ଖୁବ ଶୀଘ୍ର IPL ମ୍ୟାଚ ଆରମ୍ଭ ହେବାକୁ ଯାଉଛି I ଏବଂ ସବୁ ଖେଳାଳି ନିଜ ର ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି I IPL ଲିଗ ଆଜିକା ସମୟ ରେ ସବୁଠାରୁ ଲୋକପ୍ରିୟ ଟିମ ଅଟେ I ଏହି IPL ରେ ପ୍ରଚୁର ପରିମାଣ ର ଟଙ୍କା ରୋଜଗାର କରିଥାନ୍ତି I ତେବେ ଧୋନୀ ଏହି ମ୍ୟାଚ ରେ ଖେଳିବେ ବୋଲି ଦର୍ଶକ ଙ୍କ ର ଆଶା ରହିଛି I ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନାଇ ସୁପର କିଙ୍ଗସ ଟିମ ରେ ଯୋଗ ଦେବେ ବୋଲି ଚର୍ଚା ରେ ରହିଛନ୍ତି I ଆଜିକା ସମୟ ପୁଣି ଠାରେ ଧୋନୀ ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଆସିଛନ୍ତି I
ସୋସିଆଲ ମିଡ଼ିଆ ରେ ଧୋନି ଙ୍କ ର ଏକ ଭିଡିଓ ସେୟାର ହେଇଚି I
ଏହି ଭିଡିଓ ସବୁ ବେଶ ଚର୍ଚା ରେ ରହିଛି I ଏବଂ ଏହି ଭିଡିଓ ଦେଖି ଦର୍ଶକେ ମଧ୍ୟ ଧୋନୀ ଙ୍କ ର ବେଶ ଅଧିକ ପ୍ରଶଂସା କରିଛନ୍ତି I ଏହି ଭିଡିଓ ଦେଖିବା ପରେ ଲୋକେ ଏହି ଭିଡିଓ କୁ ଅଧିକ ରୁ ଅଧିକ ସେୟାର କରିବା ରେ ଲାଗିଛନ୍ତି I
Every goose shall bump with First Day First Show feels! Just #StartTheWhistles! #HomeSweetDen 🦁💛 pic.twitter.com/DpQBIqahZe
— Chennai Super Kings (@ChennaiIPL) March 1, 2020
ସୋସିଆଲ ମିଡ଼ିଆ ରେ ସେୟାର ହେଉଥିବା ଏହି ଭିଡିଓ ରେ ଧୋନି ଏକ ହୋଟେଲ ମଧ୍ୟ କୁ ଏଣ୍ଟ୍ରି କରୁଛନ୍ତି I ଏହି ସମୟ ରେ ସେଠାରେ ଉପସ୍ଥିତ ଥିବା ଗାର୍ଡ ତାଙ୍କୁ ଦୁଇ ହାତ ଯୋଡି ନମସ୍କାର କରୁଛି I ସାଧାରଣ ଭାବ ରେ ଏହା ହେଇଥାଏ କି ଏପରି ବଡ଼ ଲୋକ ଙ୍କୁ ଗାର୍ଡ ନମସ୍କାର କରିବା ସମୟ ରେ ଲୋକେ ଏହି ଗାର୍ଡ ଙ୍କୁ ଅଣଦେଖା କରିଥାନ୍ତି I ଏଠାରେ ଧୋନୀ ଙ୍କ ର ପ୍ରତିକ୍ରିୟା ଥିଲା ସମ୍ପୂର୍ଣ ଅଲଗା I ଏବଂ ଧୋନି ଗାର୍ଡ ଙ୍କୁ ମଧ୍ୟ ସଂମାନ ଜଣାଇଥିଲେ I
ଧୋନୀ ପ୍ରତୋକ ପରିସ୍ଥିତି ରେ ପ୍ରତିଟି ଲୋକ ଙ୍କ ସଂମାନ ଦେବା ହିଁ ତାଙ୍କ ର ବଡ଼ପଣ ଅଟେ I ଧୋନୀ ଙ୍କ ମଧ୍ୟ ରେ କିଛି ଏପରି ବିଶେଷ୍ୟତ୍ୱ ରହିଛି ଯାହା ଦ୍ୱାରା କି ସବୁ ଲୋକ ଙ୍କ ମଧ୍ୟ ରୁ ସେ ସ୍ୱତନ୍ତ୍ର ଅଟନ୍ତି I ଆପଣ ନିଜେ ଚିନ୍ତା କରନ୍ତୁ ଏବଂ ଜାଣିପାରିବେ ଧୋନୀ ଙ୍କ ର ଏହି ମହାନ ଭାବନା କୁ ନେଇ ସେ ସମ୍ପୂର୍ଣ ଅଲଗା ଅଟନ୍ତି I କାରଣ ଏହି ଘଟଣା ରେ ଗାର୍ଡ ଜଣଙ୍କ ଧୋନୀ ଙ୍କୁ ନମସ୍କାର କରିବା ପରେ ଧୋନୀ ସେହି ଗାର୍ଡ ଙ୍କ ସହ ହାତ ମିଶାଇଥିଲେ ଓ ସଂମାନ ଜଣାଇଥିଲେ I