ଫିଲ୍ମ ସୁଟିଂରେ ବ୍ୟବହାର କରାଯାଉଥିବା କ୍ୟାମେରା ର ମୂଲ୍ୟ ଜାଣି ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ !

ବଲିଉଡ ର ଏକ ଫିଲ୍ମ ନିର୍ମାଣ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଥାଏ I ଏବଂ କଳାକାର ଙ୍କ ର ଅଭିନୟ କୁ ରେକର୍ଡ କରିବାକୁ ମଧ୍ୟ କୋଟି କୋଟି ଟଙ୍କା ମୂଲ୍ୟ ର କ୍ୟାମେରା ରେ ଖର୍ଚ୍ଚ କରାଯାଇଥାଏ I ତେବେ ଚାଲନ୍ତୁ ଜାଣିବା ଫିଲ୍ମ ରେ ବ୍ୟବହାର ହେଉଥିବା କ୍ୟାମେରା ବିଷୟ ରେ କିଛି I

ବଲିଉଡ ଫିଲ୍ମ ଜଗତ ରେ ଅନେକ ପ୍ରକାର ର ଡିଏସଏଲଏଆର କ୍ୟାମେରା ର ବ୍ୟବହାର ହେଇଥାଏ I ଏବଂ ଅନେକ କଷ୍ଟକର ସୁଟିଂ ଗୁଡିକ ମଧ୍ୟ ଏହି କ୍ୟାମେରା ରେ ହେଇଥାଏ I ଏବଂ କ୍ୟାମେରା ଅନେକ ଓଜନ ର ମଧ୍ୟ ହେଇଥାଏ I ଏହି କ୍ୟାମେରା ରେ ଅନେକ ଭିର୍ନ ଭିର୍ନ ପ୍ରକାର ର ଲେନ୍ସ ମଧ୍ୟ ବ୍ୟବହାର କରାଯାଇଥାଏ I

ଏହି କ୍ୟାମେରା କୁ ସବୁ କ୍ୟାମେରା କମ୍ପାନୀ କରିପାରନ୍ତି ନାହିଁ I କିଛି ବିଶେଷ କମ୍ପାନୀ ହିଁ ଏହି କ୍ୟାମେରା ର ନିର୍ମାଣ କରିଥାନ୍ତି I ଏବଂ ଏହି କ୍ୟାମେରା ର ମୂଲ୍ୟ ସାମାନ୍ୟ କ୍ୟାମେରା ଅପେକ୍ଷ୍ୟା ବଡ଼ ହେଇଥାଏ I ଏହି କ୍ୟାମେରା ର ମୂଲ୍ୟ 25 ଲକ୍ଷ ରୁ କୋଟିଏ ପର୍ଯ୍ୟନ୍ତ ହେଇଥାଏ I ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏହି କ୍ୟାମେରା ର ମୂଲ୍ୟ କେତେ I