ନିୟମିତ ଜୀବନରେ ଆମେ ଅନେକ କାମ କୁ ନିୟମିତ କରିଥାଉ I କାରଣ ତାହା ଏପରି କିଛି କାର୍ଯ୍ୟ ହେଇଥାଏ ଯାହା କୁ ଆମେ ଛାଡିପାରିବା ନାହିଁ I ଏହା ଏପରି କିଛି କାର୍ଯ୍ୟ ଯାହା କି ଆମେ ଅନେକ ବର୍ଷ ହେବ କରି ଅସୁଛେ I ଆମେ ପ୍ରତୋକ ଦିନ ଗାଧୋଇଥାଉ I ଗାଧୋଇବା ଦ୍ୱାରା ଆମ ଶରୀର ପରିସ୍କାର ରହିଥାଏ ଓ କୌଣସି ବି ରୋଗ ବୈରାଗ ହେଇ ନ ଥାଏ I ଏବଂ ଏହି ଗାଧୋଇବା ସମୟ ରେ 10 ରୁ 8 ଜଣ ଲୋକେ ଏପରି କିଛି କାମ କରିଥାନ୍ତି I
*ଗାଧୋଇବା ପରେ ଦେହ କୁ ପୋଛି ନାହିଁ I
*ଗାଧୋଇବା ପରେ ଅନ୍ୟ ଜଣଙ୍କ ର କପଡା କୁ ବ୍ୟବହାର କରିଥାନ୍ତି ଯାହା କି ଉଚିତ ନୁହେଁ I
*ଗାଧୋଇବା ସମୟ ରେ କେବେ ହେଲେ ମୁଣ୍ଡ ରେ ସାବୁନ ଲଗାନ୍ତୁ ନାହିଁ i
*ସପ୍ତାହ କୁ 2 ରୁ 3 ଥର ସାମ୍ପୁ ବ୍ୟବହାର କରିବା ଉଚିତ I କାରଣ ସାମ୍ପୁ ଲଗାଇବା ଦ୍ୱାରା ବାଳ ଝାଡ଼ିବା କମିଥାଏ I
*ପାଣି ବି ଅଧିକ ଗରମ କରି ଗାଧୋଇବା ଉଚିତ ନୁହେ ଏବଂ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦ୍ବୟ ପୂର୍ବ ରୁ ସ୍ନାନ କାର୍ଯ୍ୟ କରିବା ଉଚିତ I
*ଜିମ କିମ୍ବା ସକାଳ ବ୍ୟାୟାମ କରିସାରି କେବେ ହେଲେ ସଂଗେ ସଂଗେ ଗାଧୋଇବା ଉଚିତ ନୁହେ I
*ସାମ୍ପୁ କରିସାରିବା ପରେ ସଂଗେ ସଂଗେ କେବେହେଲେ କଣ୍ଡିସନାର ଲଗାନ୍ତୁ ନାହିଁ I ଏହା ଆପଣ ଙ୍କ ର ବାଳ ଉପରେ ପ୍ରଭାବ ପଡିପାରେ I