୍କ ର ଅନେକ ପ୍ରତିକ୍ରିୟା ମଧ୍ୟ ମିଳିଛି I ତେବେ ଚାଲନ୍ତୁ ଦେଖିବେ ଏହି ଡ୍ୟାନ୍ସ ଭିଡିଓ I

Share Your Comments Below