ଗଛ ମଧ୍ୟରେ ହଟାତ ପ୍ରକଟ ହୋଇଗଲେ ସାଇ ବାବା, ଦର୍ଶନ କରିବାକୁ ଲାଗିଗଲା ଭିଡ, ଭିଡ଼ିଓ ହେଲା ଭାଇରଲ, ଜାଣନ୍ତୁ ସମ୍ପୂର୍ଣ ଘଟଣା ସମ୍ପର୍କରେ

ଭାରତ ଏକ ଧର୍ମ ପ୍ରାଧାନ୍ୟ ଦେଶ ଅଟେ I ଏଠାରେ ଅନେକ ଧର୍ମ ଓ ସଂସ୍କୃତି ର ଲୋକେ ରହିଛନ୍ତି I ଏବଂ ଅନେକ ସମୟ ରେ ଭାରତ ରେ ଧର୍ମ ସହ ଜଡିତ ଅନେକ ଚମତ୍କାରିତା ମଧ୍ୟ ଦେଖିବାକୁ ମିଳିଥାଏ I ବିଗତ ଦିନ ରେ ସାଇ ବାବା ଙ୍କ ର ସମ୍ବନ୍ଧିତ ଏକ ଘଟଣା ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ତେବେ ଏହି ଚମତ୍କାରିତା ଦେଖିବାକୁ ମିଳିଛି ଏକ ଗଛ ରେ I

ଘଟଣା ଟି ହରିୟାଣା ର ଆମ୍ବଲା ସହର ର ଅଟେ I ରେଳବାଇ କଲୋନୀ ୱାର୍ଡ 8 ରେ ଥିବା ଏକ ଜଙ୍ଗଲ ଜାଲେବି ଗଛ ରେ ଅଚାନକ ସାଇବାବା ଙ୍କ ର ଚେହେରା ଦେଖିବାକୁ ମିଳିଛି I ସେଠାରେ ଖେଳୁଥିବା ପିଲାମାନେ ଏହା ଦେଖିବାକୁ ପାଇଥିଲେ I ଏବଂ ପିଲାମାନେ ଏହା ର ସୂଚନା ନିଜ ପିତାମାତା ଙ୍କୁ ଦେଇଥିଲେ I ଧୀରେ ଧୀରେ ଘଟଣା ଟି ଅନେକ ଲୋକେ ଜାଣିବାକୁ ପାଇଥିଲେ ଓ ସେଠାରେ ପୂଜା ପାଠ କରିବା ଆରମ୍ଭ କରିଦେଇଛନ୍ତି I ଲୋକେ ସେଠାରେ ଭଜନ କୀର୍ତନ ମଧ୍ୟ କରୁଛନ୍ତି I

ଘଟଣା ଟି ଆସ୍ଥା ଓ ଭକ୍ତ ଙ୍କ ର ବିଶ୍ୱାସ ର ଅଟେ I ସାଇବାବା ଙ୍କ ର ଏହି ଆକୃତି କୁ ସୁରକ୍ଷ୍ୟା ରେ ରଖିବାକୁ ସେଠାରେ ଲୋକେ ନାନା ଵ୍ୟସ୍ତବା କରିବା ଆରମ୍ଭ କରିଦେଇଛନ୍ତି I ସେଠାରେ ରେଳ ପ୍ରଶାସନ ଆରପିଏଫ ଙ୍କୁ ମଧ୍ୟ ଡ୍ୟୁଟି ରେ ଲଗାଇ ଦେଇଛି I

କଣ ଏହା ଚମତ୍କାର
21 ଶତାବ୍ଦୀ ରେ ଏପରି ଚମତ୍କାରିତା କୁ କିଛି ଲୋକେ ବିଶ୍ୱାସ କରୁଛନ୍ତି ତ କିଛି ଅବିଶ୍ୱାସ ମଧ୍ୟ କରୁଛନ୍ତି I କିଛି ଲୋକେ ଏହା କୁ ନେଇ ନାନା ପ୍ରଶ୍ନ କରିଛନ୍ତି I ଏହି ଗଛ ପାଖ ରେ ଥିବା ପୁରୁଣା ରେଳ କ୍ଵାଟର ଭାଙ୍ଗି ନୂଆ କ୍ଵାଟର କରିବା ର କାର୍ଯ୍ୟ ଚାଲିଛି I

ଆମ୍ବଲା ଡିଆରଏମ ଦୀନେଶ ଚନ୍ଦ୍ର ଶର୍ମା କହିଛନ୍ତି 21 ଶତାବ୍ଦୀ ରେ ଏପରି କିଛି ହେବା ଅସମ୍ଭବ ନୁହେଁ ବିଗତ ଦେଢ଼ ମାସ ହେବ ଏହା ନିକଟ ରେ କାମ ଚାଲୁଚି ଏବଂ ଲୋକେ ସେହି ଗଛ ରେ ଏପରି କିଛି ଦେଖି ନାହାନ୍ତି I ଏବଂ ଆଗାମୀ ସମୟ ରେ ପୁରାତତ୍ତ୍ୱ ବିଭାଗ ଏହା ର ଯାଞ୍ଚ କରିବ I