ଗରମ ପାଣିରେ ଟିକେ ହେଙ୍ଗୁ ମିଶାଇ ପଇବାର ଉପକାରିତା ବିଷୟରେ ଜାଣିବା ପରେ ଆପଣ ବି ଚମକି ପଡିବେ …

ଏହା ତ ଆପଣ ବେଶ ଭଲ ଭାବ ରେ ଜାଣିଥିବେ କି ଗରମ ପାଣି ରେ କେତେ ଉପକାରିତା ରହିଛି | ଗରମ ପାଣି ସେବନ କରିବା ଦ୍ୱାରା ଓଜନ କମିଥାଏ | ଓ ଆପଣ ସୁସ୍ଥ ମଧ୍ୟ ରହିଥାନ୍ତି | ତେବେ ଆଜି ଆମେ ଗରମ ପାଣି ର ଉପକୃତ ବିଷୟ ରେ କହିବା କୁ ଯାଉଛୁ | ତେବେ ଆଜି ଆମେ ଆଲୋଚନା କରିବା ଗରମ ପାଣି ରେ ହେଙ୍ଗୁ ମିଶାଇ ସେବନ କରିବା ର କଣ ରହିଛି ଉପକାରିତା | 

ଯେପରି ଖାଇବା ରେ ହେଙ୍ଗୁ ମିଶାଇବା ଦ୍ୱାରା ଏହା ଖାଦ୍ୟ ର ସ୍ୱାଦ ବୃଦ୍ଧି କରିଥାଏ | ସେହିପରି ଗରମ ପାଣି ରେ ହେଙ୍ଗୁ ମିଶାଇ ସେବନ କରିବା ଦ୍ୱାରା ମଧ୍ୟ ଏହା ଶରୀର ପାଁଇ ବିଶେଷ ଉପକାରୀ ଅଟେ | ମହିଳା ଙ୍କ ର ଋତୁସ୍ରାବ ସମୟ ରେ ପୀଡା କମାଇବା ପାଁଇ ଗରମ ପାଣି ରେ ହେଙ୍ଗୁ ମିଶାଇ ସେବନ କରାଯାଇଥାଏ | ଏହା ଦ୍ୱାରା ମହିଳା ଙ୍କ ର ଋତୁସ୍ରାବ ଜନିତ ପୀଡା କମିଥାଏ | 

ଆଜିକା ସମୟ ରେ କିନ୍ତୁ ହେଙ୍ଗୁ ର ମହତ୍ୱ କମିଯାଇଛି  ଏବଂ ଏହା ର ଉପକାରିତା ବିଷୟ ରେ ଲୋକେ ଜାଣିପାରୁ ନାହାନ୍ତି | ଥଣ୍ଡା ଜ୍ୱର ଆଦି କ୍ଷେତ୍ର ରେ ମଧ୍ୟ ଲୋକେ ପୂର୍ବ ସମୟ ରେ ହେଙ୍ଗୁ ର ବ୍ୟବହାର କରୁଥିଲେ |  ଆୟୁର୍ବେଦ ଶାସ୍ତ୍ର ରେ ମଧ୍ୟ ହେଙ୍ଗୁ ର ବିଶେଷ ଅଛି | ତେବେ ଚାଲନ୍ତୁ ଜାଣିବା ଗରମ ପାଣି ରେ ହେଙ୍ଗୁ ମିଶାଇ ସେବନ କରିବା ର ଉପକାରିତା ବିଷୟ  | 

1.ଗରମ ପାଣି ରେ ହେଙ୍ଗୁ ମିଶାଇ ସେବନ କରିବା ଦ୍ୱାରା ଆପଣ ଙ୍କ ର କିଡ୍ନୀ ଓ ବ୍ଲାଡର ସମ୍ପୂର୍ଣ ସୁସ୍ଥ ହେଇଥାଏ  | ୟୁରିନ ଇନଫେକ୍ସନ ଜନିତ ସମସ୍ୟା ମଧ୍ୟ ଶୀଘ୍ର ଦୂର ହେଇଥାଏ  |  

2.ହେଙ୍ଗୁ ରେ ଆଣ୍ଟି ଇନ୍ଫ୍ଲଏମେଟ୍ରି ତତ୍ୱ ରହିଥାଏ | ଯାହା କି ଆପଣ ଙ୍କ ର ହଜମ ଜନିତ ସମସ୍ୟା ଦୂର କରିଥାଏ | ଆପଣ ଙ୍କ ର ପେଟ ଗ୍ୟାଷ୍ଟିକ ଜନିତ ସମସ୍ୟା ମଧ୍ୟ ଶୀଘ୍ର ଦୂର ହେଇଥାଏ | 

3.ଆପଣ ଜାଣି ଆଶ୍ଚଯ୍ୟ ହେବେ କି ହେଙ୍ଗୁ ସେବନ କରିବା ଦ୍ୱାରା ଆପଣ ଙ୍କ ର ସୁଗାର ଲେବଲ ମଧ୍ୟ କଣ୍ଟ୍ରୋଲ ହେଇଥାଏ  | ଏବଂ ଡାଇବେଟିଜ ନିୟନ୍ତ୍ରଣ ରେ ରହିଥାଏ | 

4.ଯଦି ନିୟମିତ ହେଙ୍ଗୁ ପାଣି ସେବନ କରାଯାଇଥାଏ ତେବେ ହାଡ଼ ଗୁଡିକ ମଧ୍ୟ ମଜବୁତ ହେଇଥାଏ  | 

5.ହେଙ୍ଗୁ ରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ୱ ରହିଥାଏ | ଯାହା କି ଆସ୍ଥମା ରୋଗୀ ଙ୍କ ର ପାଁଇ ବିଶେଷ ରୂପେ ଉପକାରୀ ଅଟେ | 

6.ହେଙ୍ଗୁ ରେ ବିଟା କ୍ୟାରୋଟିନ ତତ୍ୱ ରହିଥିବା କାରଣ ରୁ ହାଇଡ୍ରେଡ଼ ତତ୍ୱ ମଧ୍ୟ ରହିଥାଏ  | 

7.ହେଙ୍ଗୁ ସେବନ କରିବା ଦ୍ୱାରା ଅନିମିୟା ର ମାତ୍ରା ଶରୀର ରେ ବୃଦ୍ଧି ହେଇଥାଏ  | ଏହା ଦ୍ୱାରା ଆପଣ ଙ୍କ ର ଦାନ୍ତ ଗୁଡିକ ମଧ୍ୟ ମଜବୁତ ହେଇଥାଏ  |