ଗାଈକୁ ଟାଣୁ ଥିଲା କଂସେଇ, ଦୁଇ ଗୋଡରେ ବସି ଦୁଃଖ ଭରା ଆଖିରେ ଜୀବନର ଭିକ ମାଗୁବାକୁ ଲାଗିଲେ ଗୋ ମାତା ଆଉ ତାପରେ ଯାହା ହେଲା ଆପଣ ନିଜେ ଦେଖନ୍ତୁ ଏହି ଭିଡ଼ିଓ

ଗାଈ ଏକ ଶାନ୍ତ ସ୍ଵଭାଵ ର ପ୍ରାଣୀ ଅଟେ I ସାଧାରଣ ଭାବ ରେ ଦୁନିଆ ରେ ଅନେକ ଲୋକେ ଏହି ଗାଈ କୁ ପାଳନ କରିଥାନ୍ତି I ଦୁନିଆ ରେ ଦୁଇ ପ୍ରକାର ର ଲୋକେ ଅଛନ୍ତି I ଗୋଟେ ପ୍ରକାର ର ଲୋକେ ଗାଈ କୁ ପାଳନ କରି ଗାଈ ର କ୍ଷୀର ସେବନ କରିଥାନ୍ତି ଓ ଅନ୍ୟ ପ୍ରଜାତି ର ଲୋକେ ଗାଈ କୁ କାଟି ମାଂସ ବିକ୍ରୟ କରିଥାନ୍ତି I କିଛି ମନୁଷ୍ୟ ନିଜ ର ବ୍ୟକ୍ତିଗତ ସ୍ୱାର୍ଥ କୁ ନେଇ ଗୋ ହତ୍ୟା କରିଥାଏ I

ବିଗତ ଦିନ ରେ ଇଣ୍ଟେର୍ନେଟ ରେ ଏକ ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି I ଏହି ଭିଡିଓ ଦେଖି ମାଂସାହାରୀ ଲୋକ ଙ୍କ ର ଆଖି ରେ ମଧ୍ୟ ଲୁହ ଆସିଯିବ I ଏହି ଭିଡିଓ ରେ ଜଣେ କଂସେଇ ଏହି ଗାଈ ଟି କୁ ଭିଡି ଭିଡି ନେଉଛି ଏବଂ ଅନ୍ୟ ପଟେ ଗାଈ ଟି ନିଜ ର ପ୍ରାଣ ଭିକ୍ଷ୍ୟା ମାଗୁଛି I ଏହି ଦୃଶ୍ୟ ଦେଖି ଆପଣ ମଧ୍ୟ ଭାବୁକ ହେଇଯିବେ I

ଏହି ଭାଇରଲ ଭିଡିଓ ଟି ଚୀନ ର ଗବଂଡଙ୍ଗ ର ସାଣ୍ଟାଉ ର ଅଟେ I ଏଠାରେ ଏକ ଗର୍ଭବତୀ ଗାଈ ର ହତ୍ୟା କରାଯାଉଛି I ଯେତେବେଳେ କାସାଇ ସେହି ଗାଈ ଟି କୁ ନେଇ ଯାଉଥିଲେ ତ ଏହା ର ଦୃଶ୍ୟ ବେଶ ଭାଇରଲ ହେବାରେ ଲାଗିଛି I

ଯେତେବେଳେ ଇଣ୍ଟେର୍ନେଟ ରେ ଏହି ଭିଡିଓ ଭାଇରଲ ହେଇଚି ତ ଲୋକେ ଏହା ଦେଖି ଭାବୁକ ହେଇଯାଇଛନ୍ତି I ତେଣୁ ଗୋନିରାପତା କୁ ନେଇ ଲୋକେ ଅଭିଯାନ ଆରମ୍ଭ କରିଛନ୍ତି I ଏବଂ ଏଥିରେ 2.5 ଲକ୍ଷ ଲୋକେ ଯୋଡି ହେଇରହିଛନ୍ତି I ସୂଚନା ମୁତାବିକ ଏହି ଗାଈ ବର୍ତମାନ ଜୀୟାଙ୍ଗ ର ସ୍ଵର୍ଣ ମନ୍ଦିର ରେ ରହିଛି I ସେଠାକାର ଲୋକେ ଏହି ଗାଈ ର ପାଳନ କରୁଛନ୍ତି I ଏବଂ ସ୍ଥାନୀୟ ଲୋକେ ମନ୍ଦିର ପ୍ରଶାସନ କୁ 41000 ଟଙ୍କା ଦେଇଛନ୍ତି ଗାଈ ର ରକ୍ଷଣା ପାଇ I ଏଠାକାର ସ୍ଥାନୀୟ ଲୋକେ ଏହି ଗାଈ ଟି ର ଜୀବନ ବଞ୍ଚାଇପାରିଛନ୍ତି I

ଆମ ତରଫରୁ ଆପଣଙ୍କୁ ଏତିକି ଅନୁରୋଧ କି ଆପଣ ଗୋ ମାତା କୁ ସମ୍ମାନ କରନ୍ତୁ ଆଉ ଏପରି କଂସେଇ ହାତରେ କେବେବି ଗୋ ମାତାକୁ ବିକ୍ରି ହେବାକୁ ଦିୟନ୍ତୁ ନାହିଁ | ପୋଷ୍ଟ କୁ ସେୟାର କରନ୍ତୁ |

Share Your Comments Below