ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଏମିତି କାମ କରୁଥିଲେ Booby Mishra, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଛି ଏମିତି କାମ

କଣ୍ଟ୍ରାକ୍ଟର ରୁ ଓଡ଼ିଆ ଆଲବମ ର ଓଲିଉଡ଼ ଷ୍ଟାର ବନିଥିବା ବବିମିଶ୍ର ଙ୍କ ଜୀବନ କାହାଣୀ କିପରି ଥିଲା କାହିଁକି ବିବାହ ବିଚ୍ଛେଦ ହୋଇଥିଲା ଦେ ଆଲବମ ଜଗତର କିଙ୍ଗ ସିନେମା ଜଗତରେ ସେ ଜଣେ ସଫଳ ଅଭିନେତା ନିଜ କ୍ୟାରିଅର କୁ ନେଇ ସେ ଖୁବ ଟ୍ୟାଲେଣ୍ଟେଡ ସେ ହେଉଛନ୍ତି ବବିମିଶ୍ର | ସେ କେନ୍ଦ୍ରାପଡା ଜିଲ୍ଲାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ |

ପିଲାଟି ଦିନରୁ ନିଜ ଜୀବନରେ ସ୍ୱାଧୀନ ର ସହ ବଞ୍ଚିବାକୁ ଓ ସ୍ୱାଧୀନ ର ସହ କାମ କରିବାକୁ ବେଶ ପସନ୍ଦ କରନ୍ତି ବବିମିଶ୍ର ତାଙ୍କ ବାପା ତାଙ୍କୁ ପାଠ ପଢ଼ାରୁ ନେଇ କାମରେ ତାଙ୍କୁ ସ୍ୱାଧୀନତା ମିଳଥାଏ ସେ ନିଜ ଜୀବନରେ ବେଶ ଖୁସି ମିଜାଜ ର ଥିଲେ କଲେଜ ପରେ ଗାଁ ରେ ରହୁଥିବା ସମୟରେ ସାଙ୍ଗ ମାନଙ୍କ ସହ ଡ୍ରାମା କରିବାକୁ ବେଶ ପସନ୍ଦ କରନ୍ତି ବବି |

ହେଲେ ସେ ଗାଁ ଚଡି ଭୁବନେଶ୍ୱର ଚାଲି ଆସନ୍ତି ଗାଁ କୁ ଗଲେ କାଳେ ସାଙ୍ଗମାନେ ଚି଼ଡାଇବେ ସେଥିପାଇଁ କିଛି ବର୍ଷ ପାଇଁ ସେ ଗାଁ କୁ ଯାଆନ୍ତି ନାହିଁ ପାଠ ପଢ଼ାପରେ ବବି ବିଜନେସ ରେ ମନ ଦିଅନ୍ତି |କମ ବୟସରୁ କଣ୍ଟ୍ରାକ୍ଟ କରିବା ଆରମ୍ଭ କରି ଦିଅନ୍ତି ବବି ସେ ଦେଖିଲେ ଏକ ପାର୍କ ରେ କାମ କରୁଥିବା ବଳେ ସେଠାରେ ଅନେକ ଭିଡ଼ ଜମିଥାଏ | ସେ ଯାଇ ଦେଖନ୍ତି ତ ସେଠାରେ ଫିଲ୍ମ ସୁଟିଂ ହଉଛି |

ସେ ସେଠାରେ ଛିଡ଼ାହୋଇ ସୁଟିଂ ଦେଖନ୍ତି ହେଲେ ବୁଝିପାରନ୍ତି ନାହିଁ ସେତେବେଳେ ଓଡ଼ିଆ ଇଣ୍ଡଷ୍ଟ୍ରି କଟକ ରେ ଥାଏ | ହିରୋ ହେବା ନିଶାରେ ସେ ସବୁଦିନ କଟକ ଯାଆନ୍ତି ଓ ଭୁବନେଶ୍ୱର ଫେରନ୍ତି ତାଙ୍କୁ ଲାଗେ କି ଯିବା ଆସିବାରେ ଅନେକ ସମୟ ବର୍ବାଦ ହେଉଛି| ସେ ଯଦି କଟକ ରେ ସବୁଦିନ ପାଇଁ ରହି ଯାଆନ୍ତି ତାହେଲେ ସେ ତାଙ୍କର ପୁରା ସ୍ବପ୍ନ ସହଜ ହୋଇଯାଇଥାନ୍ତା |

ରଙ୍ଗ ଭିତରେ ଧଳା ରଙ୍ଗ ଥାଏ ବବି ମିଶ୍ରଙ୍କର ବେଶ ପ୍ରିୟ ସେଥିପାଇଁ ଅଭିନୟ ସମୟରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ସେ ନିଜ କ୍ୟାରିଅର ରେ ଅନେକ ସିନେମାରେ ଅଭିନୟ କରନ୍ତି ଯେମିତି କି ଡ୍ରିମଗାର୍ଲ ଡନ ପ୍ରେମରୋଗୀ ତୋଆଖିରେମୁଁ ଏମିତି ବହୁତ ସିନେମାରେ ବବିଙ୍କ ଅଭିନୟ ଦେଖିବାକୁ ପାଆନ୍ତି ଓଡ଼ିଆ ଦର୍ଶକମାନେ |

ଇଣ୍ଡଷ୍ଟ୍ରି ପ୍ରତି ଅଭିମାନ ଓ ପୂର୍ବ ଭାଷାକୁ ଆଖିଆଗରେ ରଖି 5 ବର୍ଷ ପାଇଁ ସିନେମା ଜଗତରୁ ଦୁରେଇ ଯାନ୍ତି ବବିମିଶ୍ର 5 ବର୍ଷ ପରେ ବବିଙ୍କ ଫ୍ୟାନ ମାନେ ତାଙ୍କୁ ଦେଖିବାକୁ ପାଆନ୍ତି ବଡ଼ ପରଦାରେ ସେ 2018 ମସିହାରେ ଆସିଥିବା ସିନେମା ହାପି ଲକି ରେ ନିଜ ଖାଲ ଚଳଚ୍ଚିତ୍ର ପାଇଁ ପୁଣିଥରେ ଚର୍ଚା ସାଉଁଟିଥିବା ଆରମ୍ଭ କରନ୍ତି ବବିମିଶ୍ର | ଏହାପରେ ଏକ ଓଡ଼ିଆ ରିଆଲିଟି ସୋ ରେ ବବିଙ୍କୁ ଉପସ୍ଥାପକ ଭାବେ ବବିଙ୍କୁ ଆପଣେଇ ନିଅନ୍ତି ଏମିତି ଅନେକ ଅସୁବିଧାରେ ଗତି କରି ନିଜ କ୍ୟାରିଅର ରେ ଜଣେ ସଫଳ ବ୍ୟକ୍ତି ଭବେ ପରିଚିତ ହୋଇପାରିଛନ୍ତି ଓଡ଼ିଆ ଷ୍ଟାର ବବି ମିଶ୍ର |