ଫ୍ରିଜ ଠିକ କରିବା ପାଇଁ ମହିଳା ଜଣଙ୍କ ଯୁବକଙ୍କୁ ଡକାଇଲେ, ତାପରେ କବାଟ ବନ୍ଧ କରିକି ଖୋଲିଦେଲେ ନିଜର ସବୁ କପଡା ଆଉ କହିଲେ …

ପୋଲିସ ଦ୍ୱାରା ହରିୟାଣା ର ସିରସା ଜିଲ୍ଲା ରେ ବ୍ଳକମେଲିଙ୍ଗ କରୁଥିବା ଏକ ଗ୍ୟାଙ୍ଗ କୁ ପୋଲିସ ଗିରଫ କରିଛି I ଏହି ଗ୍ୟାଙ୍ଗ ର ତିନି ଜଣ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରିଛି I

ଏଥିରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଥିଲେ I ଏହି ଗ୍ୟାଙ୍ଗ ର ଅନ୍ୟ ଜଣେ ବ୍ୟକ୍ତି ବର୍ତମାନ ମଧ୍ୟ ଫେରାର ଅଛନ୍ତି I ଏହି ଗ୍ୟାଙ୍ଗ ର ବ୍ୟକ୍ତି ଙ୍କ ପାଖ ରୁ ପୋଲିସ 28 ହଜାର ଟଙ୍କା , ଏକ ସ୍କୁଟି ଓ ଏକ ମୋବାଇଲ ଜବତ କରିଛି I

ପୋଲିସ ର ସୂଚନା ଅନୁସାରେ କଲ୍ୟାଣ ନଗର ରେ ରହୁଥିବା ନବଦ୍ୱୀପ ଥାନା ରେ ଅଭିଯୋଗ କରିଥିଲେ କି କିଛି ଲୋକେ ତାଙ୍କ ବ୍ଳକମେଲିଙ୍ଗ କରୁଛନ୍ତି I ପୀଡିତ ନିଜ ର ଅଭିଯୋଗ ରେ ଏହା କହିଛନ୍ତି କି ମହିଳା ଫ୍ରିଜ ଠିକ କରିବା ବାହାନା ରେ ମୋତେ ଘର କୁ ଡାକିଥିଲେ ଏବଂ ସେଠାରେ ପହଂଚିବା ପରେ ଯୁବତୀ ଘର ର କବାଟ ବନ୍ଦ କରିଥିଲେ ଏବଂ ସେଠାରେ ଅଚାନକ ତାଙ୍କ ର ଆଉ ଦୁଇ ଯୁବକ ସାଥି ଆସିଯାଇଥିଲେ I

ତିନି ଜଣ ମିଶିକି ତାଙ୍କ ର ଡ୍ରେସ ଖୋଲିଥିଲେ ଏବଂ ତାଙ୍କ ର ଅଶ୍ଳୀଳ ଭିଡିଓ କରିଥିଲେ I ଏହା କୁ ଦେଖାଇ 50 ହଜାର ଟଙ୍କା ମଧ୍ୟ ଦାବି କରିଥିଲେ I ଏବଂ ଟଙ୍କା ନ ପାଇଲେ ଏହି ଭିଡିଓ ଭାଇରଲ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ I ଏହି ଯୁବକ ଡ଼ରିକି 28 ହଜାର ଟଙ୍କା ମଧ୍ୟ ଦେଇଥିଲେ I ଯୁବକ ଙ୍କ ର ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ 3 ଜଣ ଅପରାଧୀ ଙ୍କୁ ଗିରଫ ମଧ୍ୟ କରିଛନ୍ତି I

Share Your Comments Below